Sunstar TV

Sunstar TV “ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ SunstarTV pioneers the raga of revolution in Odisha. We promise to become the voice of voiceless marginalized.
(4)

ସନଷ୍ଟାର ଟିଭି ର ସଂକଳ୍ପ , ବଦଳିବ ଖବର ପରିବେଷଣ ର ପରିଭାଷା |
SunstarTV Odia is one of the Odisha's leading 24x7 infotainment channel covering the latest news. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric de

velopment. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.

16/10/2025

ନବୀନଙ୍କ ପାଇଁ ସର୍ବଦା ଖୋଲା ରହୁଥିଲା ବାଜପେୟୀଙ୍କ ଦରବାର । ନବୀନ ଆସିବା ପରେ ଓଡ଼ିଶା ରାଜନୀତିରେ ଆସିଥିଲା ବଡ଼ ପରିବର୍ତ୍ତନ ।

16/10/2025

ସିକୋ ପ୍ୟାକ୍ସରେ ମୃତ ବ୍ୟକ୍ତି ନାମରେ ୬୬ ହଜାର ଋଣ କରି ଅର୍ଥ ହଡପ ଅଭିଯୋଗ...

16/10/2025

ଚୌଦ୍ୱାର ପୌରପାଳିକାର ଦୁର୍ନୀତି ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ କଲେ ସମାଜସେବୀ ତଥା ପୂର୍ବତନ ପାରିଷଦ ବିଷ୍ଣୁ ପରିଡ଼ା ।

16/10/2025

ଜାତୀୟ ସୁରକ୍ଷା ଆଇନ ଆଧାରରେ ଜଣେ ଗିରଫ ।

16/10/2025

ନୂଆପଡ଼ାବାସୀଙ୍କ ଉନ୍ନତି ପାଇଁ ବିଜୁ ଜନତା ଦଳ କେବେ ପଛଘୁଞ୍ଚା ଦେବ ନାହିଁ ।

16/10/2025

ଗଞ୍ଜେଇ ଚାଲାଣ ବେଳେ ପାଡୁଆ ପୋଲିସର ଚଢାଉ । ୫ ଅଭିଯୁକ୍ତ ଗିରଫ, ୨ଟି ପିସ୍ତଲ ଜବତ ।

16/10/2025

ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ମଞ୍ଚ କୋରାପୁଟ ଜିଲ୍ଲା ତରଫରୁ ଏକ ବିକ୍ଷୋଭ ଶୋଭାଯାତ୍ରା ।

ଭୁବନେଶ୍ଵର ଏସଓଏସ୍ ଭିଲେଜରେ କୁନି କୁନି ପିଲାମାନଙ୍କ ଗହଣରେ ଜନ୍ମଦିନ ପାଳନ କରିବା ସହ କେକ୍ କାଟିଛନ୍ତି ବିଜେଡି ସୁପ୍ରିମୋ ।
16/10/2025

ଭୁବନେଶ୍ଵର ଏସଓଏସ୍ ଭିଲେଜରେ କୁନି କୁନି ପିଲାମାନଙ୍କ ଗହଣରେ ଜନ୍ମଦିନ ପାଳନ କରିବା ସହ କେକ୍ କାଟିଛନ୍ତି ବିଜେଡି ସୁପ୍ରିମୋ ।

16/10/2025

ମନ୍ଦିରରୁ ବିବାହ କାର୍ଯ୍ୟ ସାରି ଫେରିବା ବାଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ।

16/10/2025

ଚାନ୍ଦବାଲି ବ୍ଲକ୍ ଗୋପାଳପୁର କ୍ଲଷ୍ଟର୍ ଅଧିନସ୍ଥ ଓସ୍ତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ତପନ ସାହୁଙ୍କ ସଂଯୋଜନାରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

16/10/2025

ନବୀନଙ୍କୁ ମୋହନଙ୍କ ଜନ୍ମଦିନ ଶୁଭେଚ୍ଛା ।

16/10/2025

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମଦିବସ ।

Address

Bhubaneswar
751015

Alerts

Be the first to know and let us send you an email when Sunstar TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sunstar TV:

Share

Category