𝗖𝗥𝗜𝗖𝗞𝗘𝗧 𝗕𝗜𝗦𝗘𝗦𝗛 𝗢𝗗𝗜𝗔

𝗖𝗥𝗜𝗖𝗞𝗘𝗧 𝗕𝗜𝗦𝗘𝗦𝗛 𝗢𝗗𝗜𝗔 Contact information, map and directions, contact form, opening hours, services, ratings, photos, videos and announcements from 𝗖𝗥𝗜𝗖𝗞𝗘𝗧 𝗕𝗜𝗦𝗘𝗦𝗛 𝗢𝗗𝗜𝗔, Media/News Company, Bhubaneswar.

🏏 Cricket Bisesh Odia — Your home for the stalwart cricket stories, legendary moments, stats, opinions & exclusive cricket content. 🇮🇳🔥 Follow us and stay updated!

05/09/2026

ଅନିଲ କୁମ୍ବଲେ କେମିତି 10 ୱିକେଟ ଉଡେଇଥିଲେ ପାକିସ୍ତାନର ଅନ୍ତିମ ଟେଷ୍ଟ ମ୍ୟାଚ ରେ 1999 ରେ ଆଉ ଭାରତକୁ ବଞ୍ଚେଇ ଥିଲେ



03/09/2026

କେମିତି ଏମଏସ ଧୋନି ଚାମ୍ପିୟନ୍ସ ଟ୍ରଫି ଜିତାଇ ନିଜ କ୍ୟାରିଅର ଆଉ ଅଧିନାୟକ ଗାଦି ବଞ୍ଚେଇଥିଲେ ଭାରତ ଟିମରେ 2013 ରେ


31/08/2026

ବଲ୍ ବାଜି ନାକ ଫାଟିଥିଲା ବ୍ୟାଟ ଛାଡିଲେନି ସଚିନ ନିଜ ଦେବିୟୁ ଟେଷ୍ଟ ସିରିଜ଼ ପାକିସ୍ତାନ ବିପକ୍ଷରେ 1989 ସିଆଲକୋଟରେ

#1989

30/08/2026

କେମିତି ଡ୍ରାଭିଡ ଆଉ ଲକ୍ଷମଣ ଭାଙ୍ଗିଥିଲେ କଙ୍ଗାରୁ ଅଷ୍ଟ୍ରେଲିଆ ର ଗଡ଼ ଆଡିଲେଡ ମୈଦାନରେ 2003 ର BGT ସିରିଜ଼ ରେ

28/08/2026

କେମିତି ଜଭଗଲ ଶ୍ରୀନାଥ ଓ ଅନିଲ କୁମ୍ବଲେ ହାରୁ ହାରୁ ବଞ୍ଚେଇଥିଲେ ଭାରତକୁ ଟାଇଟାନ କପ 1996ରେ ଅଷ୍ଟ୍ରେଲିଆ ବିପକ୍ଷରେ

26/08/2026

କେମିତି ଗାଙ୍ଗୁଲି ଓ ରବିନ ସିଂ ଭାଙ୍ଗିଥିଲେ ପାକିସ୍ତାନର ଘମଣ୍ଡ ଇଣ୍ଡିପେଣ୍ଡ୍ସ କପ ଫାଇନାଲରେ 315 ରନ ଚେସରେ 1998ରେ


24/08/2026

କେମିତି ଜବଗଲ ଶ୍ରୀନାଥଙ୍କ ସ୍ୱିଙ୍ଗ ନଚେଇ ଥିଲା କଙ୍ଗାରୁ ଅଷ୍ଟ୍ରେଲିଆ କୁ ମାତ୍ର 100 ରନ ଚେସ୍ ବେଳେ 2000 ମସିହାରେ

22/08/2026

କେମିତି ଭାରତ ଖସେଇ ଥିଲା ବିଶ୍ୱକପ 2003 ର ଫାଇନାଲ, ଡ଼ିଫେଣ୍ଡିଙ୍ଗ ଚାମ୍ପିୟନ ଅଷ୍ଟ୍ରେଲିଆ ଠାରୁ ବଡ଼ ପରାସ୍ତ ହେଇକି

21/08/2026

କେମିତି ସଚିନ ତେନ୍ଦୁଲକର କନ୍ଦେଇ ଥିଲେ ଏକେଲା ପାକିସ୍ତାନକୁ 98 ରନ୍ କରିକି ମାତ୍ର 75 ବଲ୍ ରେ ବିଶ୍ୱକପ 2003 ରେ

20/08/2026

କେମିତି ଆଶିଷ ନେହେରା ସାଜିଥିଲେ ଇଂଲଣ୍ଡର କାଳ,ଏକା ସର୍ବାଧିକ 6ଟା ୱିକେଟ ନେଇଥିଲେ ଗୋଟିଏ ବିଶ୍ୱକପ ମ୍ୟାଚରେ 2003ରେ

🏏🇮🇳🔥

Address

Bhubaneswar

Website

Alerts

Be the first to know and let us send you an email when 𝗖𝗥𝗜𝗖𝗞𝗘𝗧 𝗕𝗜𝗦𝗘𝗦𝗛 𝗢𝗗𝗜𝗔 posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share