Teen Odisha News

Teen Odisha News This is a news website.

23/05/2023

କାହିଁକି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁଲେ ପପୁଆ ନିଉଗିନି ପ୍ରଧାନମନ୍ତ୍ରୀ ଜେମ୍‌ସ ମାରାପେ
Papua New Guinea’s PM Touches Modi’s Feet

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ ଅସୁସ୍ଥ ହୋଇପଡ଼ିଛନ୍ତି | ତାଙ୍କୁ ଅହମ୍ମଦାବାଦର ୟୁଏନ୍ ମେହେଟ୍ଟା ହସ୍ପିଟାଲରେ ଭର୍ତ୍ତି କର...
28/12/2022

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ ଅସୁସ୍ଥ ହୋଇପଡ଼ିଛନ୍ତି | ତାଙ୍କୁ ଅହମ୍ମଦାବାଦର ୟୁଏନ୍ ମେହେଟ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ମାଆଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଗସ୍ତ କରିଛନ୍ତି | ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହୀରାବେନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି |

ଆର୍ଜେଣ୍ଟିନା ଜର୍ସିରେ ନଜରକୁ ଆସିଛନ୍ତି କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ସାତ ବର୍ଷର ଝିଅ ଜିଭା | ଆର୍ଜେଣ୍ଟିନା ଫୁଟବଲ ଦଳର ଅଧିନାୟକ ଲିଓନ...
28/12/2022

ଆର୍ଜେଣ୍ଟିନା ଜର୍ସିରେ ନଜରକୁ ଆସିଛନ୍ତି କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ସାତ ବର୍ଷର ଝିଅ ଜିଭା | ଆର୍ଜେଣ୍ଟିନା ଫୁଟବଲ ଦଳର ଅଧିନାୟକ ଲିଓନେଲ ମେସି ଜିଭାଙ୍କୁ ଏହି ଜର୍ସି ଉପହାର ଦେଇଛନ୍ତି | ଏହି ସାର୍ଟରେ ମେସି ନିଜର ଦସ୍ତଖତ କରିଛନ୍ତି |

ଭେଜ୍ ବିରିୟାନିରେ ହାଡ଼ ।ଖାଇବା ପାଇଁ ମଗାଇଥିଲେ ଭେଜ୍ ବିରିୟାନି, ହେଲେ ଖାଇଲା ବେଳକୁ ସେଥିରୁ ବାହାରିଲା ହାଡ଼ । ଏଭଳି ଏକ ଘଟଣା ଦେଖିବାକୁ ମ...
28/12/2022

ଭେଜ୍ ବିରିୟାନିରେ ହାଡ଼ ।
ଖାଇବା ପାଇଁ ମଗାଇଥିଲେ ଭେଜ୍ ବିରିୟାନି, ହେଲେ ଖାଇଲା ବେଳକୁ ସେଥିରୁ ବାହାରିଲା ହାଡ଼ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋରରେ । ଏଠାକାର ଏକ ରେଷ୍ଟୁରାଣ୍ଟକୁ ଖାଇବା ପାଇଁ ଯାଇଥିଲେ ଆକାଶ ଦୁବେ ନାମକ ବ୍ୟକ୍ତି । ସେ ଭେଜ୍ ବିରିୟାନି ଅର୍ଡର କରିଥିଲେ, କିନ୍ତୁ ଖାଇବା ବେଳେ ସେଥିରୁ ହାଡ଼ ବାହାରିଥିବା ଆକାଶ ଅଭିଯୋଗ କରିଛନ୍ତି । ଏ ନେଇ ସେ ରେଷ୍ଟୁରାଣ୍ଟ ମାଲିକଙ୍କ ବିରୋଧରେ ନିକଟସ୍ଥ ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି। ସେପଟେ ଏହି ଘଟଣାକୁ ନେଇ ରେଷ୍ଟୁରାଣ୍ଟ ମାଲିକ ଆକାଶଙ୍କୁ କ୍ଷମା ମାଗିଛନ୍ତି।
ଆପଣଙ୍କ ସହିତ ଯଦି କେବେ ଏଭଳି ଘଟଣା ଘଟେ ଆପଣ ମଧ୍ୟ ଏହାକୁ ହାଲୁକାରେ ନନେଇ ପ୍ରତିବାଦ କରିବା ଦରକାର, ତେବେ .ଯାଇ ହୋଟେଲ ମାଲିକ ଏବଂ କର୍ମଚାରୀ ସଜାଗ ରହିବେ ।

ଆମ ସୌରମଣ୍ଡଳ ବାହାରେ ୨୦୦ ଗ୍ରହ ଠାବଆମ ସୌରମଣ୍ଡଳ ବାହାରେ ରହିଛନ୍ତି ପୃଥିବୀ ପରି ଅନେକ ଗ୍ରହ ଏବଂ ନକ୍ଷତ୍ର । ବିଶ୍ବର ବିଶିଷ୍ଟ ଜ୍ୟୋତିର୍ବିଜ...
28/12/2022

ଆମ ସୌରମଣ୍ଡଳ ବାହାରେ ୨୦୦ ଗ୍ରହ ଠାବ
ଆମ ସୌରମଣ୍ଡଳ ବାହାରେ ରହିଛନ୍ତି ପୃଥିବୀ ପରି ଅନେକ ଗ୍ରହ ଏବଂ ନକ୍ଷତ୍ର । ବିଶ୍ବର ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀମାନେ ଆମର ସୌର ମଣ୍ଡଳ ବାହାରେ ଅନ୍ୟ ଏକ ଜଗତ ଖୋଜି ପାଇଛନ୍ତି, ଯେଉଁଠାରେ ଭବିଷ୍ୟତରେ ମଣିଷ ପହଞ୍ଚିବାକୁ ପ୍ରୟାସ କରିବ । ୨୦୨୨ ଜ୍ୟୋତିର୍ବିଜ୍ଞାନୀମାନଙ୍କ ପାଇଁ ଏକ ସଫଳତାର ବର୍ଷ ଥିଲା, ଆମ ସୌରମଣ୍ଡଳ ବାହାରେ ୨୦୦ରୁ ଅଧିକ ଗ୍ରହ ଖୋଜିବାରେ ସଫଳ ହୋଇଥିଲେ ଜ୍ୟୋତିର୍ବିଜ୍ଞାନୀମାନେ । ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ ଦ୍ୱାରା ଗଭୀର ପର୍ଯ୍ୟବେକ୍ଷଣ କରି ଏହି ଗ୍ରହମାନଙ୍କର ସନ୍ଧାନ କରାଯାଇଥିଲା |

କ୍ରିକେଟ୍ ଜଗତର ଦୁଇ ମହାରଥୀ ପାକିସ୍ତାନର ଓାସିମ ଆକ୍ରମ ଏବଂ ଶ୍ରୀଲଙ୍କାର ସନଥ ଜୟସୁରିୟା
27/12/2022

କ୍ରିକେଟ୍ ଜଗତର ଦୁଇ ମହାରଥୀ ପାକିସ୍ତାନର ଓାସିମ ଆକ୍ରମ ଏବଂ ଶ୍ରୀଲଙ୍କାର ସନଥ ଜୟସୁରିୟା

ଆଗେଇ ଚାଲିଛି କଂଗ୍ରେସର ଭାରତ ଜୋଡୋ ଯାତ୍ରା ।       Photo Courtesy: Congress, Minority Department
23/09/2022

ଆଗେଇ ଚାଲିଛି କଂଗ୍ରେସର ଭାରତ ଜୋଡୋ ଯାତ୍ରା ।

Photo Courtesy: Congress, Minority Department

ଦେଖନ୍ତୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପରିବାର ।     Photo Courtesy: Aditi Yadav
23/09/2022

ଦେଖନ୍ତୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପରିବାର ।

Photo Courtesy: Aditi Yadav

ଜୟ ମାଆ ଭବାନୀ ।
23/09/2022

ଜୟ ମାଆ ଭବାନୀ ।

Jai Jagannath
23/09/2022

Jai Jagannath

23/09/2022
21/09/2022

Address

Shree Vihar, Patia
Bhubaneswar

Website

Alerts

Be the first to know and let us send you an email when Teen Odisha News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Teen Odisha News:

Share