
27/06/2025
ତିତିଲି ପରିବାର ସମସ୍ତ ଙ୍କୁ ରଥ ଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଜଗନ୍ନାଥଙ୍କ କୃପାରୁ
ତିଟିଲି. ଇନ୍ ପେଜ୍ ଆଜି ପାଞ୍ଚ ବର୍ଷ ରେ ପହଞ୍ଚିପାରିଛି। ରଥ ଯାତ୍ରା ରୁ ଆରମ୍ଭ ହୋଇ ଅଜି ପର୍ଯ୍ୟନ୍ତ ଆମେ ଲକ୍ଷ ବୃଦ୍ଧି, ପାଠକ ସଂଖ୍ୟା , ୱେବସାଇଟ ର ଗୁଣବତ୍ତା ବୃଦ୍ଧି ନିମନ୍ତେ କାର୍ଯ୍ୟ କରିଆସିଛୁ। ଆପଣ ମାନଙ୍କ ସହଯୋଗ ଆମର ନିତ୍ୟାନ୍ତ ଆବଶ୍ୟକ।