Desh Duniya Khabar 24

Desh Duniya Khabar 24 ସାଧାରଣ ଲୋକଙ୍କ ସ୍ଵର
(1)

Happy Diwali
20/10/2025

Happy Diwali

କାର୍ତ୍ତିକ ମାସର ଦ୍ଵିତୀୟ ସୋମବାରରେ ବାବା ଗୁପ୍ତେଶ୍ୱର ମହାଦେବଙ୍କ ଦର୍ଶନ କରନ୍ତୁ
20/10/2025

କାର୍ତ୍ତିକ ମାସର ଦ୍ଵିତୀୟ ସୋମବାରରେ ବାବା ଗୁପ୍ତେଶ୍ୱର ମହାଦେବଙ୍କ ଦର୍ଶନ କରନ୍ତୁ

19/10/2025

#ମୁଖ୍ୟମନ୍ତ୍ରୀଙ୍କ_କାର୍ଯ୍ୟକ୍ରମର_ବଳକା_ଖାଦ୍ୟଖାଇ
#12ଗୋରୁ_ମୃତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ବଳକା ଖାଦ୍ୟ ଖାଇ 12ଗୋରୁ ମୃତ,ଏଭଳି ଘଟଣା ଘଟିଛି ନୂଆପଡା ଜିଲ୍ଲା ଗୋତମା ଗାଁରେ

19/10/2025

ଦୁଷ୍କର୍ମ ନୁହେଁ ଚାଲିଥିଲା ଦେହ ବ୍ୟବସାୟ

19/10/2025

ନୁଆପଡା ନିର୍ବାଚନରେ ବିଜେଡିର ଜର୍ ଦାର୍ ପ୍ରଚାର

18/10/2025

କେନ୍ଦୁଝର : ବେଆଇନ୍ ବାଲି ଚାଲାଣକୁ ନେଇ ଗଣଧାରଣା

18/10/2025

ାଓବାଦୀଙ୍କ_ଆତ୍ମସମର୍ପଣ_ଇତିହାସରେ_ପ୍ରଥମ
ଇତିହାସରେ ପ୍ରଥମ,210 ମାଓବାଦୀଙ୍କ ଆତ୍ମ ସମର୍ପଣ,ପ୍ରଥମେ ଯେଉଁମାନଙ୍କ ହାତରେ ଅସ୍ତ୍ର ଶସ୍ତ୍ର ଥିଲା ଆଜି ସେମାନଙ୍କ ହାତରେ ସମ୍ଭିଧାନ

 #କାର୍_ଉପରେ_ଓଲଟିଲା_ବସ୍_୧୦ରୁ_ଉର୍ଦ୍ଧ_ଆହତମୟୂରଭଞ୍ଜ ଘାଟିରେ ଦୁର୍ଘଟଣା,କାର୍ ଉପରେ ଓଲଟିଲା ବସ୍ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ଵାର...
18/10/2025

#କାର୍_ଉପରେ_ଓଲଟିଲା_ବସ୍_୧୦ରୁ_ଉର୍ଦ୍ଧ_ଆହତ
ମୟୂରଭଞ୍ଜ ଘାଟିରେ ଦୁର୍ଘଟଣା,କାର୍ ଉପରେ ଓଲଟିଲା ବସ୍ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରେ ବଡ଼ ଦୁର୍ଘଟଣା ଘଟିଛି । ଘାଟିରେ ଓଭରଟେକ୍ ସମୟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି ।

18/10/2025

ସମ୍ପୂର୍ଣ ଗୀତ ଶୁଣନ୍ତୁ,କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାଇବେ l

ଦୀପାବଳି ଛୁଟି ସମ୍ବନ୍ଧିତ ଘୋଷଣାପବିତ୍ର ଦୀପାବଳି ନିମନ୍ତେ ରାଜ୍ୟ ସରକାର ୨୦ ଅକ୍ଟୋବର (ସୋମବାର)କୁ ଅତିରିକ୍ତ ଛୁଟି ଦିବସ ଭାବରେ ଘୋଷଣା କରିଛ...
18/10/2025

ଦୀପାବଳି ଛୁଟି ସମ୍ବନ୍ଧିତ ଘୋଷଣା
ପବିତ୍ର ଦୀପାବଳି ନିମନ୍ତେ ରାଜ୍ୟ ସରକାର ୨୦ ଅକ୍ଟୋବର (ସୋମବାର)କୁ ଅତିରିକ୍ତ ଛୁଟି ଦିବସ ଭାବରେ ଘୋଷଣା କରିଛନ୍ତି।
ସମ୍ପୂର୍ଣ୍ଣ ବିଜ୍ଞପ୍ତି ପଢନ୍ତୁ

18/10/2025

କେନ୍ଦ୍ରାପଡା :ତଦନ୍ତ ନ କରି ମାମଲା ରୁଜୁ ହେଵା ପ୍ରତିବାଦରେ ଶତାଧିକ ଏତଲା ସଂସାର ଫଳ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଲେ ଗ୍ରାମବାସୀ

18/10/2025

#ଟ୍ରେନରୁ_ଗଂଜେଇ_ଜବତ_ଦୁଇ_ଗିରଫ
କିରଣ୍ଡୁଲ ଟ୍ରେନ୍ ରେ ଜୟପୁରରୁ ପଣ୍ଡିଚେରୀକୁ ଯାଉଥିଲା ଗଂଜେଇ,ମାଡି ବସିଲା ରେଳବାଇ ପୋଲିସ୍
***a

Address

Bhubaneswar

Website

Alerts

Be the first to know and let us send you an email when Desh Duniya Khabar 24 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Desh Duniya Khabar 24:

Share

Category