Kalinga24 News

Kalinga24 News Kalinga 24 News is one of the leading Digital Platform Of India

09/10/2025

କଟକ ସଦର ଵୈୟାଳିଶ ମୌଜାରେ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରାଙ୍କ ନେତୃତ୍ୱରେ ବିଜେଡ଼ି ର ଜନସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ।। Kalinga24 News

09/10/2025

ସରିଲା ଗଜ ଲକ୍ଷ୍ମୀ ପୂଜା ବିଦାୟ ନେଲେ ମାଆ ।। Kalinga24 News

09/10/2025

ଜମିବାଡ଼ି ବିବାଦ ନେଇ ଗଡ଼ିଲା ମୁଣ୍ଡ ଦାଦା ଙ୍କୁ ହତ୍ୟା କଲା ପୁତୁରା ।। Kalinga24 News

09/10/2025

ପମ୍ପ ଡ୍ରାଇଭର କୁ ମିଳୁନି ଦରମା ।। Kalinga24 News

09/10/2025

ଅଜଣା ଗାଡି ଧକ୍କା ରେ ବୁଲେଟ ଆରୋହୀ ମୃତ.. ଜଣେ ଗୁରୁତର ।। Kalinga24 News

09/10/2025

ତିହିଡି ବ୍ଲକ୍ ସିନ୍ଦୋଳଠାରେ ଲକ୍ଷ୍ମୀ ନାରାୟଣ ପୂଜା ଅନୁଷ୍ଠିତ ।। Kalinga24 News

09/10/2025

୧୪୩ ତମ ଗଣକବି ବୈଷ୍ଣବ ପାଣି ଜୟନ୍ତୀ ମହୋତ୍ସବ ପାଳିତ ।। Kalinga24 News

09/10/2025

ମାଣପୁର ପଂଚାୟତ ଅଇନିପୁର ଠାରେ ଉପ ସ୍ୱ।ସ୍ଥ୍ୟକେନ୍ଦ୍ର ଵିଲଡିଂ ଉଦଘାଟିତ କଲେ ବିଧାୟକ ।। Kalinga24 News

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡଙ୍ଗାଘାଟ ପଞ୍ଚାୟତ ଅନ୍ତର୍ଗତ କୁମୁନିବାହାଲି ଛକ ନିକଟସ୍ଥ ଅଶ୍ବିନୀ ବେହେରାଙ୍କ ବିଳରେ ଗଛ କଟୁଥିବା ସମୟରେ ରା...
09/10/2025

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡଙ୍ଗାଘାଟ ପଞ୍ଚାୟତ ଅନ୍ତର୍ଗତ କୁମୁନିବାହାଲି ଛକ ନିକଟସ୍ଥ ଅଶ୍ବିନୀ ବେହେରାଙ୍କ ବିଳରେ ଗଛ କଟୁଥିବା ସମୟରେ ରାସ୍ତାରେ ଯାଉଥିବା ପୋଲିସ କନେଷ୍ଟବଳ ଜ୍ୟୋତ୍ସ୍ନା ମିଶ୍ରଙ୍କ ଉପରେ ଗଛ ପଡିବାରୁ ଗୁରୁତର ।। Kalinga24 News

09/10/2025

ଝୁମର ନୃତ୍ୟରେ ଦୁଲିକି ଉଠୁଛି ମଣତା ଲକ୍ଷ୍ମୀ ମଣ୍ଡପ ।। Kalinga24 News

09/10/2025

ହାତିବନ୍ଧାରେ ସୁବର୍ଣ୍ଣ ଜୟନ୍ତୀ ଗଜଲକ୍ଷ୍ମୀ ପୂଜା ।। Kalinga24 News

09/10/2025

ଆଇନଜୀବୀ ମାନେ କାର୍ଯ୍ୟବନ୍ଦ କରି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖରଙ୍କ ସହ ଆଲୋଚନା କଲେ ।। Kalinga24 News

Address

Bhubaneswar

Website

Alerts

Be the first to know and let us send you an email when Kalinga24 News posts news and promotions. Your email address will not be used for any other purpose, and you can unsubscribe at any time.

Share