HO Tribal News

HO Tribal News Lead by Anil Kumar Baipai
Voice of the Ho community"
Supported by HO Tribe Disum , AIHLAC

HO Tribal News is the only Web NEWS Channel initiated to dedicate for the adivasi HO Tribal people

MSME Regi-
UDYAM-OD-22-0064226
"Official Page of Ho Tribal News.

ନୂତନ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। 💐ଓଡ଼ିଶାର ଶିକ୍ଷା କ୍ଷେତ୍ରକୁ ଆହୁରି ସମୃଦ୍ଧ, ଆଧୁନିକ ...
26/07/2026

ନୂତନ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। 💐

ଓଡ଼ିଶାର ଶିକ୍ଷା କ୍ଷେତ୍ରକୁ ଆହୁରି ସମୃଦ୍ଧ, ଆଧୁନିକ ଓ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗପୂର୍ଣ୍ଣ କରିବା ଦିଗରେ ଆପଣଙ୍କ ନେତୃତ୍ୱ ନୂଆ ଦିଗ ଦେଖାଉ ବୋଲି ଆଶା କରୁଛୁ। ଆପଣଙ୍କ ସଫଳ କାର୍ଯ୍ୟକାଳ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଆହୁରି ଉଚ୍ଚ ଶିଖରକୁ ନେଇଯାଉ। ଆପଣଙ୍କ ସୁସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ସଫଳ କାର୍ଯ୍ୟକାଳ ପାଇଁ ଅନେକ ଅନେକ ଶୁଭେଚ୍ଛା। 🙏📚

pi

25/07/2026
25/07/2026

Bhout Purna Video hai Aaj Gallary par mil gaya tha upload kiya hai isliye kisiko bhi mere ko mat ignore kare... . Seemor

सोनम वांगचुक ने 26 दिनों के बाद खत्म की भूख हड़ताल, नड्डा और जितेंद्र सिंह से मुलाकात के बाद लिया...See more
24/07/2026

सोनम वांगचुक ने 26 दिनों के बाद खत्म की भूख हड़ताल, नड्डा और जितेंद्र सिंह से मुलाकात के बाद लिया...See more

24/07/2026

ାତିରେ_ମୋଦୀ_କହିଲେ...
ପେପର ଲିକ୍‌କୁ ନେଇ ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ । କହିଲେ, ଏହା ଛୋଟ କଥା ନୁହେଁ । ପିଲା ଓ ଅଭିଭାବକ ପାଇଁ ବହୁତ କଷ୍ଟଦାୟକ । ଆମେ ଶକ୍ତ ପଦକ୍ଷେପ ନେଉଛୁ । ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଆକ୍ସନ ହେଉଛି

24/07/2026

NEET पेपर लीक और छात्रों पर हुए बर्बरतापूर्ण लाठीचार्ज के खिलाफ क्रांग्रेस का धरना-प्रदर्शन

ମୟୂରଭଞ୍ଜ ପାଇଁ ଗର୍ବର ମୁହୂର୍ତ୍ତ। ଡୁମୁରୀକୁଦର ଗାଁର ଆଦିବାସୀ ଛାତ୍ର ସାଗ୍ରାମ ମାରାଣ୍ଡି JEE Advancedରେ ସଫଳତା ହାସଲ କରି IIT ଧାନବାଦରେ...
23/07/2026

ମୟୂରଭଞ୍ଜ ପାଇଁ ଗର୍ବର ମୁହୂର୍ତ୍ତ। ଡୁମୁରୀକୁଦର ଗାଁର ଆଦିବାସୀ ଛାତ୍ର ସାଗ୍ରାମ ମାରାଣ୍ଡି JEE Advancedରେ ସଫଳତା ହାସଲ କରି IIT ଧାନବାଦରେ ସ୍ଥାନ ପାଇଛନ୍ତି।

ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା।

Address

Bhubaneswar

Alerts

Be the first to know and let us send you an email when HO Tribal News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share