cutemilimillu

cutemilimillu my life my rules �

25/05/2026

❤️

15/05/2026
09/05/2026
Favourite of Baba 💚Now my reel vibe 🎶🌙
03/05/2026

Favourite of Baba 💚
Now my reel vibe 🎶🌙

14/04/2022
04/04/2022

😞 ନିଜର କିଛି ଲୋକ ଆମକୁ ବଦନାମ କରିବା ପାଇଁ ବହୁତ ପରିଶ୍ରମ କରନ୍ତି । ବହୁତ ସମୟ କାଢି, ବହୁତ ଜଣଙ୍କ ସହ ଲମ୍ବା ଲମ୍ବା କଥା ହେଇ ଛ କୁ ଷାଠିଏ କରି କୁହନ୍ତି। ଏ କଥା ଶୁଣିକି ଖୁସି ବି ଲାଗେ 😊ଏବଂ ଦୁଃଖ ମଧ୍ୟ୍ୟ । 😟

👉😊ଖୁସି ଏଥିପାଇଁ ଲାଗେ କି...at least ଖରାପ ହଉ ପଛେ ସେମାନେ ଆମ ବିଷୟ ନେଇ କଥା ହୁଅନ୍ତି, ଆମକୁ ତାଙ୍କ ମନ ଆଉ ମସ୍ତିସ୍କ ରେ ରଖି ଚର୍ଚା କୁ ଆଣନ୍ତି (Free Promotion କରନ୍ତି) । ଆଉ ଏଇ ସମୟ ରେ ଆମ ପାଖରେ ମଉକା ଅଛି..ଆମେ ସେମାନଙ୍କ ଭଳି ଗପିକି ସମୟ ନଷ୍ଟ ନ କରି...ଆମେ ଆମ ନିଜକୁ ଆହୁରି ଜଲ୍ଦି ଜଲ୍ଦି ଉନ୍ନତି ପାଇଁ ସମୟ ଦେଇ .. ପରିଶ୍ରମ କରିପାରିବା ଏବଂ ସେମାନଙ୍କ ଠାରୁ ଆହୁରି ଉପରସ୍ତର କୁ ଯାଇପାରିବା । 😊🙏🙏🙏💕

👉ଆଉ ଦୁଃଖ ଏଥିପାଇଁ ଲାଗେ କି... ସେମାନେ ଯୋଇ ସମୟ ଆଉ ପରିଶ୍ରମ ବଦନାମ କରିବାରେ ଲଗଉଛନ୍ତି ..ଯଦି ସେ ସମୟ ଆଉ ପରିଶ୍ରମ ନିଜ ଭଲ କର୍ମ ରେ ଲଗାନ୍ତେ.. ହୁଏତ ସେମାନେ ସମ୍ମାନ ପାଇବାର ଯୋଗ୍ୟ ହୁଅନ୍ତେ ଏବଂ ଉନ୍ନତି ଆଡକୁ ଗତି କରୁଥାନ୍ତେ । But ଛାଡ...🙁🙏

👉ବହୁତ ଚେଷ୍ଟା କରିଥିଲି ସେଇମାନ ଙ୍କ ସହ ଭଲ ସମ୍ପର୍କ ରହୁ ବୋଲି, ଯୋଉମାନଙ୍କୁ ଏବେ ମୁଁ ignore କରୁଛି। 😕👉ଚେଷ୍ଟା କରିଛି କେତେଥର ସେମାନଙ୍କୁ ବୁଝେଇବାକୁ କିନ୍ତୁ ଏବେ.... ମୁଁ ମୋ ନିଜ କୁ ବୁଝେଇଦେଇଛି। 😌🙏 ମୁଁ ଯାହାବି ବନୁଛି ଏବେ...ତାହା ମୋ କାମ ପାଇଁ ନୁହେଁ ....ମୋର କଠୋର ନିସ୍ପତି ପାଇଁ ।😑

💕~💕

🙏🙏🙏 ଜୟ ଜଗନ୍ନାଥ🙏🙏🙏

04/04/2022
01/04/2022
25/03/2022

Address

Bhubaneswar

Website

Alerts

Be the first to know and let us send you an email when cutemilimillu posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to cutemilimillu:

Share

Category