17/03/2026
“ଆଜି କିଟ୍ ୟୁନିଭର୍ସିଟି ପାଇଁ ଏକ ଗର୍ବର ଦିନ। ନୀତା ଅମ୍ବାନୀଙ୍କ ଆଗମନ ଛାତ୍ରଛାତ୍ରୀମାନଙ୍କୁ ନୂତନ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଲା। ତାଙ୍କର ଜୀବନ ଯାତ୍ରା ଓ ସଫଳତାର କାହାଣୀ ସମସ୍ତଙ୍କ ପାଇଁ ଏକ ଦୃଢ଼ ପ୍ରେରଣା। 🌟
ଆମେ ମଧ୍ୟ ବଡ଼ ସ୍ୱପ୍ନ ଦେଖିବା ଓ ସେହି ସ୍ୱପ୍ନକୁ ସତ୍ୟ କରିବା ପାଇଁ ଆଗେଇଯିବା। 💪”