Odia news

Odia news news channel

14/08/2022

ସ୍ୱାଧୀନତା ଦିବସ ର ହାର୍ଦିକ ଅଭିନନ୍ଦନ ଜୟ ହିନ୍ଦ

10/07/2022

ଓ ମାଇଁ ବେବି # ଓଡ଼ିଶା ଖବର

17/05/2022

ପ୍ରେମାନନ୍ଦ ଙ୍କ ଗୀତରେ ସୋନୁ ନିଗମଙ୍କ ଓଏମସି ସଙ୍ଗ।

15/05/2022
16/04/2022

ଭୁବନେଶ୍ୱର ଲିଙ୍ଗିପୁର ଏସବିଆଇ ଏଟିଏମ ଓପାଡ଼ି ୨୩ ଲକ୍ଷ ଲୁଟ୍ ମାମଲା I ଲୁଟ୍ ପଛରେ ବାଂଲାଦେଶ ଲିଙ୍କ୍ ଖୋଲିଲା ପୋଲିସ I ବେଙ୍ଗାଳୁରୁରୁ ଲୁଟେରା ଖୋକନ ମୁଲ୍ଲା ଓ ମିଜାନୁର ରହମାନ ମୁଲ୍ଲା ଗିରଫ

10/04/2022
09/04/2022

ରୁକୁଣା ରଥରେ ପ୍ରଭୁ ଲିଙ୍ଗରାଜ

08/04/2022

ଭୁବନେଶ୍ୱର: ବିଜେଡି ଶିବିରରେ ହିଞ୍ଜିଳିକାଟୁର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର । ବିଧିବଦ୍ଧ ଭାବେ ସେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଦେବାନନ୍ଦ ମହାପାତ୍ର ଓ ତାଙ୍କ ସମର୍ଥକଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ୯୦ ପ୍ରତିଶତ ସଫଳତା ମିଳିଛି ।

07/04/2022
07/04/2022
07/04/2022

ଦରଦାମ୍ ବୃଦ୍ଧି ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଧାରଣା ଓ ବିକ୍ଷୋଭ କରିଛନ୍ତି ଆଜି ରାଜଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ ।

07/04/2022

ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଅବସରରେ ରାଜ୍ୟ ସ୍ତରୀୟ ସମାବେଶ

Address

Bhubaneswar
751002

Alerts

Be the first to know and let us send you an email when Odia news posts news and promotions. Your email address will not be used for any other purpose, and you can unsubscribe at any time.

Share