ATV News Odisha

ATV News Odisha ATV News.

ଜୟ ହିନ୍ଦ୍… ଜୟ ଭାରତ 🇮🇳
10/05/2025

ଜୟ ହିନ୍ଦ୍… ଜୟ ଭାରତ 🇮🇳

ଜୟ ହିନ୍ଦ୍… ଜୟ ଭାରତ 🇮🇳
10/05/2025

ଜୟ ହିନ୍ଦ୍… ଜୟ ଭାରତ 🇮🇳

ଚାଷୀଙ୍କ ହିତରେ ବିଜେପି ସରକାର ।ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ୨୫୨ କୋଟ...
03/05/2025

ଚାଷୀଙ୍କ ହିତରେ ବିଜେପି ସରକାର ।

ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ୨୫୨ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ଶୀତଳଭଣ୍ଡାର । ଏହା ଦ୍ଵାରା କୃଷିଜାତ ଦ୍ରବ୍ୟ ସଂରକ୍ଷିତ ହେବା ସହ ଚାଷୀ ସଶକ୍ତ ହେବେ ।

କଟକ କାଠଯୋଡି ନଦୀ ପାଖରେ ବ୍ରିଜ କାମ ଚାଲୁଥିବା ସମୟରେ ବଡ ଅଘଟଣ । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି ।କାଠଯୋଡ଼ିରେ ବ୍ରି...
03/05/2025

କଟକ କାଠଯୋଡି ନଦୀ ପାଖରେ ବ୍ରିଜ କାମ ଚାଲୁଥିବା ସମୟରେ ବଡ ଅଘଟଣ । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି ।କାଠଯୋଡ଼ିରେ ବ୍ରିଜ୍ କାମ ଚାଲିଥିବା ବେଳେ କ୍ରେନ୍‌ ଛିଣ୍ଡି ପଡ଼ିବାରୁ ଅଘଟଣ lସ୍ଲାବ୍ ତଳେ ୫ ଶ୍ରମିକ ଚାପି ହୋଇଯାଇଥିଲେ , ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଓ ଦୁଇଜଣ ଗୁରୁତର ଥିବା । SCB ପ୍ରଶାସନିକ ଅଧିକାରୀ ସୁବାସ ରାୟଙ୍କ ସୂଚନା ଦେଇଛନ୍ତି l

ମହାନ ସନ୍ଥ, ଅଦୈତ ବେଦାନ୍ତର ପ୍ରଚାରକ ତଥା ଦଶନାମୀ ସନ୍ୟାସୀ ସମ୍ପ୍ରଦାୟର ସଂସ୍ଥାପକ ଶ୍ରୀମଦ୍ ଆଦ୍ୟ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଅବସରରେ ତାଙ୍...
02/05/2025

ମହାନ ସନ୍ଥ, ଅଦୈତ ବେଦାନ୍ତର ପ୍ରଚାରକ ତଥା ଦଶନାମୀ ସନ୍ୟାସୀ ସମ୍ପ୍ରଦାୟର ସଂସ୍ଥାପକ ଶ୍ରୀମଦ୍ ଆଦ୍ୟ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଅବସରରେ ତାଙ୍କ ପାଦପଦ୍ମରେ କୋଟି କୋଟି ନମନ। ବୈଭବଶାଳୀ ମହାନ ସନାତନ ଧର୍ମ ଓ ଭାରତୀୟ ସଂସ୍କୃତିର ବ୍ୟାପକ ପ୍ରସାର ଜରିଆରେ ଏହାର ପୁନଃ ସଂସ୍ଥାପନା ଏବଂ ଏହାର ଭିତ୍ତିକୁ ଆହୁରି ମଜଭୁତ କରିବା ଦିଗରେ ଆଦ୍ୟ ଶଙ୍କରାଚାର୍ଯ୍ୟଙ୍କର ଅବଦାନ ଅତୁଳନୀୟ। ଭଗବତପାଦ ଆଦ୍ୟ ଶଙ୍କରାଚାର୍ଯ୍ୟଙ୍କର ଜ୍ଞାନ, ଭକ୍ତି, କରୁଣା ଏବଂ ଶାନ୍ତିର ମାର୍ଗ ସମଗ୍ର ମାନବ ସମାଜ ପାଇଁ ପଥ ପ୍ରଦର୍ଶକ ହୋଇରହିଥିବ।

ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ସମସ୍ତ ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ସେମାନଙ୍କ ତ୍ୟାଗ, ନିଷ୍ଟା, ପରିଶ୍ରମ ଓ ଦେଶ...
01/05/2025

ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ସମସ୍ତ ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ସେମାନଙ୍କ ତ୍ୟାଗ, ନିଷ୍ଟା, ପରିଶ୍ରମ ଓ ଦେଶପ୍ରତି ଅବଦାନ ସର୍ବଦା ପ୍ରଶଂସନୀୟ।

Address

Bhubaneswar

Website

Alerts

Be the first to know and let us send you an email when ATV News Odisha posts news and promotions. Your email address will not be used for any other purpose, and you can unsubscribe at any time.

Share