30/07/2026
ମହାନଦୀରେ ବଢ଼ୁଛି ବନ୍ୟା ବିପଦ! ଲଗାଣ ବର୍ଷା ପରେ ମହାନଦୀର ଜଳସ୍ତର ଲଗାତାର ବଢ଼ୁଛି। ତଟବର୍ତ୍ତୀ ଅଞ୍ଚଳରେ ସତର୍କତା ଜାରି ହୋଇଛି। କେଉଁ ଜିଲ୍ଲା ଅଧିକ ପ୍ରଭାବିତ? କେଉଁଠି ବନ୍ୟା ଆଶଙ୍କା ବଢ଼ିଛି? ପ୍ରଶାସନର ପ୍ରସ୍ତୁତି କେମିତି? ସବୁଠାରୁ ତାଜା LIVE Flood Update ଦେଖନ୍ତୁ Prameya Digital ରେ।
👉 LIVE ଦେଖନ୍ତୁ ଓ ଆପଣଙ୍କ ଅଞ୍ଚଳର ସ୍ଥିତି କମେଣ୍ଟରେ ଜଣାନ୍ତୁ।
👍 Like | 💬 Comment | 🔄 Share | 🔔 Follow Prameya Digital for the latest Odisha news.