Interviews Samiksha News

Interviews  Samiksha News || ସମୀକ୍ଷା _ କେବଳ ସମୀକ୍ଷାମୂଳକ ଖବର ପରିବେଷଣ କରେ... ଯାହା ଆପଣ ଚାହାଁନ୍ତି ||

17/10/2025

#ଦୀପାବଳି_କେବେ ?
ଜ୍ୟୋତିର୍ବିଦ ପଣ୍ଡିତ ଦିବାକର ମିଶ୍ର କହିଲେ କେବେ ପାଳନ ହେବ ଦୀପାବଳି....

16/10/2025

୧୮ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ !! ଚଳିତ ଥର ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି!! ସଫାରୀ ଗାଡିରେ ବୁଲିବେ ପର୍ଯ୍ୟଟକ!!

16/10/2025

ଗତ ୧୬ ମାସରେ ଡବଲ୍ ଇଞ୍ଜିନ୍ ସରକାର ଫେଲ୍ ମାରିଛି, ରାଜ୍ୟରେ ବିକାଶ ପରିବର୍ତ୍ତେ ବିନାଶ ଦେଖିବାକୁ ମିଳୁଛି: ଲେଲିନ ମହାନ୍ତି

16/10/2025

ବିଜୁ ଜନତା ଦଳର ୪ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ରାୟଗଡ଼ା ପି ଏ ଆଇ ଟି ଡି ଏ କହିଛନ୍ତି

16/10/2025

ରାଜ୍ୟରେ ନିଯୁକ୍ତି ଦୁର୍ନୀତି ଏବଂ ଚାକିରୀ ବିକ୍ରି ଏକ ଦୈନିକ ବ୍ୟବସାୟ ପାଲଟିଲାଣି...

16/10/2025

#ନବୀନଙ୍କୁ_ମୋହନଙ୍କ_ଜନ୍ମଦିନ_ଶୁଭେଚ୍ଛା
ଜନ୍ମଦିନରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫୋନ୍ କରି ହେଲେ କଥାବାର୍ତ୍ତା ।

15/10/2025

କେନ୍ଦୁଝର ଜିଲ୍ଲା ପାଟଣା ରେ ହାତୀ ରାସ୍ତା ପାର ହେଉଥିବାର ଦୃଶ୍ୟ

15/10/2025

#ଘରେ_ନିଆଁ_ଲଗାଇ_ଜ୍ୱାଇଁ_ଫେରାର
ଶଶୁର ଘରେ ଘର ଭିତରେ ପରିବାର ଲୋକଙ୍କୁ ଶିକୁଳି ପକାଇ ଘରେ ନିଆଁ ଲଗାଇ ଜ୍ବାଇଁ ଫେରାର

15/10/2025

କଂଗ୍ରେସ ମିଶିବାକୁ ଆସି ହଟହଟା ହେବା ପରେ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କୁ ଭେଟିବେ ବୋଲି କହିଛନ୍ତି ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ।

15/10/2025

ବଂଶଧାରା ନଦୀ ଗୁଣପୁର -ଖ ବାଲି ଖାଦାନ ଉପରେ ଉପଜିଲ୍ଲାପାଳଙ୍କ ଚଢାଉ। ୩୦ ରୁ ଉର୍ଦ୍ଧ୍ ଟ୍ରାକ୍ଟର କୁ ଅଟକ ରଖିଛି ଖଣିଅଧିକାରି ଓ ପୋଲିସ୍

14/10/2025

💠କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ମା' ଗଜଲଷ୍ମୀ ପୂଜା ଶାନ୍ତିଶୃଙ୍ଖଳା ସହ ଶେଷହେବା ପରେ ଆରମ୍ଭ ହୋଇଛି ମାଆଙ୍କ ମେଳନ ପର୍ବ। ବିଭିନ୍ନ ପୂଜାମଣ୍ଡପ ଓ ସାହି ବସ୍ତିର ମେଢଗୁଡିକ ନିଜ ଆସ୍ଥାନ ଛାଡି ବିଭିନ୍ନ ସ୍ଥାନରେ ପାରମ୍ପରିକ ଭୋଗ ଖାଇବା ପରେ ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ମେଳଣ ପଡିଆ ଅଭିମୁଖେ ଯାଇଛନ୍ତି

14/10/2025

କେନ୍ଦୁଝର ଜିଲ୍ଲା ରାଜନଗର ରେ ଥିବା ନନ୍ଦିନୀ ଗୋ ଶାଳା ଅବ୍ୟବସ୍ତା ଭିତରେ ଚାଲିବା କୁ ନେଇ ବଜରଙ୍ଗ ଦଳର ଅଭିଯୋଗ || ବାଉଁଶ ଟେଣ୍ଟ ଭିତରେ ଗୋଶାଳା || ଶୂନ୍ୟ ଚାଦର ତଳେ ଗୋରୁ ଗାଈ || ନିଆ ଯାଉନି ଗୋମାତା ଙ୍କ ଆବଶ୍ୟକୀୟ ଯତ୍ନ || ଗୋରୁ ଗାଈ ଖାଦ୍ୟା ଭାବ ଜନିତ ରୋଗ ରେ ପୀଡିତ || ଏପରି ଅବ୍ୟବସ୍ଥା ଗୋ ଶାଳା କୁ ଜବତ ଗୋରୁ ଗାଈ ଙ୍କୁ ନ ଦେବା ପାଇଁ ଥାନାରେ ଅଭିଯୋଗ

Address

Bhubaneswar
751009

Alerts

Be the first to know and let us send you an email when Interviews Samiksha News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Interviews Samiksha News:

Share