Focus Plus Ganjam

Focus Plus Ganjam NEWS

ହାତୀ ଉପଦ୍ରବରେ ଗ୍ରାମବାସୀ ଭୟଭୀତ...  ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କୋଲିବନିଆ କାଟେନି ଗ୍ରାମ ପାଖରେ ଥିବା ଜଙ୍ଗଲରେ ଏକ...
30/12/2023

ହାତୀ ଉପଦ୍ରବରେ ଗ୍ରାମବାସୀ ଭୟଭୀତ...
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କୋଲିବନିଆ କାଟେନି ଗ୍ରାମ ପାଖରେ ଥିବା ଜଙ୍ଗଲରେ ଏକ ଦନ୍ତାହାତୀ ଗ୍ରାମଭିମୁଖି ହେବାରୁ ଗ୍ରାମବାସି ମାନେ ଘରୁ ବାହାରକୁ ବାହାରି ପରୁନାନ୍ତି ....

ବାଲେଶ୍ଵର ରେ ନାବାଳିକା କୁ ଗଣଦୁଷ୍କର୍ମ,ଚାନ୍ଦିପୁର ଥାନା ଅଧୀନ ଗୋଲ୍ଡେନ ହୋଟେଲ ରେ ନାବାଳିକା ଗଣ ଦୁଷ୍କର୍ମ,ଗୋଲ୍ଡେନ ହୋଟେଲ ର ମ୍ୟାନେଜର ସମ...
22/09/2023

ବାଲେଶ୍ଵର ରେ ନାବାଳିକା କୁ ଗଣଦୁଷ୍କର୍ମ,ଚାନ୍ଦିପୁର ଥାନା ଅଧୀନ ଗୋଲ୍ଡେନ ହୋଟେଲ ରେ ନାବାଳିକା ଗଣ ଦୁଷ୍କର୍ମ,ଗୋଲ୍ଡେନ ହୋଟେଲ ର ମ୍ୟାନେଜର ସମେତ ୪ ଜଣ କୁ ଗିରଫ କରିଛି ଚାନ୍ଦିପୁର ପୁଲିସ୍,ଗଣଦୁଷ୍କର୍ମ ପରେ ନାବାଳିକା ଜଣକ ବିଷ ପିଇ ଗୁରୁତର,ଗୁରୁତର ନାବାଳିକା ବାଲେଶ୍ଵର ହସ୍ପିଟାଲ ରେ ଭର୍ତି, ମାଝିଷ୍ଟେଡ ଙ୍କ ଉପସ୍ଥିତି ରେ ହୋଟେଲ କୁ ସିଲ କଲା ଚାନ୍ଦିପୁର ଓ ସଦର ପୋଲିସ।

ଜୟ ଜଗନ୍ନାଥ
06/09/2023

ଜୟ ଜଗନ୍ନାଥ

Best photo of this year
04/09/2023

Best photo of this year

ଭକ୍ତି ରେ ଲେଖନ୍ତୁ ଜୟ ଜଗନ୍ନାଥ 🌹
03/09/2023

ଭକ୍ତି ରେ ଲେଖନ୍ତୁ ଜୟ ଜଗନ୍ନାଥ 🌹

ହୃଦୟ ରୁ ଲେଖନ୍ତୁ ଜୟ ଜଗନ୍ନାଥ 🙏
02/09/2023

ହୃଦୟ ରୁ ଲେଖନ୍ତୁ ଜୟ ଜଗନ୍ନାଥ 🙏

ଜୟ ଜଗନ୍ନାଥ 🙏
01/09/2023

ଜୟ ଜଗନ୍ନାଥ 🙏

ବର୍ତ୍ତମାନ ର ସବୁଠୁ ବଡ଼ ଖବରସୂଚନା-  ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଙ୍କ କ୍ୟାମ୍ପ ଗେଟ ସମ୍ମୁଖରେ ଟାଇମ ବମ ..ଘଟଣା ସ୍ଥଳରେ ପୋଲିସ
01/09/2023

ବର୍ତ୍ତମାନ ର ସବୁଠୁ ବଡ଼ ଖବର
ସୂଚନା- ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଙ୍କ କ୍ୟାମ୍ପ ଗେଟ ସମ୍ମୁଖରେ ଟାଇମ ବମ ..
ଘଟଣା ସ୍ଥଳରେ ପୋଲିସ

Address

Bhubaneswar
751012

Website

Alerts

Be the first to know and let us send you an email when Focus Plus Ganjam posts news and promotions. Your email address will not be used for any other purpose, and you can unsubscribe at any time.

Share

Category