09/12/2022
ଶାତ୍ସୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର ମହାକୁମ୍ଭ ‘କୋଣାର୍କ ଉତ୍ସବ ୨୦୨୨’
ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ବବିଦିତ କରିବା ଲକ୍ଷ୍ୟରେ ୧୯୮୯ ମସିହାରୁ ନିରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇ ଆସୁଥିବା କୋଣାର୍କ ଉତ୍ସବ ବେଶ ପ୍ରଶଂସିତ ହୋଇପାରିଛି । ତେବେ ଆସନ୍ତୁ ଦେଖିବା କଣ ଥିଲା ଏଥରର ମୁଖ୍ୟ ଆକର୍ଷଣ...
ପୁରା ଭିଡିଓ ଦେଖନ୍ତୁ https://youtu.be/4yuI2DUi8mA
Behold these maestros as they match their feet to the beats of Classical music. The Konark Dance Festival is a grandstand for the world to experience Indian ...