05/10/2025
🌸 ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ହାର୍ଦ୍ଦିକ ଶୁଭକାମନା ✨
କୁମାର ପୂର୍ଣ୍ଣିମା ହେଉଛି କୁଆରୀ ଝିଅମାନଙ୍କର ବିଶେଷ ପର୍ବ। ଏହି ଦିନେ ସେମାନେ ଚନ୍ଦ୍ରଦେବଙ୍କୁ ଉପାସନା କରି, ଭବିଷ୍ୟତରେ ସୁନ୍ଦର ସୁଖମୟ ଜୀବନ ପାଇବା ପାଇଁ ପ୍ରାର୍ଥନା କରନ୍ତି। 🌕🙏
ଏହା ଓଡ଼ିଶାର ୧୩ଟି ପ୍ରମୁଖ ପର୍ବ ମଧ୍ୟରୁ ଗୋଟିଏ, ଯାହାକୁ ଆନନ୍ଦ ଓ ଉତ୍ସାହର ସହିତ ପାଳନ କରାଯାଏ। 🌺💫
ଏହି ପବିତ୍ର ପୂର୍ଣ୍ଣିମାରେ କୁମାର କାର୍ତ୍ତିକେୟଙ୍କର ଆଶୀର୍ବାଦରେ ଆପଣଙ୍କ ଜୀବନେ ସୁଖ, ସମୃଦ୍ଧି, ସ୍ୱାସ୍ଥ୍ୟ ଓ ଶାନ୍ତି ପ୍ରବାହିତ ହେଉ। 🌕🙏
🌕 #କୁମାରପୂର୍ଣ୍ଣିମା ✨ #କୁଆରୀଝିଅମାନଙ୍କପର୍ବ 🌸 💫