Odia Hungama

Odia Hungama today News updates

ଲ୍ୟାଣ୍ଡ ଫଲ ଓଡ଼ିଶାରେ ହେବନି କିନ୍ତୁ Ganjama ପାଇଁ ଆସିପାରେ ବଡ ବିପଦ,ଏହି ଜିଲ୍ଲାରେ ପ୍ରବଳ ବରଷିବ…ମିଡିଆ ରୁ ପ୍ରକାଶ କି ଓଡ଼ିଶା ଉପକୂଳ ଦ...
21/10/2022

ଲ୍ୟାଣ୍ଡ ଫଲ ଓଡ଼ିଶାରେ ହେବନି କିନ୍ତୁ Ganjama ପାଇଁ ଆସିପାରେ ବଡ ବିପଦ,ଏହି ଜିଲ୍ଲାରେ ପ୍ରବଳ ବରଷିବ…

ମିଡିଆ ରୁ ପ୍ରକାଶ କି ଓଡ଼ିଶା ଉପକୂଳ ଦେଇ ଯିବ ବାତ୍ୟା,ଏନେଇ ଆକଳନ କରିଛି ପାଣିପାଗ ବିଭାଗ,ପୂର୍ବାନୁମାନ ଅନୁଯାୟୀ ପଶ୍ଚିମବଙ୍ଗ ଆଉ ବାଂଲାଦେଶରେ ଲ୍ୟାଣ୍ଡ ଫଲ କରିବ ବାତ୍ୟା।କିନ୍ତୁ ଏହା ସ୍ପଷ୍ଟ ହେଇଛି ଯେ ଓଡ଼ିଶା ଉପକୂଳ ଦେଇ ଯିବ ବାତ୍ୟା,ହେଲେ ବାତ୍ୟା ବାଂଲାଦେଶରେ ଲ୍ୟାଣ୍ଡ ଫଲ କରିବ।ସାର ଆପଣଙ୍କୁ ସ୍ଵାଗତ କରୁଛୁ,ସାର ଆମେ କଣ ଅନ୍ଦାଜା ଲଗେଇ ପାରିବା ବାତ୍ୟାକୁ ନେଇକି?

ମହେଶ ପଲୱାଟ (ବରିଷ୍ଠ ପାଣିପାଗ ବିଜ୍ଞାନୀ):ଦେଖନ୍ତୁ ଏବେ ୟେ ଲୋ ପ୍ରେସରରେ ଅଛି ଆଉ ଜଲ୍ଦୀ ୟେ ଡିପ୍ରେସନରେ ପରିଣତ ହେଇଯିବ ଆଉ ଧୀରେ ଧୀରେ ୨୩ କିମ୍ବା ୨୪ ରାତି ବେଳକୁ ସାଇକ୍ଲୋନରେ ପରିଣତ ହେଇଯିବ। ଏବେ ଯାହା ଆପଣ ଦେଖୁଛନ୍ତି ଏହା ଜଣା ପଡୁଛି ଯେ ୟେ ଓଡ଼ିଶାର

ପାର୍ଶ୍ଵବର୍ତ୍ତୀ ଉପକୂଳ ଅଞ୍ଚଳ ଦେଇ ଗତି କରିବ।ଏଇ ଜଉ କେନ୍ଦ୍ରାପଡା ଜଗତସଂହପୁର ଅଛି ସେଇ ପଟେ ୫୦ କିମି ଯାଏ ଯାଇ ପାରେ।ଆଉ ଆମର ଜଉ ରେଡ଼ିଓ ଆକ୍ଟୀଭ ଅଛି ସେ ଗଜପତି, ଗଞ୍ଜାମ, ରାୟଗଡ଼ା, ଏଇ ସବୁ ଜିଲ୍ଲାରେ ପ୍ରଭାବିତ ହେବ, ପୁରୀ କେନ୍ଦ୍ରାପଡ଼ା, ଭଦ୍ରକ ଏଇ ଜାଗାରେ ମଧ୍ୟମ ଧରଣର

ବର୍ଷା ହେଇପାରେ,ଆଉ ଆପଣଙ୍କର ଜଉ ପବନର ବେଗ ବା ସ୍ପିଡ ରହିଛି ତାହା ଆମର ୨୩ ତାରିଖ ଠାରୁ ବଢ଼ି ପାରେ।ଆଉ ଉତ୍ତରରେ ଜଉ ଆମର କୋଷ୍ଟାଲ ଏରିଆ ରହିଛି ସେଠାରେ ପ୍ରାୟ ୪୦ ରୁ ୫୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି।ଆଉ ଆମର ଜଉ ରହିଛି ସୋଉଥ ଏରିଆ

ସେପଟେ ୪୦ ରୁ ୪୫ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି।ତ ଆମେ ଏମିତି କହି ପାରିବା ଯେ ବହୁତ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ କିନ୍ତୁ ତା ପରେ ମଧ୍ୟ ଆମକୁ ସତର୍କ ହେଇକି ରହିବା ଦରକାର।ମିଡିଆ: ମହେଶ ଜି ଯଦି ଆମେ କହିବା ଓଡ଼ିଶାର କୋଷ୍ଟାଲ ଏରିଆରେ ଅଧିକରୁ ଅଧିକ ବର୍ଷା ହେବ

ଆଉ ଯଦି ଆମେ ପବନର ବେଗ କଥା କହିବା ତାହେଲେ ପବନର ବେଗ ଓଡ଼ିଶାରେ କେତେ ରହିବ?ମହେଶ:ଓଡ଼ିଶାର ଜଉ ନର୍ଥ ସାଇଡ ରହିଛି ସେପଟେ ଏରିଆରେ ୭୦ କିମି ପର୍ଯ୍ୟନ୍ତ ଯାଇ ପାରେ,୭୦ ରୁ ୭୫ କିମି ପର୍ଯ୍ୟନ୍ତ ମଧ୍ୟ ଯାଇପାରେ।ଯେଉଁମାନେ ପୁରା ୱେଷ୍ଟ ବେଙ୍ଗଲ ପାଖ ପାଖି ଅଛନ୍ତି ଯେମିତି କି ମୟୂରଭଞ୍ଜ ହଉ କି ବାଲେଶ୍ଵର ହେଉ ଏହି ସବୁ ଜାଗା ଗୁଡିକରେ।

Address

Bhubaneswar

Alerts

Be the first to know and let us send you an email when Odia Hungama posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odia Hungama:

Share