Abhigam TV

Abhigam TV Abhigam TV is a News / Entertainment Media of Odisha. Follow us and stay updated.

  ll ନୂଆପଡ଼ାରେ ମାଟିର ପୁଅ ଏଥର ନିଶ୍ଚିତ ଜିତିବ, କହିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ନବୀନଙ୍କୁ ବିଜେପି ସହ ସମ୍ପର୍କ ନେଇ କଲେ ସ...
05/11/2025

ll ନୂଆପଡ଼ାରେ ମାଟିର ପୁଅ ଏଥର ନିଶ୍ଚିତ ଜିତିବ, କହିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ନବୀନଙ୍କୁ ବିଜେପି ସହ ସମ୍ପର୍କ ନେଇ କଲେ ସମାଲୋଚନା ll

ll ନୂଆପଡ଼ାରେ ମାଟିର ପୁଅ ଏଥର ନିଶ୍ଚିତ ଜିତିବ, କହିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ନବୀନଙ୍କୁ ବିଜେପି ସହ ସମ୍ପର୍କ ନେ.....

  ll ରାଜୁ ଢୋଲକିଆଙ୍କୁ ଅବହେଳା ଅଭିଯୋଗର ଜବାବ ଦେଲା ବିଜେଡି । କଳ୍ପନା ଢୋଲକିଆଙ୍କ ଅଭିଯୋଗ ବ୍ୟଥିତ କରିଛି ବୋଲି କହିଲା ବିଜେଡି। କଳ୍ପ...
05/11/2025

ll ରାଜୁ ଢୋଲକିଆଙ୍କୁ ଅବହେଳା ଅଭିଯୋଗର ଜବାବ ଦେଲା ବିଜେଡି । କଳ୍ପନା ଢୋଲକିଆଙ୍କ ଅଭିଯୋଗ ବ୍ୟଥିତ କରିଛି ବୋଲି କହିଲା ବିଜେଡି। କଳ୍ପନା ଢୋଲକିଆଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ପ୍ରସ୍ତାବ ଦେଇଥିଲା । ପରେ ତାଙ୍କ ପୁଅଙ୍କୁ ଟିକେଟ ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲା ବିଜେଡି । ll

ll ରାଜୁ ଢୋଲକିଆଙ୍କୁ ଅବହେଳା ଅଭିଯୋଗର ଜବାବ ଦେଲା ବିଜେଡି । କଳ୍ପନା ଢୋଲକିଆଙ୍କ ଅଭିଯୋଗ ବ୍ୟଥିତ କରିଛି ବୋଲି କହିଲା ବିଜେଡି। କ....

  ll ଅମର କହିଲେ କାହିଁକି   ରେ ମିଶିବା ପାଇଁ ଗୋଟିଏ ମିନିଟ୍ ବି ଚିନ୍ତା କରିଲେ ନାହିଁ ll
03/11/2025

ll ଅମର କହିଲେ କାହିଁକି ରେ ମିଶିବା ପାଇଁ ଗୋଟିଏ ମିନିଟ୍ ବି ଚିନ୍ତା କରିଲେ ନାହିଁ ll

ll ଅମର କହିଲେ କାହିଁକି ରେ ମିଶିବା ପାଇଁ ଗୋଟିଏ ମିନିଟ୍ ବି ଚିନ୍ତା କରିଲେ ନାହିଁ ll ...

  ll ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା। ମାର୍ଚ୍ଚ ୮ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ମିଳିବ ଟଙ୍କା। ଏକାବେଳେ ୨ଟି କିସ୍ତି ପ...
01/11/2025

ll ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା। ମାର୍ଚ୍ଚ ୮ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ମିଳିବ ଟଙ୍କା। ଏକାବେଳେ ୨ଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ। ଆଜିଠୁ ଆରମ୍ଭ ହେଲା ନୂଆ ଆବେଦନ। ମାସେ ଯାଏଁ ଆବେଦନ ଚାଲିବ। ll

ll ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା। ମାର୍ଚ୍ଚ ୮ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ମିଳିବ ଟଙ୍କା। ଏକାବେଳେ ....

 ​ ll ଏଣିକି ରାଜ୍ୟରେ ପୂର୍ତ୍ତ ବିଭାଗ ଅଧୀନରେ ନୂଆକରି ନିର୍ମାଣ ହେବାକୁ ଥିବା ପ୍ରତ୍ୟେକ ରାଜପଥ, ଜିଲ୍ଲା ମୁଖ୍ୟ ରାସ୍ତା, ଅନ୍ୟାନ୍ୟ ସମସ୍ତ ...
31/10/2025

​ ll ଏଣିକି ରାଜ୍ୟରେ ପୂର୍ତ୍ତ ବିଭାଗ ଅଧୀନରେ ନୂଆକରି ନିର୍ମାଣ ହେବାକୁ ଥିବା ପ୍ରତ୍ୟେକ ରାଜପଥ, ଜିଲ୍ଲା ମୁଖ୍ୟ ରାସ୍ତା, ଅନ୍ୟାନ୍ୟ ସମସ୍ତ ସଡ଼କ ନିର୍ମାଣ ସମୟରେ ବୃକ୍ଷରୋପଣକୁ ବାଧ୍ୟତାମୂଳକ କରାଯିବ। ନୂତନ ରାସ୍ତାକୁ ଗ୍ରିନ୍ କରିଡରରେ ପରିଣତ କରାଯିବ ବୋଲି ପୂର୍ଥ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ll ​ ​ ​ ​ ​

ll ଏଣିକି ରାଜ୍ୟରେ ପୂର୍ତ୍ତ ବିଭାଗ ଅଧୀନରେ ନୂଆକରି ନିର୍ମାଣ ହେବାକୁ ଥିବା ପ୍ରତ୍ୟେକ ରାଜପଥ, ଜିଲ୍ଲା ମୁଖ୍ୟ ରାସ୍ତା, ଅନ୍ୟାନ୍ୟ ...

  ll ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ୯ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମା...
06/10/2025

ll ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ୯ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ll

ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ୯ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବା....

ନବୀନ ପାଣ୍ଡିଆନ୍ ନେତା ଗୁମାସ୍ତା'ବିଜେଡି ନେତାଏ ତମ ନେତା ଗୁମାସ୍ତାଙ୍କୁ ଲଣ୍ଠନ ଲଗେଇ ଖୋଜ : ମନୋଜ ମହାପାତ୍ର
04/10/2025

ନବୀନ ପାଣ୍ଡିଆନ୍ ନେତା ଗୁମାସ୍ତା
'ବିଜେଡି ନେତାଏ ତମ ନେତା ଗୁମାସ୍ତାଙ୍କୁ ଲଣ୍ଠନ ଲଗେଇ ଖୋଜ : ମନୋଜ ମହାପାତ୍ର

ବିଜେଡି ନେତାଏ ତମ ନେତା ଗୁମାସ୍ତା କୁଆଡ଼େ ଗଲେ ଲଣ୍ଠନ ଲଗେଇ ଖୋଜ...' - ମନୋଜ ମହାପାତ୍ର, ବିଜେପି ମୁଖପାତ୍ର #...

ବଂଶଧାରାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ପାଣି । ସୁଧୂରୁଛି ସ୍ଥିତି । ଅନ୍ୟ ସବୁ ନଦୀରେ ବି ନାହିଁ ବନ୍ୟା ସ୍ଥିତି । ହୀରାକୁରେ ବର୍ତ୍ତମ...
04/10/2025

ବଂଶଧାରାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ପାଣି । ସୁଧୂରୁଛି ସ୍ଥିତି । ଅନ୍ୟ ସବୁ ନଦୀରେ ବି ନାହିଁ ବନ୍ୟା ସ୍ଥିତି । ହୀରାକୁରେ ବର୍ତ୍ତମାନ ଜଳସ୍ତର 627.89 ଫୁଟରେ ରହିଛି । 1 ଲକ୍ଷ 33 ହଜାର କ୍ୟୁସେକ ପାଣି ପ୍ରବେଶ କରୁଛି ସମାନ ପରିମାଣର ଜଳ ୬ ଟି ଗେଟ୍ ଦେଇ ନିଷ୍କାସିତ ହେଉଛି: ଚନ୍ଦ୍ର ଶେଖର ପାଢ଼ୀ, ସର୍ବୋଚ୍ଚ ଯନ୍ତ୍ରୀ, ଜଳ ସମ୍ପଦ ବିଭାଗ

ବଂଶଧାରାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ପାଣି । ସୁଧୂରୁଛି ସ୍ଥିତି । ଅନ୍ୟ ସବୁ ନଦୀରେ ବି ନାହିଁ ବନ୍ୟା ସ୍ଥିତି । ହୀରାକୁରେ ....

ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଉତ୍ସବ, ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବେ ଆଜି ପାଳିତ ହେଉଛି ପବିତ୍ର ବିଜୟାଦଶମୀ  ...
02/10/2025

ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଉତ୍ସବ, ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବେ ଆଜି ପାଳିତ ହେଉଛି ପବିତ୍ର ବିଜୟାଦଶମୀ

ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଉତ୍ସବ। ଆଜିର ଏହି ପଵିତ୍ର ଦିନ ବିଜୟାଦଶମୀ ନାମରେ ଜଣା। ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟର ବିଜ.....

ପବିତ୍ର ନବରାତ୍ର ଅବସରରେ କନ୍ୟା ପୂଜା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
01/10/2025

ପବିତ୍ର ନବରାତ୍ର ଅବସରରେ କନ୍ୟା ପୂଜା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ପବିତ୍ର ନବରାତ୍ର ଅବସରରେ କନ୍ୟା ପୂଜା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

29/09/2025

ଓଡ଼ିଶା ସମେତ ସାରାଦେଶରେ ଚାଲିଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ୮ମ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା’ ମହାଗୌରୀ ରୂପରେ ।ନବଦୁର୍ଗାଙ୍କ ଅଷ୍ଟମ ରୂପ ହେଲେ ମା ମହାଗୌରୀ। ସେ ପରିଶୁଦ୍ଧତା, ଶାନ୍ତି ଓ ସୌନ୍ଦର୍ୟର ପ୍ରତୀକ। ତାଙ୍କର ଶରୀର ହିମଶୁଭ୍ର, ଶୁଭ୍ରବସନା, ଓ ତାଙ୍କୁ ବୃଷଭବାହିନୀ ବୋଲି ବର୍ଣ୍ଣନା କରାଯାଏ। ମାଙ୍କର ଚାରି ଭୁଜା, ଗୋଟିଏରେ ତ୍ରିଶୂଳ, ଅନ୍ୟଟିରେ ଡମ୍ରୁ, ଓ ଦୁଇଟି ଭୁଜାରେ ଅଭୟ ଓ ବରମୁଦ୍ରା ରହିଥାଏ। ଶାସ୍ତ୍ର ଅନୁସାରେ, ମହାତପସ୍ୟାରୁ ଶରୀର କଳାବର୍ଣ୍ଣ ହୋଇଥିବା ପାର୍ବତୀଙ୍କୁ ମହାଦେବ ଗଙ୍ଗାଜଳ ସ୍ନାନ କରାଇଥିଲେ, ଯାହାରୁ ସେ ହିମଶୁଭ୍ର ରୂପ ପ୍ରାପ୍ତ କରି ମହାଗୌରୀ ନାମରେ ପରିଚିତ ହେଲେ। ମା ମହାଗୌରୀଙ୍କ ପୂଜାରୁ ଭକ୍ତମାନେ ପାପ, ଦୁଃଖ ଓ ଦାରିଦ୍ର୍ୟରୁ ମୁକ୍ତି ପାଆନ୍ତି। ସେ ସୁଖ, ସମୃଦ୍ଧି ଓ ମୋକ୍ଷର ପ୍ରଦାତ୍ରୀ।

28/09/2025

ଅପେକ୍ଷାର ଅନ୍ତ ଘଟିଛି । ଧରାବତରଣ କରିଛନ୍ତି ଦଶଭୁଜା ମା’ ଦୁର୍ଗା । ଆଧ୍ୟାତ୍ମିକତାର ମହକରେ ମହକୁଛି ପରିବେଶ । ଚାରିଆଡ଼େ ପାର୍ବଣର ପୁଲକ। ଆଜି ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ସପ୍ତମୀ ପୂଜା କରାଯାଉଛି । ପୂଜକ ବେଳଗଛ ମୂଳେ ପୂଜା କରିବା ପରେ ମାଆଙ୍କୁ ମଣ୍ଡପକୁ ଆବାହନ କରିଛନ୍ତି ।ମା’ ଭକ୍ତ ମାନଙ୍କ ନିକଟରେ କାଳରାତ୍ରୀ ରୂପରେ ପୂଜା ଗ୍ରହଣ କରିବେ। ମା କାଳରାତ୍ରୀ ନିଜର ସମସ୍ତ ଭକ୍ତଙ୍କୁ ଅଭୟ ବରଦାନ ଦେବା ସହ ଗ୍ରହଦୋଷ ଦୂର କରିଥାନ୍ତି । ଏଥିସହିତ ଅକାଳମୃତ୍ୟୁରୁ ମଧ୍ୟ ଆଶ୍ରିତ ମାନଙ୍କୁ ରକ୍ଷା କରିଥାନ୍ତି । ଅଜଣା ଭୟ, ଶତ୍ରୁ ଭୟ ଓ ମାନସିକ କଷ୍ଟ ଦୂର କରି ଅଭୟ ପ୍ରଦାନ କରିଥାନ୍ତି।

Address

Bhubaneswar

Alerts

Be the first to know and let us send you an email when Abhigam TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Abhigam TV:

Share