Ddjnewsodia

Ddjnewsodia ddj

26/11/2023

ଅନୁଗୋଳ କଣିହାଁ ବ୍ଲକ ଅନ୍ତର୍ଗତ ବୁରୁକୁନା ପଞ୍ଚାୟତ ବୁରୁକୁନା ଗ୍ରାମର କାଳନ୍ଦୀ ନାଏକ ଙ୍କ ୫ ପ୍ରାଣୀ ପରିବାର ମାଟି ଘରେ ଜୀବନ ବିତାଉଛନ୍ତି ଘର ଖଣ୍ଡିଏ ନାହିଁ

07/11/2023

ପୁରୀ ବିଜେଡି ର ଅପୂରଣୀୟ କ୍ଷତି।
ଓଡ଼ିଶାର ପୂର୍ବତନ ବାଚସ୍ପତି ଓ ପୂର୍ବତନ ମନ୍ତ୍ରୀ ଓ ପୁରୀ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ #ମହେଶ୍ଵର_ମହାନ୍ତି ଙ୍କ ଅକାଳ ବିୟୋଗରେ ସମଗ୍ର ପୁରୀ ଜିଲ୍ଲାବାସୀ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ।।
ଓଁ ଶାନ୍ତି 🙏

ପୁରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଦେହାନ୍ତ । ପୁରୀରୁ ଲଗାତର ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଜଗନ୍ନ...
07/11/2023

ପୁରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଦେହାନ୍ତ । ପୁରୀରୁ ଲଗାତର ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଜଗନ୍ନାଥ କ୍ଷେତ୍ରର ବିକାଶ ପାଇଁ ଅଣ୍ଟା ଭିଡ଼ିଥିଲେ। ୨୦୦୪ ରୁ ୨୦୦୮ ମସିହା ଯାଏଁ ବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ ମହେଶ୍ଵର ମହାନ୍ତି
#ମହେଶ୍ବର_ମହାନ୍ତି ଅମର ରହେ। ଓମ୍ ଶାନ୍ତି

31/10/2023

ଏକ ଦୁଃଖଦାୟକ ଘଟଣା..
ଏକ ସାବତ ମା ର ଛୁଆ ପ୍ରତି ଅତ୍ୟାଚାର ଅତ୍ୟନ୍ତ ନିନ୍ଦନୀୟ..
ରାସ୍ତା ରୁ ଉଦ୍ଧାର କରି ଘରେ ରଖି ଉପଚାର କରୁଛି ଆଜି...
ହେ ଭଗବାନ...

27/10/2023

ପୂର୍ବତନ ବିଧାୟକ ଯୁଧିଷ୍ଠିରଙ୍କ ଏକାଦଶାହ ରେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଯୋଗ ଦେଇ ପୁରୁଣା ନେତୃବୀର ଙ୍କ ସ୍ମୃତି କୁ ମାନେ ପକାଇଲେ। କ'ଣ କହୁଛନ୍ତି ଶୁଣନ୍ତୁ ଏବଂ ମତାମତ ଦିଅନ୍ତୁ। Pipili News RUDRA PRATAP MAHARATHY MLA PIPILI DELANGA RUDRA BHAI FAN CLUB PURI Rudra Pratap Maharathy Fan club BJD Odisha - Forever Rudra Pratap Maharathy

27/10/2023

रशियन मसाज लेते लगभग दर्जनों लोग को पुलिस ने पकड़ा , देखिए कैसे लेते थे रशियन मसाज

26/10/2023

ଜବାବ ଦେଲେ ମନୋଜ ମିଶ୍ର ❤️

24/10/2023
17/10/2023

ଧଳା ରଙ୍ଗର କାର୍ ରେ ବସାଇ ନେଇଗଲେ ମୋ ସାଙ୍ଗକୁ..

17/10/2023

बाबर के बोल्ड होने पर आग बबूला हुआ नन्हा फैन, बोतल मारकर गिरा दी टीवी

17/10/2023

ଢେ଼ଙ୍କାନାଳ: ହିନ୍ଦୋଳ ବ୍ଲକ ମଙ୍ଗଳପୁର ପଞ୍ଚାୟତ ମଙ୍ଗଳପୁର ଗ୍ରାମର ସୌମ୍ୟରଞ୍ଜନ ଦାସ (10) ପିତା ସାଧୁଚରଣ ଦାସ 90% ବିକଳାଙ୍ଗ ଅଟନ୍ତି l ତାଙ୍କର ଭତା 700 ଟଙ୍କା ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନକୁ ବିନମ୍ର ଅନୁରୋଧ

17/10/2023

ଅନନ୍ତ ଚରଣ ଓଝା ଗ୍ରାମ-ସାଁପୁର ବ୍ଲକ- ଜଗତସିଂପୁର ଜିଲ୍ଲା- ଜଗତସିଂପୁର କଟକ ହାଇକୋର୍ଟ ପାଖରେ ଥିବା ରେକର୍ଡ ରୁମରେ ନିଜର ଜମିଜମାର ଏଲ, ଆଇ, କପି ଅମିନ ରିପୋର୍ଟ ଅଠର ଧାରା ଓ ନଅଧାରା ର ରେକର୍ଡ ପାଇବା ପାଇଁ ବାରମ୍ଵାର ଦୌଡ଼ି ନିରାଶ ହୋଇଛନ୍ତି l

16/10/2023

ନୂଆ ଓଡ଼ିଶାର ମହାନାୟକ
ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
🎂🎈🎉🥳

15/10/2023

ଗୋଟେ ସ୍ତ୍ରୀ ର ସ୍ୱାମୀ ଚାଲିଗଲେ ସ୍ତ୍ରୀ ବେସାହାରା

ପିଲା ଠୁ ବାପ ଚାଲିଗଲେ ସେ ପିଲାମାନେ 😭😭 ବାପ ଛେଉଣ୍ଡ

ବହୁତ ଦୁଖଃ ଦୁର୍ଦସା ରେ ଚାଳିବା 😭କଷ୍ଟ..
ଭଗବାନ ଙ୍କ ଆଶ୍ରିବାଦ ମୋ ଭଲ ପାଇବା ତୁମ ମାନଙ୍କ ସହ ରହିଥିବ😭😭😭🙏😭

14/10/2023

ଏହି ବାବୁ ଜଣଙ୍କୁ ଭଲ ଭାବରେ ଦେଖି ନିଅନ୍ତୁ..ଆଉ ତାଙ୍କର ଗାଡି ଚଲେଇବା ଶୈଳୀ କୁ ବି ଦେଖି ନିଅନ୍ତୁ.ନିଶ୍ଚିତ ଭାବରେ ୟାଙ୍କ ପାଇଁ ବାତେରା ବା ଛତରା ଶବ୍ଦ ଆପେ ଆପେ ଚାଲି ଆସୁଥିବ ନିଶ୍ଚିତ.
ଆସିବା ବି ଉଚିତ.କଲେଜ ଛାତ୍ରୀ ଙ୍କୁ ଦେଖିଲେ ଯିଏ ଏଭଳି କାର୍ଯ୍ୟ କରେ ସେ No -1 ଲୋଫର ଦୁନିଆଁ ର..ଏଭଳି ଫାଡା ଙ୍କୁ କି ପ୍ରକାର ର ଦଣ୍ଡ ମିଳିବା ଉଚିତ ଆପଣ ମାନେ କୁହନ୍ତୁ.ଆଉ ଦୟାକରି ଭିଡିଓ ଟିକୁ ବହୁଳ ମାତ୍ରାରେ ସେଆର କରି ଦିଅନ୍ତୁ..🙏🙏

13/10/2023

Kumar purnima.. ଆସୁଛି କୁମାର ପୁର୍ଣିମା କେମିତି ଗ୍ରହଣ ପାଳିବେ

13/10/2023
10/10/2023

Address

Puri
Bhubaneswar

Alerts

Be the first to know and let us send you an email when Ddjnewsodia posts news and promotions. Your email address will not be used for any other purpose, and you can unsubscribe at any time.

Videos

Share