Live Satya marg

Live Satya marg "ସତ୍ୟର ପଥରେ, ଆପଣଙ୍କ ସାଥିରେ। ଓଡ଼ିଶାର ନୂଆ ପରିଚୟ - ଲାଇଭ୍ ସତ୍ୟ ମାର୍ଗ। ସଠିକ୍ ସୂଚନା, ସବୁଠୁ ଆଗରେ।"

01/04/2026

ବିଜୁ ବାବୁଙ୍କର ଦୁଇଟି ପୁଅ ଦିଲ୍ଲୀପ ରାଏ ତାଙ୍କ ପୁଅ ନୁହନ୍ତି || Live Satyamarg ||

31/03/2026

ଯେତେବେଳେ ସମସ୍ତ ବିରୋଧୀ ଏକ ହେଇଯିବେ ଗୋଟେ ସରକାର କୁ ଭାଙ୍ଗିବା ପାଇଁ ତେବେ ଜାଣିବ ସେ ସରକାର ହେଉଛି ସ୍ୱଚ୍ଛ ସରକାର 🇮🇳❤️ (ବିଜେଡି,କଂଗ୍ରେସ, ସିପିଆଏମ୍) ମିଶିକି ଲଢୁଛନ୍ତି ବିଜେପି ସରକାର କୁ ହରେଇବା ପାଇଁ ।।

28/03/2026

ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଲକ୍ଷ୍ମଣ||
ଦେଖନ୍ତୁ ଏହି ଭିଡିଓ ।।

25/03/2026

ଓଡ଼ିଶାର ଡେଭଲପମେଣ୍ଟ ପାଇଁ ଦିଲ୍ଲୀପ ରାଏ ଉପଯୁକ୍ତ ପ୍ରାର୍ଥୀ || Live Satyamarg||

25/03/2026

ରାଜଧାନୀ ରେ ଲାଗିଲା ବିଜୁ ନବୀନ trust କାହା ସ୍ଵାର୍ଥ ରେ? ବେନାମୀ ପୋଷ୍ଟର। ରାଜଧାନୀ ର ବିଭିନ୍ନ ଛକ ରେ ଲାଗିଲା ପୋଷ୍ଟର। ତେବେ କିଏ ପୋଷ୍ଟର ମାରିଛି ସେ କିଛି ସୂଚନା ନାହିଁ || Livesatyamarg||

24/03/2026

ପୋଲିସ ଉପସ୍ଥିତିରେ ମାଡପିଟ ଥାନା ଗୃହରେ ରକ୍ତର ଛିଟା ଭିଡିଓ ହେଉଛି ଭାଇରାଲ || Live Satyamarg ||

23/03/2026

ବିଧାନସଭାରୁ ବରଖାସ୍ତ ହେବେ ରମେଶ ଜେନା !

23/03/2026

ମୁଁ ନାଗରିକ ହିସାବରେ ଭୋଟ ଦେଇଛି
ଦଳ ମତେ ନିଲମ୍ବିତ କରିଦେଲା || Live Satyamarg||

22/03/2026

ପୋଖରୀ ସଫା କଲେ ସୁର ରାଉତରାଏ ||

21/03/2026

ପୁରୀ ବ୍ରହ୍ମଗିରିରୁ ଆସିଲା ନାବାଳକକୁ ଅତ୍ୟାଚାର ଦୃଶ୍ୟ || Live Satyamarg||

Address

Bhubaneswar
Bhubaneswar
751006

Website

Alerts

Be the first to know and let us send you an email when Live Satya marg posts news and promotions. Your email address will not be used for any other purpose, and you can unsubscribe at any time.

Share