Utkal 24 News

Utkal 24 News News and media website in odia language

15/10/2025

07/10/2025

ଯାତ୍ରାରେ କମାଲ କରୁଛି ରୋବଟ୍ ଡ଼ଗ୍ || Jatra || Odisha || Robat Dog

22/09/2025

#ଥମୁନି_ଯାତ୍ରା_ବିବାଦ
କଟକ ଜିଲ୍ଲା ନିଆଳି ଅଞ୍ଚଳର ଜଣେ ଯାତ୍ରା କଳାକାରଙ୍କୁ ର୍ଦୁବ୍ୟବହାର ପରେ ତେଜିଲା ଯାତ୍ରା ବିବାଦ । ଚଳିତ ମାସ ୧୪ ତାରିଖରେ ଦେବ୍ ଙ୍କୁ ର୍ଦୁବ୍ୟବହାର କରାଜାଇଥିଲା । ଯାତ୍ରାକୁ ବେଉସା କରି ଚଳୁ ଥିବା ଦେବ୍ ଏ ନେଇ ପାର୍ଟି ସଂଘର ସଭାପତି ଓ କଳାକାର ସଂଘ ସଭାପତିଙ୍କୁ ଜଣାଇଥିବା ଜଣାପଡିଛି ।

11/09/2025

ନିମାପଡ଼ାର ମହିଳା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅର୍ଦ୍ଧ ନଗ୍ନ ଅବସ୍ଥାରେ ରାସ୍ତାରେ ବୁଲାଇବା ଘଟଣା ; ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଗିରଫ

08/09/2025

#ଚାଷୀଙ୍କୁ_ଆକ୍ରମଣ
ନିଆଳୀ ବ୍ଲକ ରତନପୁର ପଞ୍ଚାୟତ ଛୋଟ ବନମାଳୀପୁର ରେ ଚାଷୀଙ୍କୁ ଲୁହା ଛଡ଼ରେ ଆକ୍ରମଣ ।

07/09/2025

ଅଭିଜିତଙ୍କ ସୁସ୍ଥ କାମନା କରିବା ସହ ଓଡ଼ିଶା ବାସୀଙ୍କୁ ଦୀପ ଜଳିବାକୁ ନିବେଦନ କଲେ ଆଇଟମ୍ ଗାର୍ଲ୍ ଉର୍ବଶୀ ।

01/09/2025

କଟକ ଜିଲ୍ଲା ନିଆଳି ବ୍ଲକ୍ କୃଷି ବିଭାଗରେ ନୂତନ ଆତ୍ମା ଅଧ୍ୟକ୍ଷ । ଦୂର ହେବ ଚାଷୀଙ୍କ ଦୁଃଖ ।

30/08/2025

ନିଆଳି କୁ NAC ମାନ୍ୟତା ମିଳିବା ଦାବିରେ ୮ଘଣ୍ଟିଆ ବନ୍ଦ ପାଳନ କଲା ବିଜେଡ଼ି ।

26/08/2025

କଟକ ସହରରେ ଥିବା ବିଭିନ୍ନ ସମସ୍ୟା ଏବଂ ସମାଧାନକୁ ନେଇ ନୂଆ କମିଶନରଙ୍କ ସହ ସମୀକ୍ଷା ବୈଠକ କଲେ କଟକ-ବାରବାଟି ବିଧାୟିକା

26/08/2025

ବିଜେଡିକୁ ବୁଡ଼ାଇଦେଲେ ପାଣ୍ଡିଆନ ।

Address

Bhubaneswar
751019

Alerts

Be the first to know and let us send you an email when Utkal 24 News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Utkal 24 News:

Share