Kala odisha

Kala odisha Contact information, map and directions, contact form, opening hours, services, ratings, photos, videos and announcements from Kala odisha, Media/News Company, Bhubaneswar.

all entertainment package art music act etc
adtaviesment
all odisha news coverage
this channel kala odisha

saroj biswal
new chhanel
no copyright
availability

27/08/2026

Odia movie ଚକ୍ରବୀର ଅଡିଓ ରିଲିଜ ହେଇଯାଇଛି ଶିକାର ପରେ ଆସୁଅଛି ଏଇ ଚଳଚିତ୍ର ଆସନ୍ତା ଗଣେଶ ପୂଜା ଉପଲକ୍ଷେ ସାରା ଓଡିଶା ରେ ମୁକ୍ତିଲାଭ କରିବ

26/08/2026

Hitech ମେଡିକାଲ ର ଗୁମର ଖୋଲିଦେଲେ ହିରୋ ରାଜଦୀପ ସେଥିପାଇଁ ତାଙ୍କୁ security ଆଉ bouncer ଙ୍କ ଦ୍ୱାରା ନିର୍ଯାତନା ସହ ମାଡ଼ ମରାଯାଇଛି #ᴠᴀɪʀᴀʟᴠɪᴅᴇᴏ

25/08/2026

ତୁଳସୀ ଧାରାବାହିକ ର ହିରୋ ରାଜଦୀପ ଙ୍କୁ ମାଡ଼ hitech ମେଡିକାଲ ରେ ହେଇଛି /hitech ର security bouncer ଆଉ mangement ର କର୍ମଚାରୀ ଗୋଟେ ରୁମ ରେ ବନ୍ଦ କରି ତାଙ୍କ ମୋବାଇଲ ଛଡେଇ ମାଡ଼ ମାରିଛନ୍ତି /ଏ ବାବଦ ରେ ମଞ୍ଚେଶ୍ୱର ଥାନା ରେ କେଶ ହେଇଛି /ଅର୍ଚିତା ଙ୍କ ସହ o my love ର ହିରୋ ଥିଲେ ରାଜଦୀପ

24/08/2026

ରାଜମିସ୍ତ୍ରୀ ଟିଟୁ ମୃତ୍ୟୁ ଘଣ୍ଟନା କୁ ଏଇ ଭଳି ଭାବେ ଚାପିଦେଲେ ଇଲେକ୍ଟ୍ରି schok ଖାଇକି ମୃତ୍ୟୁ ପୋଷ୍ଟମୋଟମ ରେ ଗରିବ ଲୋକଙ୍କ କଥା ସେଥିପାଇଁ ପୋଲିସ ଚୁପ

23/08/2026

ମୋ ସ୍ତ୍ରୀ ଛାଡି କି ପଳେଇଛି ଆଉ କୋଉ ଟୋକା ସହ ତା ମାମୁଁ ପୁଅ ସେ ଟୋକା ହେବ କଟକ ରେ ରହୁଛନ୍ତି ଗୋଟେ ହୋଟେଲ ରେ

21/08/2026

ଲଙ୍କାଗଡ଼ odia movie audio relies /ଏହା ହେଉଛି ମାୟାବାଦୀ କାହାଣୀ ଦୁତୀୟ ଥର ଦେଖିବେ ଓଡିଶା ଦର୍ଶକ ଭିନ୍ନ story

20/08/2026

ରଙ୍ଗମହଲ ର ଶେଷ ଦିନ ରାଜବୀର ଙ୍କୁ ବିଦାୟ ଦେଇଥିଲେ ସାଥି କଳାକାର /ଆମେ ସିନା ଗୋଟେ ପାର୍ଟି ରୁ ଯାଉଛୁ ହେଲେ ସବୁଦିନ ରହିବୁ ସାଥିରେ

19/08/2026

ପୋଲିସ ଅନଲାଇନ ଅଟୋ ସଙ୍ଘ ମୁହାଁମୁହିଁ ଭୁବନେଶ୍ୱର ପାଲଟିଲା ରଣକ୍ଷେତ୍ର

Address

Bhubaneswar
751007

Telephone

+919777903577

Website

Alerts

Be the first to know and let us send you an email when Kala odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share