Khabar Today Live

Khabar Today Live YouTube channel - khaba today

28/08/2026

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟ ମେମ୍ବରଙ୍କ ଆରଓବି ପରିଦର୍ଶନ କଲେ ।ହେଲେ ଆଜି ପର୍ଯ୍ୟନ୍ତ ପଟିଆ ଷ୍ଟେସନ ଓଭର ବ୍ରିଜି କାର୍ଯ୍ୟକୁ ନେଇ ଟେଣ୍ଡର ହୋଇ ପାରିଲାନି ।ଖାଲି ନଡ଼ିଆ ବାଡେଇବା ଛଡା ବିକଳ୍ପ କିଛି ନାହିଁ ।ଏପଟେ ଷ୍ଟାଣ୍ଡିଙ୍ଗ କମିଟ କହୁଛି ଖୁବଶୀଘ୍ର ଆରଓବି କାର୍ଯ୍ୟ କରାଯିବ ।କେବେ ହେବ ନା ନଡ଼ିଆ ବାଡେଇବାରେ ହିଁ ରହିଯିବ ! ସୁସାନ୍ତ କୁମାର ସାବତ୍ତ,ସମାଜସେବୀ











ମଞ୍ଚରୁ ଖସିପଡି ପୀୟୂଷ ହେଲେ ଗୁରୁତର ।ସ୍ଥାନୀୟ ମେଡିକାଲରେ ଭର୍ତ୍ତି !Debagarh: Piyush Tripathy Falls on Stage, Reportedly in Seri...
27/08/2026

ମଞ୍ଚରୁ ଖସିପଡି ପୀୟୂଷ ହେଲେ ଗୁରୁତର ।ସ୍ଥାନୀୟ ମେଡିକାଲରେ ଭର୍ତ୍ତି !
Debagarh: Piyush Tripathy Falls on Stage, Reportedly in Serious Condition ! ମଞ୍ଚ ଉପରେ ହଠାତ୍ ପଡ଼ିଗଲେ ପୀୟୂଷ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ଦେବଗଡ଼ ଜିଲ୍ଲାରେ ନାଟକ ଏଡ଼ା ମଞ୍ଚସ୍ତ ସମୟରେ ଘଟିଛି ଘଟଣା ।

26/08/2026

ବାରହା ସହ ଲଢ଼ି ନୂଆ ଜୀବନ ବାଇଲା ସୁମନ ।











26/08/2026

୯ ମାସର କାମ ୪୦ମାସ ଲାଗିଗଲା ।ସୋଫିଆ ଫିର୍ଦୋଷ
ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟ ୩ ।











26/08/2026

ଶିଖରଚଣ୍ଡୀ ମନ୍ଦିରର କାର୍ଯ୍ୟ ଶତକଡା ୯୫ଭାଗ ସରିଛି ।
ବାବୁ ସିଂ,ଅଧ୍ୟକ୍ଷ, ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ।










25/08/2026

ଷ୍ଟାଣ୍ଡିଙ୍ଗ କମିଟି ଟିମଙ୍କ ଆରଓବି ପରିଦର୍ଶନ ।ମନ୍ଥର ଗତିରେ ଚାଲୁଥିବା କାର୍ଯ୍ୟ ଖୁବଶୀଘ୍ର କରାଯିବ ତ୍ବରାନ୍ବିତ ।ସୁଶାନ୍ତ କୁମାର ରାଉତ,ବିଧାୟକ, ଭୁବନେଶ୍ୱର ଉତ୍ତର ।










23/08/2026

#ପେଷାଦାର କାର ଲୁଟେରାକୁ କାବୁ କଲା ଚନ୍ଦକା ପୋଲିସ ।
#ଶଶୁରଘରକୁ କାର ଯୋଗେ ବୁଲିବାକୁ ଆସିଥିବା ଜ୍ବାଇଁ ପୁଅର କାର ଚୋରୀ ହେବା ଘଟଣାକୁ ନେଇ ପୋଲିସ ବାନ୍ଧିଲା ପେଷାଦାର ଚୋରକୁ ।ଘଟଣା ଘଟିଛି ଚନ୍ଦକା ଗ୍ରାମରେ ।









ଆଇପିଏସ ସ୍ତରରେ ଅଦଳବଦଳ
21/08/2026

ଆଇପିଏସ ସ୍ତରରେ ଅଦଳବଦଳ

 #ନନ୍ଦନକାନନରେ ଆଖି ବୁଜିଲା ୮ବର୍ଷର ମାଈ ଜଳହସ୍ତୀ । #ଦୀର୍ଘ ଦେଢମାସ ଧରି ପେଟଜନିତ ରୋଗରେ ପୀଡିତ ଥାଇ ଜଳହସ୍ତୀ ନନ୍ଦନକାନନରେ ଚିକିଶ୍ଚିତ ହେ...
21/08/2026

#ନନ୍ଦନକାନନରେ ଆଖି ବୁଜିଲା ୮ବର୍ଷର ମାଈ ଜଳହସ୍ତୀ ।
#ଦୀର୍ଘ ଦେଢମାସ ଧରି ପେଟଜନିତ ରୋଗରେ ପୀଡିତ ଥାଇ ଜଳହସ୍ତୀ ନନ୍ଦନକାନନରେ ଚିକିଶ୍ଚିତ ହେଉଥିଲା ।
#ଗୁରୁବାର ସକାଳୁ ୬୧ନମ୍ବର ଖୁଆଡରେ ମରିପଡିଥିବା କୁହାଯାଇଛି
#ଜଳହସ୍ତୀର୍ ମୃତ୍ୟୁ ପରେ ଜଳହସ୍ତୀ ସଂଖ୍ୟା ୯କୁ ହ୍ରାସ ପାଇଛି ।



 #ଓଡ଼ିଶା ସଙ୍ଗୀତ ଜଗତର  #ବିଶିଷ୍ଟ କଣ୍ଠଶିଳ୍ପୀ  #ପ୍ରଣବ ପଟ୍ଟନାୟକଙ୍କୁ  #ଭକ୍ତିପୂତ  #ଶ୍ରଦ୍ଧାଞ୍ଜଳୀ । #🙏ଜୟ ଜଗନ୍ନାଥ 🙏 ଓଁ ଶାନ୍ତି 💐   ...
21/08/2026

#ଓଡ଼ିଶା ସଙ୍ଗୀତ ଜଗତର #ବିଶିଷ୍ଟ କଣ୍ଠଶିଳ୍ପୀ
#ପ୍ରଣବ ପଟ୍ଟନାୟକଙ୍କୁ #ଭକ୍ତିପୂତ #ଶ୍ରଦ୍ଧାଞ୍ଜଳୀ ।
#🙏ଜୟ ଜଗନ୍ନାଥ 🙏 ଓଁ ଶାନ୍ତି 💐



Address

Barang
Bhubaneswar
751024

Telephone

+917978517876

Website

Alerts

Be the first to know and let us send you an email when Khabar Today Live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Khabar Today Live:

Shortcuts

Share