
14/08/2023
ହର ହର ମହାଦେବ 🙏
ମୋର ସମସ୍ତ ଗୁରୁଜନ ବୃନ୍ଦ ଏବଂ ପ୍ରିୟ ଭାଇ ମାନଙ୍କୁ ନିବେଦନ ଆଜିର ସକଳ୍ପ ଦିବସ ରେ ଆମେ ଏକତ୍ରିତ ହବା ଶ୍ରୀରାମ ମନ୍ଦିର ରେ, ଅଖଣ୍ଡ ଭାରତ ହବାକୁ ହେଲେ ପ୍ରତେକ ଭାରତୀୟ ମାନଙ୍କ ଅବଦାନ ମହତ୍ୱପୂର୍ଣ, ସେଥିରେ ଆମ ବଜରଙ୍ଗୀ ଯୋଦ୍ଧା ମାନଙ୍କ କର୍ତ୍ତବ୍ୟ ଅତି ମହତ୍ୱପୂର୍ଣ 🙏🙏🙏🙏🙏
ସ୍ଥାନ -ଶ୍ରୀରାମ ମନ୍ଦିର (unit3, ଖାରବେଳ ନଗର )
ସମୟ -5:30pm (10 mint ପୃବରୁ ଆସିବାକୁ ଅନୁରୋଧ )