Speed24 Bharat

  • Home
  • Speed24 Bharat

Speed24 Bharat journalism should be voice of public.

Each and every mafia, the corrupt leader, ministerial officer have always been critical of the incumbent government and its immoral, corrupt and unethical actions and will always try to bring it to the forefront.

02/06/2025

୩୩ତମ ନୃତ୍ୟାଞ୍ଜଳୀ ମହୋତ୍ସବର ଦ୍ବିତୀୟ ଦିବସ ଅବସରରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା।

14/02/2025

ିନିଟରେ_ରାମାୟଣ
#ରାମମୟ_ହେଲା_ସମଗ୍ର_ଯାତ୍ରା_ମଞ୍ଚ
Ramayana in 17 Min | ଯାତ୍ରା ମଞ୍ଚରେ ରାମାୟଣ; ଜୟ ଶ୍ରୀରାମ ନାରାରେ କମ୍ପିଲା ପରିବେଶ | PrameyaNews7

01/01/2024

ପେଶାରେ ଅଗ୍ନିଶମ କର୍ମଚାରୀ ନିଶା କବିତା ଲେଖା।

30/12/2023

କମିଶନରେଟ୍ ପୋଲିସ୍ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ହୋଇଛି ସ୍ବେଛାକୃତ ରକ୍ତଦାନ କାର୍ଯ୍ୟକ୍ରମ।

26/12/2023

ଲୋକାଲ କହି କରୁଥିଲେ ବେଆଇନ୍ ଜମି ପୋଜେସନ୍। ବାଉଁସର୍ ସମେତ 5ଜଣଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୁଲିସ। ଫେରାରଙ୍କୁ ଖୋଜୁଛି ପୁଲିସ୍।

11/09/2023

ରାଜଧାନୀରେ ଉଦ୍ଘାଟନ ହେଲା ପ୍ରଭୁଜୀ ପିଓର୍ ଫୁଡ୍ ଫ୍ରାଞ୍ଚାଇଜ୍ ଷ୍ଟୋର୍‌। ଗୋଟାଏ ଛାତ ତଳେ ମିଳିବ ସବୁ ପ୍ରକାର ମିଠା ଓ ଶ୍ନାକ୍ସ ଆଇଟମ।

01/09/2023
14/07/2023

ମୈତ୍ରୀ ବିହାରରୁ ନାବାଳକ ନିଖୋଜ ମାମଲା। ପୁରୀ ଜିଲ୍ଲା ଜେନାପୁର ଅଞ୍ଚଳରୁ ଧରିଲା ପୋଲିସ। ବାପା ମାଆ ନିଜ ଇଚ୍ଛା ମୁତାବକ ପାଠ ପଢାଉଥିବା ଚାପରୁ ମୁକୁଳିବା ପାଇଁ ଘର ଛାଡ଼ି ଚାଲି ଯାଇଥିଲେ ଯୋଗେଶ୍।

30/06/2023

ନିଜ ମୃତ୍ୟୁ ଖବର ଶୁଣି ଆଶ୍ଚର୍ଯ୍ୟ ହେଲେ ହାସ୍ୟ ଅଭିନେତା ଗୁଡୁ ଆଉ ଥାନାରେ କଲେ ଅଭିଯୋଗ।

29/06/2023

କିଟ୍ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ🙏🙏 ଜୟ ଜଗନ୍ନାଥ

28/06/2023

କୁନି ରଥରେ ଘରକୁ ବାହୁଡ଼ିଲେ ମହାବାହୁ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଲା ଚନ୍ଦ୍ରଶେଖରପୁର।

28/06/2023

ଗଡ଼ିଲା କୁନି ରଥ।🕉️🕉️ ଜୟ ଜଗନ୍ନାଥ

Address


Alerts

Be the first to know and let us send you an email when Speed24 Bharat posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Speed24 Bharat:

Shortcuts

  • Address
  • Telephone
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share