Praja Forum

Our range of services offered span a wide range of documentary video, editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector aims to provide the latest news , climate change information, agriculture base

d news, current political economic situation india , odisha and all over the world, with special focus on state of Odisha, to help you get the News You Need.

11/06/2026

ମୋହନଙ୍କୁ ବିଜୁଳି ଝଟକା

10/06/2026

BABU, BIBI, GULAM EP-1 // ଚିଟ୍‌ଫଣ୍ଡ ଚୋରଙ୍କୁ ସିକ୍ରେଟ୍ ଜେଲ! ଧର୍ମେନ୍ଦ୍ରଙ୍କୁ ବିଜେଡିର ଡର? Pandian ଓ Mohanଙ୍କ ଚର୍ଚ୍ଚା

08/06/2026
ବାବୁଙ୍କ ପାଦରେ ମାଟି ଲାଗିବ
07/06/2026

ବାବୁଙ୍କ ପାଦରେ ମାଟି ଲାଗିବ

ଲାଞ୍ଚ ପାଇଁ--ଜଣଙ୍କୁ ମୃତ୍ୟୁ ଦଣ୍ଡ ଜଣଙ୍କୁ ପଦୋନ୍ନତି ଏଇ ଦୁଇଟି ଫଟୋକୁ ଭଲ କରି ଦେଖନ୍ତୁ। ଏହା କେବଳ ଫଟୋ ନୁହଁ ଏହା ଆଜିର ଦିନରେ ଶାସନ ବ୍ୟବ...
07/06/2026

ଲାଞ୍ଚ ପାଇଁ--
ଜଣଙ୍କୁ ମୃତ୍ୟୁ ଦଣ୍ଡ
ଜଣଙ୍କୁ ପଦୋନ୍ନତି
ଏଇ ଦୁଇଟି ଫଟୋକୁ ଭଲ କରି ଦେଖନ୍ତୁ। ଏହା କେବଳ ଫଟୋ ନୁହଁ ଏହା ଆଜିର ଦିନରେ ଶାସନ ବ୍ୟବସ୍ଥା ଆଉ ଦୁର୍ନୀତିର ଦୁଇଟି ଜ୍ୱଳନ୍ତ ଉଦାହରଣ। ଜଣେ ହେଇଛନ୍ତି ଚୀନର ପ୍ରତିରକ୍ଷା ଅଧିକାରୀ ଆଉ ଜଣେ ଓଡ଼ିଶାର ପ୍ରଶାସନିକ ଅଧିକାରୀ। ଉଭୟ ଲାଞ୍ଚ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କିନ୍ତୁ ଜଣଙ୍କୁ ଲାଞ୍ଚ ପାଇଁ ମୃତ୍ୟୁ ଦଣ୍ଡାଦେଶ ମିଳିଥିବା ବେଳେ ଆଉ ଜଣଙ୍କୁ ସରକାରୀ ଦାୟିତ୍ଵ ।
ତାନ୍ ରୁଇସଙ୍ଗ ଚୀନ ସେନା ପାଇଁ ଯୁଦ୍ଧବିମାନ ଓ ପ୍ରତିରକ୍ଷା ଉପକରଣ ତିଆରି କରୁଥିବା କମ୍ପାନୀର ମୁଖ୍ୟ ଥିଲେ ।
ତାନ୍ ରୁଇସଙ୍ଗ ଅଧିକାରୀଙ୍କ ବିରୋଧରେ ପ୍ରାୟ ୧୦୦ ମିଲିୟନ ଡଲାର ବା ୧୦୦ କୋଟିରୁ ଅଧିକ ଟଙ୍କାର ଲାଞ୍ଚ, ଅର୍ଥ ହେରଫେର୍ ଗୁରୁତର ଅଭିଯୋଗ ପ୍ରମାଣିତ ହେବାପରେ। ଚୀନର କୋର୍ଟ ତାଙ୍କୁ ' ମୃତ୍ୟୁଦଣ୍ଡ' ଶୁଣାଇଛନ୍ତି । ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ 'ଜିରୋ ଟଲରେନ୍ସ' ନୀତି ଅଧୀନରେ ଚୀନ ସେନା ଓ ପ୍ରତିରକ୍ଷା ବିଭାଗର ଅନେକ ବଡ଼ ବଡ଼ ଜେନେରାଲ ଓ ମନ୍ତ୍ରୀ ବର୍ତ୍ତମାନ ଜେଲରେ। ଚୀନର ଏହି କଡ଼ା ଆଇନ ସାରା ବିଶ୍ୱକୁ ସ୍ପଷ୍ଟ ସନ୍ଦେଶ ଦେଉଛି ଯେ— ପଦବୀ ଯେତେ ବଡ଼ ହେଉନା କାହିଁକି, ଦେଶର ସୁରକ୍ଷା ଓ ସରକାରୀ ପାଣ୍ଠି ସହ ହେରଫେର୍ କଲେ ମୃତ୍ୟୁଦଣ୍ଡ ନିଶ୍ଚିତ! କିନ୍ତୁ କିଛି ଦିନ ତଳେ ଓଡ଼ିଶାର ଧୀମନ ଚକମା ୨୦୨୫ରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ୱାରା ସେ ଗିରଫ ହୋଇଥିଲେ। ଏକ ଷ୍ଟୋନ୍ କ୍ରସର୍ (ପଥର ଖାଦାନ) ବ୍ୟବସାୟୀଙ୍କୁ ଧମକ ଦେଇ ସେ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଧର୍ମଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରେଡ୍-ହ୍ୟାଣ୍ଡେଡ୍ (ରଙ୍ଗେହାତ) ଗିରଫ କରିଥିଲା। ଏହା ସହିତ ତାଙ୍କ ଘରୁ ଆଉ ୪୭ ଲକ୍ଷ ଟଙ୍କାର ଅଘୋଷିତ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଥିଲା। ଏହି ଲାଞ୍ଚ କାରବାର ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୦ ଜୁନ୍ ୨୦୨୫ରେ ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ନିକଟରେ (ମେ/ଜୁନ୍ ୨୦୨୬ରେ) ଓଡ଼ିଶା ସରକାର ତାଙ୍କର ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ତାଙ୍କୁ ପୁଣି ଚାକିରିକୁ ଫେରାଇ ଆଣିଛନ୍ତି। ତାଙ୍କୁ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଡେପୁଟି ସେକ୍ରେଟେରୀ (ଉପ-ସଚିବ) ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ଏହି ଦୁଇ ଘଟଣା ଆଜି ବେଶ୍ ଚର୍ଚ୍ଚାରେ । ଓଡ଼ିଶାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚି ଥିବା ବେଳେ ସାଧାରଣ ଜନତା ଏବଂ ସମଗ୍ର ବ୍ୟବସ୍ଥା ପାଇଁ ଏହା ଲଜ୍ଜାଜନକ ହୋଇଛି।

09/05/2026

ବିଜେପିର ଆମଦାନୀ ମୁଖ୍ୟମନ୍ତ୍ରୀ // BJP’s ‘Imported CM’ Gambit

05/05/2026

03/05/2026

ସରେଣ୍ଡର କଲେ ନବୀନ-ନୀତିଶ, ଲଢ଼ିଲେ ମମତା

29/04/2026

Richest MLAs in India
Top 10 Crorepati MLAs
Wealthiest Politicians of India
Indian Billionaire Politicians
Assets of Indian MLAs
Net worth of Indian Politicians

Address

Bhubaneswar

Alerts

Be the first to know and let us send you an email when Praja Forum posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Praja Forum:

Share