Press Club , Harichandanpur

Press Club , Harichandanpur Contact information, map and directions, contact form, opening hours, services, ratings, photos, videos and announcements from Press Club , Harichandanpur, Media/News Company, Bhubaneswar.

05/06/2023
ଏକତା ଏ ଅଞ୍ଚଳର ବିକାଶରେ ସହାୟକ ହେଉ-Satyaprakash Nayak ହରିଚନ୍ଦନପୁର ପ୍ରେସ କ୍ଲବର ଦ୍ୱିତୀୟ ବାର୍ଷିକ ଉତ୍ସବ.ଆପଣ ମାନଙ୍କ ଆଶ୍ରିବାଦ ଯୋଗ...
05/06/2023

ଏକତା ଏ ଅଞ୍ଚଳର ବିକାଶରେ ସହାୟକ ହେଉ-Satyaprakash Nayak

ହରିଚନ୍ଦନପୁର ପ୍ରେସ କ୍ଲବର ଦ୍ୱିତୀୟ ବାର୍ଷିକ ଉତ୍ସବ.
ଆପଣ ମାନଙ୍କ ଆଶ୍ରିବାଦ ଯୋଗୁଁ ଦ୍ୱିତୀୟ ଥର ପାଇଁ ପୁଣି ଥରେ ଇତିହାସର ନୂତନ ପୃଷ୍ଠାରେ ଯୋଡ଼ି ହେଲା ଆଉ ଏକ ନୂଆଁ ଫର୍ଦ୍ଦ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସତ୍ୟପାଠ ନ୍ୟୁଜର ପ୍ରତିଷ୍ଠାତା ସମ୍ପାଦକ ସତ୍ୟପ୍ରକାଶ ନାୟକ, ମୁଖ୍ୟ ବକ୍ତା କେନ୍ଦୁଝର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସତ୍ୟନାରାୟଣ ମିଶ୍ର,ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଜିଲ୍ଲାର ବିରଷ୍ଠ ସାମ୍ବାଦିକ ସନ୍ତୋଷ ମହାପାତ୍ର, ସମାଜ ସେବୀ ନରୋତ୍ତମ ଜେନା,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ମିଶ୍ର,ରାଜ୍ୟ ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ସମେତ ହରିଚନ୍ଦନପୁର ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତିତ୍ଵ, ବୁଦ୍ଧିଜିବୀ,ସାମାଜିକ କର୍ମୀ,ସାହିତ୍ୟିକ,ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଗହଣରେ ଆଜି ଖୁବ୍ ଧୁମ୍ ଧାମରେ ପାଳନ ହୋଇଛି ବାର୍ଷିକ ଉତ୍ସବ.

23/11/2022
13/09/2022

ଅରିନ୍ଦମ ଦାସଙ୍କୁ ହରିଚନ୍ଦନପୁର ପ୍ରେସ କ୍ଲବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି 😭🙏।

26/07/2022

#ମାନେପଡୁଛି_କାରଗିଲ
ଦେଶ ପାଳୁଛି କାରଗିଲ ବିଜୟ ଦିବସ । ଜୁଲାଇ ୨୬ ତାରିଖ,ଭାରତୀୟ ଇତିହାସ ରେ ଏକ ସ୍ମରଣୀୟ ଦିନ । ବିଜୟ କରଗିଲ ଦିବସ ।
#ଓଡିଶା
#କେନ୍ଦୁଝର
#ହରିଚନ୍ଦନପୁର
#ହରିଚନ୍ଦନପୁର_ପ୍ରେସକ୍ଲବ

ବାର୍ଷିକ ଉତ୍ସବ ନିମନ୍ତେ ନିମନ୍ତ୍ରଣ କାର୍ଡ ଘଟଗାଁ ଏସ.ଡି.ପି.ଓ ଅସିତ ରଞ୍ଜନ ମହାନ୍ତି ଙ୍କୁ ପ୍ରଦାନ କରାଗଲା ।
31/05/2022

ବାର୍ଷିକ ଉତ୍ସବ ନିମନ୍ତେ ନିମନ୍ତ୍ରଣ କାର୍ଡ ଘଟଗାଁ ଏସ.ଡି.ପି.ଓ ଅସିତ ରଞ୍ଜନ ମହାନ୍ତି ଙ୍କୁ ପ୍ରଦାନ କରାଗଲା ।

ପ୍ରଥମ ନିମନ୍ତ୍ରଣ କାର୍ଡ ହରିଚନ୍ଦନପୁର ସରପଞ୍ଚ ଙ୍କୁ ପ୍ରଦାନ କରାଗଲା କରାଗଲା...
31/05/2022

ପ୍ରଥମ ନିମନ୍ତ୍ରଣ କାର୍ଡ ହରିଚନ୍ଦନପୁର ସରପଞ୍ଚ ଙ୍କୁ ପ୍ରଦାନ କରାଗଲା କରାଗଲା...

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପ୍ରେସ କ୍ଲବର ଆସନ୍ତା ଜୁନ ମାସ ୧୨ ତାରିଖ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।
21/05/2022

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପ୍ରେସ କ୍ଲବର ଆସନ୍ତା ଜୁନ ମାସ ୧୨ ତାରିଖ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।

ଆଲୋକ ର ପର୍ବ ଶୁଭ ଦୀପାବଳି ଓ କାଳୀପୂଜା ଉପଲକ୍ଷେ  ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା l 🙏
04/11/2021

ଆଲୋକ ର ପର୍ବ ଶୁଭ ଦୀପାବଳି ଓ କାଳୀପୂଜା ଉପଲକ୍ଷେ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା l 🙏

Address

Bhubaneswar

Website

Alerts

Be the first to know and let us send you an email when Press Club , Harichandanpur posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share