ପ୍ରଜାଫୋରୋମ

Our range of services offered span a wide range of documentary video, editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector aims to provide the latest news , climate change information, agriculture base

d news, current political economic situation india , odisha and all over the world, with special focus on state of Odisha, to help you get the News You Need.

30/07/2025

ପାଣ୍ଡିଆନଙ୍କୁ ଡରୁଛନ୍ତି ମୋହନ

23/07/2025

ଆମ୍ବୁଲାନ୍ସ କୁ ଟାଣିଲା ଟ୍ରାକଟର

20/06/2025

ନବ ଦାସଙ୍କ ଘରେ IT ରେଡ୍

13/06/2025

ପାନେ ପାଇଲେ କାର ଚାଳକ

19/03/2025

ସାଂଗଠନିକ ସମ୍ପାଦକ ହେବେ ପାଣ୍ଡିଆନ୍ !

09/03/2025

ଜୟନାରାୟଣ ଦେଲେ ବିବାଦୀୟ ବୟାନ

08/01/2025

ବଜେଟ ଅଧିବେଶନ ପୂର୍ବରୁ ଭାଙ୍ଗିଯିବା ମୋଦି ସରକାର !

19/12/2024

ବବି ଓ ପାଣ୍ଡିଆନଙ୍କ ଭିତରେ ଫାଟ

17/12/2024

ଛାତି ବାଡେଇ ଲୁଟୁଛନ୍ତି ଖଣି ମାଫିଆ

14/12/2024

କେବେ ଗିରଫ ହେବେ ଟୁନା ବିଶ୍ୱାଳ? //When will Tuna Biswal be arrested?

22/11/2024

ଥରେ ନୁହେଁ, ତିନି ତିନି ଥର ପାଣ୍ଠିଅନଙ୍କୁ ସୁରକ୍ଷା ଦେବାକୁ ନିଜେ ବାହାରି ପଡ଼ିଲେଣି ବିଜେଡି ସଭାପତି ନବୀନ ପଟ୍ଟନାୟକ । କେବଳ ସୂରକ୍ଷା ଦେଉନାହାନ୍ତି, ମନଖୋଲା ପ୍ରଶଂସାରେ ପାଣ୍ଡିଆନଙ୍କୁ ପୋତି ପକାଉଛନ୍ତି। ନବୀନଙ୍କର ୨୭ ବର୍ଷର ରାଜନୈତିକ କ୍ୟାରିୟରରେ ଏହା ଏକ ବିରଳ ବ୍ୟତିକ୍ରମ । ନିଜ ନେତାଙ୍କ ନାଁରେ ସାମାନ୍ୟ ଦୋଷତ୍ରୁଟି ବାହାରିଲେ ତାଙ୍କୁ ବଙ୍ଗୋପସାଗରକୁ ଫିଙ୍ଗିଦେଉଥିବା ନବୀନଙ୍କର ଏବେର ଏହା ଚରିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିିଛି । କୌଣସି ନେତାଙ୍କ ନାମରେ ସାମାନ୍ୟ ଅଭିଯୋଗ ଆସିଲେ , ନବୀନ ତାଙ୍କୁ ଆଦୌ ବରଦାସ୍ତ କରୁନଥିଲେ । କେତେବେଳେ ମନ୍ତ୍ରୀମଣ୍ଡଳରୁ ହଟାଇ ଦେଉଥିଲେ ଆଉ କେତେବେଳେ ଦଳରୁ ବହିସ୍କାର କରିବା ଲାଗି ଆଦୌ ସମୟ ନେଉନଥଲେ । ସମାଲୋକ କହନ୍ତି ଯେ ନବୀନଙ୍କ ଚଉକି ଉପରେ ଆଞ୍ଚ ଆସିଲେ ସେ କାହାରି ହୁଅନ୍ତି ନାହିଁ ।

14/11/2024

ସରକାର କରିବା ପାଇଁ ବିଜେଡି ଖୋଜୁଛି ଗଳାବାଟ

Address

Bhubaneswar

Alerts

Be the first to know and let us send you an email when ପ୍ରଜାଫୋରୋମ posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ପ୍ରଜାଫୋରୋମ:

Share