Kendrapara VOICE

Kendrapara  VOICE updates breaking & flash happening instantly

05/09/2026

ମାର୍ଶାଘାଇ / ଗରଦପୁର :

କରିଲୋପାଟଣା #ହନ୍ତପଡା ଶ୍ରୀ ଶ୍ରୀ ଦାମୋଦର ଜୀଉ ମନ୍ଦିର ରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହ ରେ ପାଳିତ l

05/09/2026
28/08/2026

ପାଟକୁରା / ଡେରାବିଶ :

ଡେରାବିଶ ବିଡ଼ିଓ ଚେତା ହରାଇବା ଓ ମୁର୍ମୁଷ ଅବସ୍ଥା କୁ ଯିବାର କାରଣ କହିଲେ ସରପଞ୍ଚ

ପାଟକୁରା ର ବିଜେପି ନେତା ଉମାକାନ୍ତ ପଟ୍ଟନାୟକ ଅଗଷ୍ଟ ୧୪ ତାରିଖ ମଧ୍ୟାହ୍ନ ରେ ନିଜ ସମର୍ଥକ ଓ ଅନୁଗତ କୁ ନେଇ ଡେରାବିଶ ବ୍ଲକ ଚଢ଼ାଉ କରି ବିଡ଼ିଓ ଶ୍ରୀମତୀ ନମିତା ବାରିକ ଙ୍କ ଉପରେ ନିଜର ଦବ ଦବା ଜାହିର କରିବା ଉଦ୍ଧେଶ୍ୟ ରେ ବିଡିଓ ଙ୍କ ନୈତିକ, ଆଇନୀଗତ ପ୍ରତିବଦ୍ଧତା ଓ ଉତ୍ତରଦାଇତ୍ୱ କୁ ଲକ୍ଷ ଭ୍ରଷ୍ଟ କରିବା ପାଇଁ କୌଣସି ବାଟ ନ ପାଇ ଉମାକାନ୍ତ ପଟନାୟକ ଅଗ୍ରହଣୀୟ ଅପଶବ୍ଦ ବ୍ୟବହାର କରି ଥିଲେ ଓ ବିଡ଼ିଓ ଙ୍କୁ ଅସାମାଜିକ, ଅପରାଧିକ ଭାଷା ରେ ଧମକ ଚମକ ଦେଇଥିଲେ --- ଶ୍ରୀ ସୁଧୀର ଖଟୁଆ, ସରପଞ୍ଚ, ନରସିଂହପୁର ପଂଚାୟତ, ଡେରାବିଶ ବ୍ଲକ

ବିଷୟ:ତିଖରୀ ପଂଚାୟତର ସରପଂଚ କୁମାଳୀ ଚାମେଲା ଓଝାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ଅବେଦନକାରୀ ୱାର୍ଡ ସଭ୍ୟ/ ସତ୍ୟା ଙ୍କ ସ...
25/07/2026

ବିଷୟ:

ତିଖରୀ ପଂଚାୟତର ସରପଂଚ କୁମାଳୀ ଚାମେଲା ଓଝାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ଅବେଦନକାରୀ ୱାର୍ଡ ସଭ୍ୟ/ ସତ୍ୟା ଙ୍କ ସ୍ଵାକ୍ଷରର ସଠିକତା ଯାଞ୍ଚ ସମ୍ବନ୍ଧରେ ।

ମହାଶୟ,

ତିଖୀର ପଂଚାୟତର ସରପଂଚ କୁମାରୀ ଚାମେଲୀ ଓଝାଙ୍କ ବିରୁଦ୍ଧରେ ୨୧ ଜଣ ୱାର୍ଡ ସଭ୍ୟ । ଦ୍ବାରା ପ୍ରସ୍ତାବିତ ଏକ ଦରାଦୀ ପତ୍ର ନିମ୍ନ ସ୍ବାକ୍ଷରକାରୀଙ୍କ ନାରୀ ତା ୨୩.୦୭.୨୦୨୬ ରିଖରେ ପ୍ରାପ୍ତ ହୋଇଅଛି। ଏଣୁ ସଠିକତା ଯାଞ୍ଚ କରିବା ନିମନ୍ତେ ମନ୍ତେ ତା ୨୭.୦୭.୨୦୨୬ ରିଖ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ନିମନ୍ତେ ସମ୍ପୃକ୍ତ ୱାର୍ଡ ସଭ୍ୟ /ସଭ୍ୟା ମାନଙ୍କୁ ଅବଗତ କରାଇବାକୁ ନିର୍ଦେଶ ଦିଆଗଲା ଏବଂ ତିରୀ ପଂଚାୟତ ର ସମସ୍ତ ୱାର୍ଡ ସଭ୍ୟ/ ସଭ୍ୟା ନାମ ସହିତ ଯୋଗାଯୋଗ ଠିକଣା ଉଡ଼ ଦିବସରେ ଦାଖଲକରିବାକୁ ଅନୁରୋଧ କରାଗଲା । ଦରଖାସ୍ତକାରୀ ୱାର୍ଡ ସଭ୍ୟ/ ସଭ୍ୟା ମାନଙ୍କର ସ୍ୱାକ୍ଷରର ଅପରାହ୍ନ ୩:୩୦ ଘଟିକା ରେ ଉପ-ଜିଲ୍ଲାପାଳ, କେନ୍ଦ୍ରାପଡ଼ା ଙ୍କ ଓ ସରପଂଚ

କାର୍ଯ୍ୟ ଏଥି ସହିତ ଆପଣଙ୍କ ପଂଚାୟତ ସମିତିର ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ଓ ସମ୍ପୃକ୍ତ ପଂଚାୟତର । ନିର୍ବାହୀ ଅଧିକାରୀଙ୍କୁ ଉକ୍ତ ନିର୍ଧାରିତ କାର୍ଯ୍ୟରେ ଉପସ୍ଥିତ ରହିବାକୁ ନିର୍ଦେଶ ଦେବାକୁ ଜଣାଇଦିଆଗଲା

Address

Bhubaneswar

Website

Alerts

Be the first to know and let us send you an email when Kendrapara VOICE posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share