Republic UTKAL

Republic UTKAL Republic Utkal 24×7 News Channel
🙏 ଗାଁ ରୁ ସହର ପ୍ରତ୍ୟେକ ଖବର ଉପରେ ନଜର 🙏
ଆପଣଙ୍କ ସମସ୍ୟା ଆମେ କରିବୁ ସମାଧାନ

13/08/2026
26/06/2026

ଖୋର୍ଦ୍ଧା - 57 ନମ୍ବର ଜାତୀୟ ରାଜପଥ ବାଘମାରୀ ବଡ଼ ଶଙ୍ଖ ଉପରେ ଦୃଘଟଣା । ଅଟୋ କୁ ପିଟିଲା ହାଇୱା ଟ୍ରକ । ଚାପିହୋଇ ରହିଥିଲେ ଅଟୋ ଡ୍ରାଇଭର । ଉଦ୍ଧାର ପାଇଁ ପହଁଚି ଲେ ଅଗ୍ନି ସମ ବିଭାଗ ।
@

15/06/2026

କେନ୍ଦ୍ରାପଡ଼ା ମହାକାଳପଡା ପୋଲିସ ପାଇଁ ଲଜ୍ୟା,
ଚାମେଲୀ ଙ୍କ ଭାଇକୁ ଅଟକ ରଖି ଉଠେଇନେଇଥିବା ପୋଲିସ ଓ ଚାମେଲୀ ଙ୍କ ମୋବାଇଲ କୁ ଛଡାଇବାକୁ ଚେଷ୍ଟା କରୁଥିବା ପୋଲିସ ଅଧିକାରୀ ଙ୍କୁ ଗୋଡ଼ାଇଲେ ଜନତା!
foryoupage viralpost
ChameliOjha BhaktaCharanDas Kendrapara HospitalUpdate CongressOdisha PoliticalNews BreakingNews OdishaPolitics HealthUpdate

15/06/2026

ଏ ବ୍ୟକ୍ତି କିଏ କାହିଁକି ଚେମେଲୀ ଓଝା ଙ୍କ ମୋବାଇଲ୍ ଛଡ଼ାଉଥିଲେ...? ଏ ମହାଶୟ ଙ୍କୁ କିଏ ଅଧିକାର ଦେଲା ଜଣେ ମହିଳା ସରପଂଚ ଙ୍କ ମୋବାଇଲ୍ ଛଡେଇବାକୁ...? ଗିରଫ କାହିଁକି ହେବେନି ଏହି ମହାଶୟ...?

11/06/2026

ବସ ଧକ୍କାରେ ମହିଳାଙ୍କ ମୃତ୍ୟୁ। ଘଟଣା ଘଟିଛି ୫୭ନ ଜାତୀୟ ରାଜପଥ ଖୋର୍ଦ୍ଧା ସାରୁଅ ବଜାର ରେ। #ଖୋର୍ଦ୍ଧା

10/06/2026

ବେଆଇନ ପଥର ଖଣି ଉପରେ ଖଣି ବିଭାଗର ବଡ଼ ଚଢ଼ାଉ |
#ଖୋର୍ଦ୍ଧା

09/06/2026

ଖୋର୍ଦ୍ଧା SP ଙ୍କ ବଡ ସଫଳତା

26/05/2026

#କେତେ_ସତ_କେତେ_ମିଛ #କିଏ_ଫସିବ
#ନ୍ୟାୟ_ମିଳିବ_ତ #ପୋଲିସ_କେତେ_ସତ_କେତେ_ମିଛ_କହୁଥିଲା
ସୌମ୍ୟ ଘଟଣାରେ ପ୍ରଥମେ ଚିକିତ୍ସା କରିଥିବା ଡାକ୍ତର ଏବଂ ୧୦୮ ଆମ୍ବୁଲାନ୍ସ କର୍ମଚାରୀ କ'ଣ କହୁଛନ୍ତି ଶୁଣନ୍ତୁ...

 ଫୋଟୋ ରେ ଖବର  #ବ୍ରହ୍ମପୁର ଜିଲ୍ଲା ପୋଲିସର କଡା ପଦକ୍ଷେପକୁ ନେଇ ଏନକାଉଣ୍ଟର ଭୟରେ ଗିରିରୋଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଆଶିଷ ଟାଉନ ଥାନାର...
22/05/2026

ଫୋଟୋ ରେ ଖବର #ବ୍ରହ୍ମପୁର ଜିଲ୍ଲା ପୋଲିସର କଡା ପଦକ୍ଷେପକୁ ନେଇ ଏନକାଉଣ୍ଟର ଭୟରେ ଗିରିରୋଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଆଶିଷ ଟାଉନ ଥାନାରେ ଆତ୍ମସମର୍ପଣ କଲେ।ଗିରିରୋଡ଼ ନିକଟରେ ଉମେଶ ରଥକୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁଙ୍କ ସାନ ଭାଇ ଆଶିଷ ସାହୁ ପୁଲିସ ଏନକାଉଣ୍ଟର ଭୟରେ ନିଜ ଓକିଲଙ୍କ ଜରିଆରେ ଟାଉନ ଥାନରେ ଆତ୍ମସପର୍ପଣ କରିଥିବା ସୂଚନା।

Address

Bhubaneswar

Alerts

Be the first to know and let us send you an email when Republic UTKAL posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Republic UTKAL:

Shortcuts

Share