LOTUS TV ODIA

LOTUS TV ODIA Contact information, map and directions, contact form, opening hours, services, ratings, photos, videos and announcements from LOTUS TV ODIA, News & Media Website, Bhubaneswar.

ଓଡ଼ିଶାର ଶ୍ରୀ ଜଗନ୍ନାଥ ସଂସ୍କୃତିରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଏକ ଅନନ୍ୟ ପର୍ବ। ଏହି ପବିତ୍ର ଦିନରେ ଓଡ଼ିଶାର ସମସ୍ତ ଓଡ଼ିଆ ବାସୀଙ୍କୁ ଆନ୍...
22/06/2024

ଓଡ଼ିଶାର ଶ୍ରୀ ଜଗନ୍ନାଥ ସଂସ୍କୃତିରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଏକ ଅନନ୍ୟ ପର୍ବ। ଏହି ପବିତ୍ର ଦିନରେ ଓଡ଼ିଶାର ସମସ୍ତ ଓଡ଼ିଆ ବାସୀଙ୍କୁ ଆନ୍ତରିକଭରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାଥନା କରୁଛି ସମସ୍ତେ ସୁସ୍ଥ ରୁହନ୍ତୁ ଆଉ ନିରୋଗ ରୁହନ୍ତୁ ।
Jai jagannath jai Sai ରାମ




23/09/2021

ବାଲିକୁଦା ବ୍ଲକ୍ ଚାରି ନମ୍ବର ଜୋନ୍ ଚାଷୀଙ୍କ ଦୁଃଖ ଦୂର ହେବ। ଆରମ୍ଭ ହେଲା ମୁଗୁରାନାଲ ପୁନହଉଦ୍ଧାର କାର୍ଯ୍ୟ।

05/07/2021

ଜଗତସିଂହପୁର ବାଲିକୁଦା ଟୀକାକେନ୍ଦ୍ର ଆଜିର ର ଦୃଶ୍ୟ...ଏ ଦୃଶ୍ୟ ଓଡିଶା ରେ ଗାଁ ଗୁଡିକ ରେ ଟୀକାକରଣ କିପରି ଚାଲିଛି ଓ ସରକାର ଙ୍କ ପାରିବାପଣିଆ କୁ ପଦା ରେ ପକାଇ ଦେଇଛି ନିଶ୍ଚୟ...!!!
ଖାଲି ଭୁବନେଶ୍ୱରବାସୀ ଙ୍କୁ ଜଗି ବସିଲେ ହେବନି... ପ୍ରଶାସନିକ ଅଧିକାରୀଙ୍କୁ ଅନୁରୋଧ ଗାଁ ମାନଙ୍କ ରେ ଟୀକାକେନ୍ଦ୍ର କେତେ ବ୍ୟବସ୍ଥିତ ଢଙ୍ଗ ରେ ଚାଲିଛି ଥରେ ଏ ଭିଡିଓ ଟିକୁ ଦେଖି ଅନୁଭବ କରନ୍ତୁ...🙏

12/06/2021

ରାଜନୀତିରେ ଆଇନ ଖତମ ସ୍କୁଲରେ ପାଠ ଖତମ କରୋନା କୁ ନେଇ କ'ଣ କହୁଛି ଏ କୁନିଝିଅ ଟି ଭିଡ଼ିଓ ଟିକୁ ଶେଷ ଯାଏଁ ଦେଖନ୍ତୁ । ଭଲ ଲାଗିଲେ କରନ୍ତୁ

07/06/2021

ଆମର ଭାରତରେ ମଦ ହୋମ ଡେ଼ଲିଭରି ହେବ.. ଆଉ ଗରିବ ଲୋକ ପରିବା ବିକିଲେ ପୋଲିସ ଏମିତି କରିବେ.

06/06/2021

କରୋନାକୁ ଅମାନ୍ୟକରି ବଜାର ବସେଇଥିବା ବେଳେ ପୋଲିସ୍ ଯାଇ ଲୋକକୁଂ ସଚେତନ କରୁଥୁବା ବଳେ ପୋଲିସ୍ ମାନକୁଂ ଆକ୍ରମଣ କରିଥିବା କିଛି ଦୁର୍ବୁତ୍ତ ଦେଖିବାକୁ ମିଳିଛି ହାଟଗମ୍ଭାରିୟା ଠାରେ !

30/05/2021

*ଏମିତି ବି ହସ୍ପିଟାଲ *
ଜୀବନ ଯୁଦ୍ଧରେ ରୋଗୀ ହୋଇଥିଲା ହତାଶ,.......
"ତାର ମନୋବଳ ବଢାଇବା ପାଇଁ ଷ୍ଟାଫ ମାନେ କଲେ ରୋଗୀ ସହିତ ନାମ ସଂକୀର୍ତନ,ରୋଗୀ ହୋଇଗଲା ସୁସ୍ଥ "🙏ଜୟ ଜଗନ୍ନାଥ 🙏

ଜଗତସିଂହପୁର ପୌରପରିଷଦ ଓ ବ୍ଲକ ସ୍ତରରେ ବାତ୍ୟା "ୟାସ"  ପାଇଁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ଲୋକମାନଙ୍କ ଖାଦ୍ୟ, ପିଇବା ପାଣି ଓ ଅନ...
26/05/2021

ଜଗତସିଂହପୁର ପୌରପରିଷଦ ଓ ବ୍ଲକ ସ୍ତରରେ ବାତ୍ୟା "ୟାସ" ପାଇଁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ଲୋକମାନଙ୍କ ଖାଦ୍ୟ, ପିଇବା ପାଣି ଓ ଅନ୍ୟାନ୍ୟ ବ୍ୟବସ୍ଥା ସୂଚାରୁ ରୂପେ ପରିଚାଳନା ନିମନ୍ତେ ପଦକ୍ଷେପ ନିଆଯାଇଛି.

25/05/2021

ୟାସ ର ଲ୍ୟାଣ୍ଡ ଫଲ ପୂର୍ବରୁ ମଧ୍ୟାହ୍ନରେ ପଶ୍ଚିମବଙ୍ଗ ଦୀଘା ସି ବିଚ୍ ର ଦୃଶ୍ୟ

25/05/2021

କେନ୍ଦ୍ରାପଡ଼ା ର ପେନ୍ଥା ରେ ୟାସ ର ପ୍ରଭାବ ଦେଖିବାକୁ ମିଳିଛି

25/05/2021

ସମ୍ପୁର୍ଣ୍ଣ ବର୍ତ୍ତାଳାପ ଶୁଣିବେ
ଶେଷରେ କିଏ ଅଭଦ୍ର କହିବେ ?
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ସରକାରୀ ହସ୍ପିଟାଲ ରେ କାର୍ଯ୍ୟରତ Nhm Odisha ର ମହୋଦୟା ଙ୍କ ସହିତ କରୋନା ଟୀକା ନେବା ପାଇଁ ଦୀର୍ଘସମୟରୁ ଅପେକ୍ଷାରତ ଜଣେ ସ୍ଥାନୀୟ ଅଧିବାସୀଙ୍କ କଥୋପକଥନକୁ ଭଲସେ ଶୁଣିବେ MoSarakaar CMO Odisha ଆଜ୍ଞା ଧର୍ମବକ ହେଇ ଆଉ କେତେଦିନ ରହିବେ 😥

Address

Bhubaneswar
751010

Telephone

+918249486519

Website

Alerts

Be the first to know and let us send you an email when LOTUS TV ODIA posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to LOTUS TV ODIA:

Share