
12/10/2025
ଇଲେକ୍ଟ୍ରିକ ସ୍କୁଟର ଧୋକା ଦେବାରୁ ଶେଷରେ ଅତିଷ୍ଠ ହୋଇ ଗାଡ଼ି ମାଲିକ ଗାଡ଼ିଟିର ଅନ୍ତିମ ଯାତ୍ରା ବାହାର କରିଥିଲେ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ପୁରୀ ବଡ଼ ଦାଣ୍ଡ ରେ। ପୁରା ହିନ୍ଦୁ ଧର୍ମର ରୀତି ନୀତିରେ ବାଜା ବଜାଇ ଖଇ କଉଡ଼ି ପକାଇ ରାସ୍ତାରେ ଅନ୍ତିମ ଯାତ୍ରା ଆୟୋଜନ କରିଥିଲେ।