Atal Pariwar Odisha

Atal Pariwar Odisha This's the official page of Atal Pariwar Odisha.BJP is a national party founded on the principles of integrity.

ଆଧ୍ୟାତ୍ମିକ ଗୁରୁ, ମହାନ ସନ୍ଥ, ଦାର୍ଶନିକ ତଥା ମା' କାଳୀଙ୍କ ଅନନ୍ୟ ସାଧକ ସ୍ୱାମୀ ରାମକୃଷ୍ଣ ପରମହଂସଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍...
16/08/2025

ଆଧ୍ୟାତ୍ମିକ ଗୁରୁ, ମହାନ ସନ୍ଥ, ଦାର୍ଶନିକ ତଥା ମା' କାଳୀଙ୍କ ଅନନ୍ୟ ସାଧକ ସ୍ୱାମୀ ରାମକୃଷ୍ଣ ପରମହଂସଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ପ୍ରଚଣ୍ଡ ରାଷ୍ଟ୍ରନିତିଜ୍ଞ, ଓଜସ୍ୱୀ ବକ୍ତା, ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ପୁନ୍ୟତିଥିରେ ...
16/08/2025

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ପ୍ରଚଣ୍ଡ ରାଷ୍ଟ୍ରନିତିଜ୍ଞ, ଓଜସ୍ୱୀ ବକ୍ତା, ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ପୁନ୍ୟତିଥିରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । 🙏💐
Atal Pariwar Odisha

15/08/2025

Narendra Modi

ଆମ ଜାତୀୟ ପତାକା 'ତ୍ରିରଙ୍ଗା'ର ରୂପକାର, ସ୍ବାଧିନତା ସଂଗ୍ରାମୀ ତଥା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ'ପିଙ୍ଗାଲି ଭେଙ୍କେୟା'ଙ୍କ ଜୟନ୍ତି ଅବସରରେ ତ...
02/08/2025

ଆମ ଜାତୀୟ ପତାକା 'ତ୍ରିରଙ୍ଗା'ର ରୂପକାର, ସ୍ବାଧିନତା ସଂଗ୍ରାମୀ ତଥା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ'ପିଙ୍ଗାଲି ଭେଙ୍କେୟା'ଙ୍କ ଜୟନ୍ତି ଅବସରରେ ତାଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଓ ବିନମ୍ର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି।
🇮🇳🙏

୨୦୨୩ ମସିହା ପାଇଁ ଓଡ଼ିଆ ଚଳଚ୍ଚିତ୍ର 'ପୁଷ୍କରା' ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିବା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ। ଏହି ଚଳଚ୍ଚିତ୍ର ...
01/08/2025

୨୦୨୩ ମସିହା ପାଇଁ ଓଡ଼ିଆ ଚଳଚ୍ଚିତ୍ର 'ପୁଷ୍କରା' ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିବା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ। ଏହି ଚଳଚ୍ଚିତ୍ର ସହିତ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆଗାମୀ ଦିନରେ ଓଡ଼ିଆ ସିନେମାର ଭବିଷ୍ୟତ ଆହୁରି ଉଜ୍ଜ୍ଵଳ ହେଉ।

Dharmendra Pradhan
01/08/2025

Dharmendra Pradhan

30/07/2025

Mohan Charan Majhi
CMO Odisha

29/07/2025

Amit Shah

29/07/2025

ରାହୁଲ ଗାନ୍ଧୀ କାନ ଖୋଲା କରି ଶୁଣନ୍ତୁ
Narendra Modi


" ଭାରତ ସ୍ପଷ୍ଟ କରିଛି ଯେ ଆମେ ନିଜ ସର୍ତ୍ତରେ ଆତଙ୍କବାଦର ଜବାବ ଦେବୁ , ଆଣବିକ ବ୍ଲାକମେଲକୁ ବରଦାସ୍ତ କରିବୁ ନାହିଁ ଏବଂ ଆତଙ୍କବାଦର ପ୍ରାୟୋଜ...
29/07/2025

" ଭାରତ ସ୍ପଷ୍ଟ କରିଛି ଯେ ଆମେ ନିଜ ସର୍ତ୍ତରେ ଆତଙ୍କବାଦର ଜବାବ ଦେବୁ , ଆଣବିକ ବ୍ଲାକମେଲକୁ ବରଦାସ୍ତ କରିବୁ ନାହିଁ ଏବଂ ଆତଙ୍କବାଦର ପ୍ରାୟୋଜକ ତଥା ମାଷ୍ଟରମାଇଣ୍ଡମାନଙ୍କ ସହ ସମାନ ବ୍ୟବହାର କରିବୁ ।" : ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi

Address

Bhubaneswar

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm
Sunday 9am - 5pm

Alerts

Be the first to know and let us send you an email when Atal Pariwar Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Atal Pariwar Odisha:

Share