Times One Odia

Times One Odia News and Infotainment Digital Media

28/08/2026
28/08/2026

ପ୍ରୋଷ୍ଟେଟ୍ କ୍ୟାନ୍ସର କ’ଣ? ଏହାର ପ୍ରାରମ୍ଭିକ ଲକ୍ଷଣ କ’ଣ? କେଉଁ ବୟସରେ ବିପଦ ଅଧିକ? PSA Test କେବେ କରିବା ଆବଶ୍ୟକ? ପ୍ରୋଷ୍ଟେଟ୍ କ୍ୟାନ୍ସରର ଚିକିତ୍ସା କିପରି ହୁଏ?

28/08/2026

ରାସନ କାର୍ଡଧାରୀଙ୍କ ପାଇଁ ଆସିଛି ବଡ଼ ଖବର। ରାସନ କାର୍ଡରେ ନୂଆ ନିୟମ ଓ ପରିବର୍ତ୍ତନକୁ ନେଇ ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ। କେଉଁ କାରଣରୁ ରାସନ କାର୍ଡ କଟିପାରେ, କେଉଁମାନେ ସତର୍କ ରହିବା ଆବଶ୍ୟକ ଏବଂ କାର୍ଡଧାରୀମାନେ କଣ କରିବେ—ଏହି ଭିଡିଓରେ ଜାଣନ୍ତୁ।

27/08/2026

ସୁନା କିଣିବାକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ବଡ଼ ଖବର। ସୁନା ଦର ଦେଢ଼ ଲକ୍ଷ ଟଙ୍କାକୁ ହ୍ରାସ ହେବ ବୋଲି ଚର୍ଚ୍ଚା ହେଉଛି। ସୁନା ଦରର ଏହି ଆଲୋଚନା, ବଜାର ସ୍ଥିତି ଓ ଆଗାମୀ ଦିନର ସମ୍ଭାବ୍ୟ ଦାମ ବିଷୟରେ ଜାଣନ୍ତୁ ଏହି ଭିଡିଓରେ।
#ସୁନାଦର #ସୁନାଦାମ

27/08/2026

ଓଡ଼ିଶାକୁ ଆସୁଛି କି ଭୟଙ୍କର ଲଘୁଚାପ? ଲଘୁଚାପ ପ୍ରଭାବରେ କେଉଁ କେଉଁ ଅଞ୍ଚଳରେ ପ୍ରବଳ ବର୍ଷା, ବନ୍ୟା ଓ ଜଳବନ୍ଦୀ ଆଶଙ୍କା ରହିଛି? ଆଜିର ଏହି ଭିଡିଓରେ ଜାଣନ୍ତୁ ଓଡ଼ିଶାର ପାଣିପାଗର ସମ୍ପୂର୍ଣ୍ଣ ଅପଡେଟ୍।

27/08/2026

ଆଧାର କାର୍ଡ ଦେଖାଇ ମିଳିବ କି ୩ ଲକ୍ଷ ଟଙ୍କା?
ଏହି ଦାବି ପଛରେ ଥିବା ସତ୍ୟ, ନିୟମ, ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା ବିଷୟରେ ଜାଣନ୍ତୁ

26/08/2026

PART -7
#କୋମନା ତହସିଲ ଜମି SCAM ମାମଲା
ତହସିଲଦାରଙ୍କ EXCLUSIVE INTERVIEW। ଜମି କେଳେଙ୍କାରୀକୁ ନେଇ ତହସିଲଦାର କଣ କହିଲେ? ପୂର୍ବରୁ ଆସିଥିବା ତଥ୍ୟ ଓ ତାଙ୍କ ବୟାନ ମଧ୍ୟରେ କେତେ ତାଳମେଳ ରହିଛି? ଦେଖନ୍ତୁ Times One Odiaର ବିଶେଷ ରିପୋର୍ଟ

ସମ୍ପୂର୍ଣ୍ଣ ଘଟଣା ଜାଣିବା ପାଇଁ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।



ଆଜି (26.8.26) ରାତି 9.30 ରେ ନିଶ୍ଚୟ ଦେଖନ୍ତୁ, କୋମନା ତହସିଲଦାରଙ୍କ exclusive ପ୍ରତିକ୍ରିୟା  #ଜମି scam ର ପୁରା କଚା ଚିଠା  #କେତେ କହୁ...
26/08/2026

ଆଜି (26.8.26) ରାତି 9.30 ରେ ନିଶ୍ଚୟ ଦେଖନ୍ତୁ, କୋମନା ତହସିଲଦାରଙ୍କ exclusive ପ୍ରତିକ୍ରିୟା
#ଜମି scam ର ପୁରା କଚା ଚିଠା
#କେତେ କହୁଛନ୍ତି ସତ, କେତେ କହୁଛନ୍ତି ମିଛ


26/08/2026

କୋମନା ତହସିଲ ଜମି SCAMକୁ ନେଇ ବଡ଼ ଖୁଲାସା। ଏହି ଜମି କେଳେଙ୍କାରୀର ଚେନରେ କିଏ କିଏ ସାମିଲ? କିପରି ହୋଇଥିଲା ଜମି କାରବାର? ଏହି ପ୍ରସଙ୍ଗରେ ତହସିଲଦାରଙ୍କ EXCLUSIVE INTERVIEW।

ଦୋଷୀ କିଏ? ଦାୟୀ କିଏ? କାହା ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ? ପ୍ରଶ୍ନ ପରେ ପ୍ରଶ୍ନ ଏବଂ ତଥ୍ୟ ଆଧାରିତ ଖୋଜ୍‌ଖବର ସହ TIMES ONE ODIAର OPERATION ଜାରି ରହିଛି।

ଏହା ହେଉଛି Part-6। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ଆମର ଅନୁସନ୍ଧାନ ଜାରି ରହିବ।

TIMES ONE ODIA — ଲୋକଙ୍କ ପ୍ରଶ୍ନ, ଲୋକଙ୍କ ସ୍ୱର

କୋମନା ତହସିଲ ଜମି କେଳେଙ୍କାରୀ  #ଏଥର ଜାଲରେ ପଡ଼ିଲେ ବଡ଼ ମାଛ  #ନିଲମ୍ବିତ ହେଲେ ତହସିଲଦାର ସର୍ବେଶ୍ୱର ଜାଲ
26/08/2026

କୋମନା ତହସିଲ ଜମି କେଳେଙ୍କାରୀ
#ଏଥର ଜାଲରେ ପଡ଼ିଲେ ବଡ଼ ମାଛ
#ନିଲମ୍ବିତ ହେଲେ ତହସିଲଦାର ସର୍ବେଶ୍ୱର ଜାଲ


Address

Bhubaneswar

Alerts

Be the first to know and let us send you an email when Times One Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Times One Odia:

Shortcuts

Share