Ansodia

Ansodia it is a news portal.which provide 24*7 news updates in everyday

13/05/2026

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ୨୦୨୬ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ପାରିକ୍ଷର୍ଥୀ ମାନେ ଅଫିସିଆଲୱେବ ସାଇଟ ମାଧ୍ୟମରେ ସେମାନଙ୍କ ମେଧା ତାଲିକା ଓ ମାର୍କ ପାଇ ପାରିବେ। cbseresult...nic. in ଜରିଆରେ ପାଇ ପାରିବେ।

ନିବନ୍ଧକଙ୍କ ଦବଙ୍ଗ ଶାସନ. ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲୋକଙ୍କ ସରକାର ଚାଲୁଚି ବୋଲି କହୁଥିବା ବେଳେ ନୟାଗଡ଼ ଜିଲ୍ଲା ରଣପୁର ନିବନ୍ଧକ ଙ୍କ କାର୍ଯ୍...
05/05/2026

ନିବନ୍ଧକଙ୍କ ଦବଙ୍ଗ ଶାସନ. ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲୋକଙ୍କ ସରକାର ଚାଲୁଚି ବୋଲି କହୁଥିବା ବେଳେ ନୟାଗଡ଼ ଜିଲ୍ଲା ରଣପୁର ନିବନ୍ଧକ ଙ୍କ କାର୍ଯ୍ୟାଳୟ ରେ ସବରେଜିଷ୍ଟ୍ରର କରୁଛନ୍ତି ଦବଙ୍ଗ ଶାସନ। ରଣପୁର ଵାର ଆସୋସିଏସନ ର ବରିଷ୍ଠ ଓକିଲ ମାନଙ୍କୁ ଦୁର୍ବ୍ୟବହାର କରୁଥିବାରୁ ଵାର ଆସୋସିଏସନ ପକ୍ଷରୁ କ୍ଷବୋ ପ୍ରକାଶ ପାଇଛି, ଚଳିତ ମାସ ୪ ତାରିଖ ରେ ଅମ୍ଳ ଜାନ ଲଗାଇ ଜନୈକ ବ୍ୟକ୍ତି ସବ୍ରେଗିଜିଷ୍ଟ୍ରର କାଯ୍ୟଳୟ କୁ କାମ ପାଇଁ ଆସିଥିବା ଦୃଶ୍ୟ ପ୍ରକୃତ ରେ ହୃଦୟବିଦାରକ ଥିଲା ବାରମ୍ବାର ଦାଶ ସବରେଜିଷ୍ଟ୍ରର ଙ୍କ ନାମରେ ଅଭିଯୋଗ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଠା ସାଜିବା ପରିତାପର ବିଷୟ। ଏହି ଦବଙ୍ଗ ଅଫିସର ନ ବିରୋଧ ରେ ଜନ ଅସନ୍ତୋଷ ଦାନା ବନ୍ଧୁଥିବା ଜଣା ପଡିଛି।

ରଣପୁର ବାର ଆସୋସିଏସନ ତରଫରୁ ଓକିଲ ଓ ସ୍ୱାଭିମାନ ଦିବସ ପାଳିତ. ଆଜି ହେଉଛି ଏପ୍ରିଲ ୨୮, ଉତ୍କଳ ଗୌରବ ମଧୁସୁଦନ ଦାଶ ଙ୍କ ଜନ୍ମ ତିଥି। ଆଜିର ଦି...
28/04/2026

ରଣପୁର ବାର ଆସୋସିଏସନ ତରଫରୁ ଓକିଲ ଓ ସ୍ୱାଭିମାନ ଦିବସ ପାଳିତ. ଆଜି ହେଉଛି ଏପ୍ରିଲ ୨୮, ଉତ୍କଳ ଗୌରବ ମଧୁସୁଦନ ଦାଶ ଙ୍କ ଜନ୍ମ ତିଥି। ଆଜିର ଦିନ ଟିକୁ ସାରା ରାଜ୍ୟରେ ଓକିଲ ଦିବସ ଭାବେ ପାଳନ କରାଯାଉଛି. ସେହିପରି ରଣପୁର ସାହିତ୍ୟ ଘର ତରଫରୁ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଇଛି. ଏହି ଉତ୍ସବ ରେ ରଣପୁର ଵାର ଆସୋସିଏସନ ସଭାପତି ସୁବାଷ ଜେନା, ସମ୍ପାଦକ ଉମେଶ ସାହୁ, ଶତ୍ରୁଘନ ବରାଡ଼ , ସମ୍ବାଦ ପ୍ରତିନିଧି ବିଶ୍ଵରଞ୍ଜନ ଆଚାର୍ଯ୍ୟ ବିଦେଶିନୀ ପତି , ପ୍ରମୁଖ ଏହି ଉତ୍ସବ ରେ ଉପସ୍ଥିତ ଥିଲେ।

ଜଳ ଛତ୍ର ଲୋକାର୍ପିତ. ପବିତ୍ର ଉତ୍କଳ ଦିବସ ଅବସରରେ ଭୁବନେଶ୍ୱର ରସୁଲଗଡ ସ୍ଥିତ ମଳୟ ବିହାର ମହିଳା କ୍ଲବ ତରଫରୁ ଏକ ଜଳ ଛତ୍ର କୁ ଲୋକାର୍ପିତ କର...
03/04/2026

ଜଳ ଛତ୍ର ଲୋକାର୍ପିତ. ପବିତ୍ର ଉତ୍କଳ ଦିବସ ଅବସରରେ ଭୁବନେଶ୍ୱର ରସୁଲଗଡ ସ୍ଥିତ ମଳୟ ବିହାର ମହିଳା କ୍ଲବ ତରଫରୁ ଏକ ଜଳ ଛତ୍ର କୁ ଲୋକାର୍ପିତ କରିଛନ୍ତି ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ. ମହିଳା କ୍ଲବ ର ସମ୍ପାଦିକା ସମାଜ ସେବୀ ସନ୍ଧ୍ୟା ରାଣୀ ମହାନ୍ତି ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି ଛତ୍ର ମେ ମାସ ଶେଷ ପର୍ଯ୍ୟନ୍ତ ଖୋଲା ରହିବ, କ୍ଳବ ର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟା ଜ୍ୟୋସ୍ନା ରାଣୀ ରାଉତ, ଜଳ ଛତ୍ରପରିଚାଳନା କରୁଥିବା ଜଣା ପଡିଛି, ସୂଚନା ଯୋଗ୍ୟ ଏପରି ଜଳ ଛତ୍ର ଦୀର୍ଘ ବର୍ଷ ହେବ ଏଠାରେ ଆୟୋଜିତ ହେବା ଯୋଗୁ ସ୍ଥାନୀୟ ପଥ ଚାରି ମାନେ ଉପକୃତ ହେଉଛନ୍ତି।

ପରମ୍ପରା ଏବେ ବି ଜୀବିତ. ଓଡ଼ିଆ ଜାତିର ପରମ୍ପରା ଆଧୁନିକ ସମାଜରେ କ୍ରମଶଃ ଲୁଚି ଯାଉଥିବା ବେଳେ, ରାଜଧନୀ ଭୁବନେଶ୍ୱର ର ରୁଚିକା ଅଞ୍ଚଳରେ ଚୈତ୍...
24/03/2026

ପରମ୍ପରା ଏବେ ବି ଜୀବିତ. ଓଡ଼ିଆ ଜାତିର ପରମ୍ପରା ଆଧୁନିକ ସମାଜରେ କ୍ରମଶଃ ଲୁଚି ଯାଉଥିବା ବେଳେ, ରାଜଧନୀ ଭୁବନେଶ୍ୱର ର ରୁଚିକା ଅଞ୍ଚଳରେ ଚୈତ୍ର ମଙ୍ଗଳବାର ର ମଙ୍ଗଳା ମା ଙ୍କ ପୂଜା ଏବେବି ଜୀବିତ ଅଛି, ପ୍ରଜ୍ଞା ବିହାର ବିଡିଏ ଢ଼ୁ ପ୍ଲେକ୍ସ କଲୋନୀ ର ମହିଳା ମାନେ ଏହି ଦିନ ଟିକୁ ଭକ୍ତିପୂତ ଭାବେ ପୂଜା କରୁଥିବାର ଦେଖା ଦେଇଛି, ଶୁଦ୍ଧପୁତ ମନରେ ସକାଳୁ ନୂତନ ବସ୍ତ୍ର ପରିଧାନ କରି ମା ମଙ୍ଗଳା ଙ୍କ ପୂଜାର୍ଚନା କରୁଥିବା ଜଣା ପଡିଛି, ସତାଧିକ ମହିଳା ଏହି ପୂଜାରେ ଯୋଗ ଦେଉଛନ୍ତି, ଗ୍ରାମ୍ୟ ପରିବେଶ ସହରା ଞ୍ଚଳରେ ଦେଖା ଯାଉନଥିବା ଵେକେ,, ପ୍ରଜ୍ଞା ବିହାର ଅଞ୍ଚଳ ର ମହିଳା ମାନଙ୍କ ଏପରି ପରିକଳ୍ପନା କୁ ଏଠାକାର ବାସିନ୍ଦା ସାଧୁବାଦ ଜଣାଇଛନ୍ତି।

ଆଜି ହେଉଛି ପଖାଳ ଦିବସ, ଓଡିଶା ଭଳିଏକ କୃଷି ଉପରେ ନିର୍ଭର କରୁଥିବା ରାଜ୍ୟ ଜନସାଧାରଣ ଙ୍କ ପଖାଳ ହେଉଛି ସବୁଠାରୁ ପ୍ରିୟ ଖାଦ୍ୟ, ଓଡ଼ିଆ ଚାଷୀ ...
20/03/2026

ଆଜି ହେଉଛି ପଖାଳ ଦିବସ, ଓଡିଶା ଭଳିଏକ କୃଷି ଉପରେ ନିର୍ଭର କରୁଥିବା ରାଜ୍ୟ ଜନସାଧାରଣ ଙ୍କ ପଖାଳ ହେଉଛି ସବୁଠାରୁ ପ୍ରିୟ ଖାଦ୍ୟ, ଓଡ଼ିଆ ଚାଷୀ ଭାଇ ମାନେ ବିଲ ରୁ ଚାଷ କାମ ସାରି ଘରକୁ ଖାଇବାକୁ ଆସିବାବେଳେ ପଖାଳ କଂସା ନ ଥିଲେ ଚାଷୀ ଭାଇ ର ପେଟ ପୁରେ ନାହିଁ। ଆଜି କାଲି ପଖାଳ କଂସା ବିତ୍ତ ଶାଳୀ ମାନଙ୍କ ର ଫେସନ ର ଖାଦ୍ୟ ହୋଇଥିବା ବେଳେ, ଭୁବନେଶ୍ୱର ଆଇ ଆର ସି ଭିଲେଜ ରେ ଥିବା ପ୍ଲାନେଟହସ୍ପିଟାଲ ଟି ଅଫିସ ଠାରେ ପଖାଳ ଦିବସ ପାଳନ ହୋଇଯାଇଛି, ଅଫିସ ର ସମସ୍ତ କର୍ମକର୍ତା ଓ ଅଫସ ର ମୁଖ୍ୟ ସତ୍ୟଜିତ ମହାନ୍ତି ପଖାଳ ଦିବସ ର ଭରପୁର ମଜା ଉଠାଇଥିଲେ.

ରାଜ୍ୟ ସଭା ନିର୍ବାଚନ ସରିବା ପରେ ଦଳୀୟ ନିର୍ଦେଶ ନ ମାନି ବିଜେପି ପ୍ରାର୍ଥୀ ଙ୍କୁ ଭୋଟ ଦେଇ ଥିବାରୁ କଂଗ୍ରେସ ଦଳରୁ ତିନି ବିଧାୟକ ଙ୍କୁ  ରୁ ନ...
17/03/2026

ରାଜ୍ୟ ସଭା ନିର୍ବାଚନ ସରିବା ପରେ ଦଳୀୟ ନିର୍ଦେଶ ନ ମାନି ବିଜେପି ପ୍ରାର୍ଥୀ ଙ୍କୁ ଭୋଟ ଦେଇ ଥିବାରୁ କଂଗ୍ରେସ ଦଳରୁ ତିନି ବିଧାୟକ ଙ୍କୁ ରୁ ନିଲମ୍ବନ କରିଛି, ସେମାନେ ହେଲେ ସାନ ଖେମୁଣ୍ଡି ବିଧାୟକ ରମେଶ ଜେନା, କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ, ଓ ଦାସରଥୀ ଗମାଙ୍ଗ., ଏଥି ସହ ତାଙ୍କ ସଭ୍ୟ ପଦ ରଦ କରିବାକୁ ଦଳ ତରଫରୁ ବିଧାନସଭା ବାଚସ୍ପତି କଂଗ୍ରେସ ଦଳ ତରଫରୁ ଅନୁରୋଧ କରା ଯାଇଛି.

ଆଶା ଠାରୁ ଅଧିକ ଭୋଟ ପାଇ, ରାଜ୍ୟ ସଭା ଆସନ ଜିତିଲେ ଦିଲ୍ଲୀପ।
16/03/2026

ଆଶା ଠାରୁ ଅଧିକ ଭୋଟ ପାଇ, ରାଜ୍ୟ ସଭା ଆସନ ଜିତିଲେ ଦିଲ୍ଲୀପ।

ଆଜି ଥିଲା ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ର ଚତୁର୍ଥ ଦିନ. ଏଲପିଜି ଗ୍ୟାସ ପ୍ରସଙ୍ଗ ରେ ବିରୋଧୀ ଦଳ ଗୃହ ର ମଧଭାଗ କୁ ଆସି ହୋହାଲ୍ଲା କରିବା...
12/03/2026

ଆଜି ଥିଲା ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ର ଚତୁର୍ଥ ଦିନ. ଏଲପିଜି ଗ୍ୟାସ ପ୍ରସଙ୍ଗ ରେ ବିରୋଧୀ ଦଳ ଗୃହ ର ମଧଭାଗ କୁ ଆସି ହୋହାଲ୍ଲା କରିବାରୁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଙ୍କ ପକ୍ଷରେ ଗୃହ ଚଳାଇବା ସମ୍ଭବ ପର ନ ହେବାରୁ ଦିନ ୧୧, ୩୦ ଯାଏ ଗୃହ କାର୍ଯ୍ୟ କୁମୁଲ ତବି ଘୋଷଣା କରିଛନ୍ତି ବାଚସ୍ପତି।

ଉଡ଼ିଗଲା ବଣି, ନିରବୀ ଗଲେ ଗୀତା. ଅଦିନମେଘ ରୁ ନିଜର ସଂଗୀତ ଜୀବନ ଆରମ୍ବ କରିଥିବା ଗୀତା ପଟ୍ଟନାୟକ ଙ୍କ ୭୧ ବର୍ଷ ବୟସରେ କଟକ ର ଏକ ଘରୋଇ ଡାକ୍ତ...
15/02/2026

ଉଡ଼ିଗଲା ବଣି, ନିରବୀ ଗଲେ ଗୀତା. ଅଦିନମେଘ ରୁ ନିଜର ସଂଗୀତ ଜୀବନ ଆରମ୍ବ କରିଥିବା ଗୀତା ପଟ୍ଟନାୟକ ଙ୍କ ୭୧ ବର୍ଷ ବୟସରେ କଟକ ର ଏକ ଘରୋଇ ଡାକ୍ତର ଖାନା ରେ ଶେଷ ନିଶ୍ୱାସ ତ୍ୟାଗ କରି ଛନ୍ତି ସୁଲଳିତ କଣ୍ଠ ଶିଳ୍ପୀ ଗୀତା ପଟ୍ଟନାୟକ. ଅସୁସ୍ତତା କାରଣରୁ ଚିକତ୍ସାଧୀନ ଅବସ୍ତରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣା ପଡିଛି. ଏମିତି ପୁଅ କୁ ମୁଁ ବାହା ହୁଅନ୍ତି ଗୀତ ଠାରୁ ଆରମ୍ବ କରି ଫୁର କିନା ଉଡ଼ିଗଲା ବଣି ଗୀତ ଗାଈ ସୁନାମ ଅର୍ଜନ କରିଥିବା ଗୀତ ଙ୍କ ର ଶେଷରେ ଜୀବନ ବଣି ଉଡିଯାଇଛି.. ସ୍ବର୍ଗତ ଗୀତାଙ୍କ ବିୟୋଗ ରେ ଓଡିଶା ର ସିନେମା ଜଗତ ରେ ଶୋକ ର ଛାୟା ଖେଳି ଯାଇଛି.

Address

N6/18, Nayapalli, Near Hotel Crown, BBSR
Bhubaneswar
751015

Alerts

Be the first to know and let us send you an email when Ansodia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Ansodia:

Share