Tatkal Khabar

Tatkal Khabar This news page will provide the news that actually occurred immediately in odisha. This news page w

27/03/2026

ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଥିବା IIC ମ୍ୟାଡ଼ାମଙ୍କ ହରକତ ଏବେ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାର ଲାଗିଛି ପୁରା ଭିଡ଼ିଓ ଦେଖନ୍ତୁ..

🙏 ୍ରୀରାମ 🚩  ୍ରୀରାମ 🚩 ୍ରୀରାମ 🙏ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମତିଥି ପବିତ୍ର 'ଶ୍ରୀରାମ ନବମୀ'ର ଶୁଭ ଅବସରରେ ସମସ୍...
27/03/2026

🙏 ୍ରୀରାମ 🚩 ୍ରୀରାମ 🚩 ୍ରୀରାମ 🙏
ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମତିଥି ପବିତ୍ର 'ଶ୍ରୀରାମ ନବମୀ'ର ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l🙏 ୀତାରାମ 🙏

 #କୁଳାଙ୍ଗାର_ପୁଅର_କାଣ୍ଡ #୪୦୦ଟଙ୍କା_ପାଇଁ_ବାପାକୁ_ହତ୍ୟାମାତ୍ର ୪୦୦ଟଙ୍କା ପାଇଁ ନିଜ ବାପାଙ୍କୁ ହତ୍ୟା କରିଛି ପୁଅମୟୂରଭଞ୍ଜ ଜିଲ୍ଲା ମୋରଡାର...
26/03/2026

#କୁଳାଙ୍ଗାର_ପୁଅର_କାଣ୍ଡ
#୪୦୦ଟଙ୍କା_ପାଇଁ_ବାପାକୁ_ହତ୍ୟା

ମାତ୍ର ୪୦୦ଟଙ୍କା ପାଇଁ ନିଜ ବାପାଙ୍କୁ ହତ୍ୟା କରିଛି ପୁଅ
ମୟୂରଭଞ୍ଜ ଜିଲ୍ଲା ମୋରଡାରେ ଲୋମହର୍ଷକାରୀ ଘଟଣା
ମଧୁ ମାର୍ଣ୍ଡି ନିଜ ବାପା ଗୋବିନ୍ଦଙ୍କ ଠାରୁ ପ୍ରତିଦିନ ଟଙ୍କା ନିଅନ୍ତି
କାଲି ରାତିରେ ସଜନା ଛୁଇଁ ବିକ୍ରି ବାବଦରେ ଟଙ୍କା ମାଗିଥଲା
ଟଙ୍କା ନଦେବାରୁ ବାପାକୁ ପିଟି ପିଟି ହତ୍ୟା କରିଥିଲେ
ଅଭିଯୁକ୍ତ ମଧୁକୁ ଅଟକ ରଖି ପୋଲିସର ତଦନ୍ତ


ଆର୍ଯ୍ୟମାନ ୨୦୧୮ରେ ହାଇଦ୍ରାବାଦ ବିପକ୍ଷରେ ତାଙ୍କର ଲିଷ୍ଟ ଏ ଡେବ୍ୟୁ କରିଥିଲେ। ଲିଷ୍ଟ ଏ କ୍ୟାରିୟରରେ ସେ ତାଙ୍କର ଶେଷ ମ୍ୟାଚ୍‌ ସୌରାଷ୍ଟ୍ର ବ...
26/03/2026

ଆର୍ଯ୍ୟମାନ ୨୦୧୮ରେ ହାଇଦ୍ରାବାଦ ବିପକ୍ଷରେ ତାଙ୍କର ଲିଷ୍ଟ ଏ ଡେବ୍ୟୁ କରିଥିଲେ। ଲିଷ୍ଟ ଏ କ୍ୟାରିୟରରେ ସେ ତାଙ୍କର ଶେଷ ମ୍ୟାଚ୍‌ ସୌରାଷ୍ଟ୍ର ବିପକ୍ଷରେ ଖେଳିଥିଲେ । ସେ IPL ୨୦୧୮ ମେଗା ନିଲାମରେ ଅଂଶଗ୍ରହଣ କରିଥିଲେ ଏବଂ ରାଜସ୍ଥାନ ରୟାଲ୍ସ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲା, କିନ୍ତୁ ସେ ଗୋଟିଏ ବି ମ୍ୟାଚ୍ ଖେଳି ନଥିଲେ .. କିନ୍ତୁ ଆଜି‌ସେ IPL TEAM RCB ମାଲିକ..ସବୁ ସମୟର ଖେଳ

ଏ ବ୍ୟକ୍ତିଙ୍କ ପାଖରେ ସବୁ ପ୍ରକାରର ବ୍ରାଣ୍ଡ ରହିଛି, ବେଆଇନ ଭାବେ ବିକ୍ରି କରୁଥିବା ଯୋଗୁଁ ବଳଙ୍ଗା ଥାନା ପୋଲିସ ତାଙ୍କୁ ଗିରଫ କରିଛି, ଗିରଫ ...
26/03/2026

ଏ ବ୍ୟକ୍ତିଙ୍କ ପାଖରେ ସବୁ ପ୍ରକାରର ବ୍ରାଣ୍ଡ ରହିଛି, ବେଆଇନ ଭାବେ ବିକ୍ରି କରୁଥିବା ଯୋଗୁଁ ବଳଙ୍ଗା ଥାନା ପୋଲିସ ତାଙ୍କୁ ଗିରଫ କରିଛି, ଗିରଫ ଅଭିଯୁକ୍ତ ଜଣକ ବଳଙ୍ଗା ଥାନା ଅଞ୍ଚଳର ସୁଦର୍ଶନ ବଳ 👈

25/03/2026

#ଟଳିଲା_ବଡ଼_ବିପଦ
ସୁବର୍ଣ୍ଣରେଖା ନଦୀରୁ ମିଳିଥିବା ୫୦୦ ପାଉଣ୍ଡର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଆମେରିକୀୟ ବୋମାକୁ ନିଷ୍କ୍ରିୟ କଲା ଭାରତୀୟ ସେନା।

25/03/2026

'ମିଶନ ପାୱାର' ମାଧ୍ୟମରେ ବିଦ୍ୟୁତ, ଜଳ ଓ ସଂଯୋଗୀକରଣ ଭଳି ମୌଳିକ ଆବଶ୍ୟକତାକୁ ସୁଦୃଢ଼ କରି ଲୋକଙ୍କ ଜୀବନଧାରଣର ମାନ ବଢ଼ାଇବା ପାଇଁ ଆମେ ପ୍ରତିବଦ୍ଧ। ସମସ୍ତଙ୍କ ପାଇଁ ସୁବିଧା, ସମାନତା ଓ ସମ୍ମାନ ନିଶ୍ଚିତ କରିବା ହିଁ ଲୋକଙ୍କ ସରକାରର ମୂଳ ସଂକଳ୍ପ।

ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ଟ୍ରକ ମଧ୍ୟରେ ଜୋରଦାର ଧକ୍କା, ଚୁରମାର ହେଲା ଗାଡ଼ିର ସମ୍ମୁଖ ଭାଗ​ସମ୍ବଲପୁର ସିଟି ଷ୍ଟେସନ ନିକ...
25/03/2026

ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ଟ୍ରକ ମଧ୍ୟରେ ଜୋରଦାର ଧକ୍କା, ଚୁରମାର ହେଲା ଗାଡ଼ିର ସମ୍ମୁଖ ଭାଗ
​ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଆଜି ସକାଳୁ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ଦ୍ରୁତଗାମୀ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଗାଡ଼ି ଦ୍ୱୟର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।
​ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ନିର୍ଦ୍ଦିଷ୍ଟ ସ୍ଥାନଟି ଏବେ ଦୁର୍ଘଟଣାପ୍ରବଣ ସାଜିଛି। ପୂର୍ବରୁ ମଧ୍ୟ ଏଠାରେ ଏକାଧିକ ଦୁର୍ଘଟଣା ଘଟି ସାରିଲାଣି, ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
​ସକାଳ ସମୟରେ ଗାଡ଼ିର ଦ୍ରୁତ ଗତି ଏହି ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି। ରାସ୍ତାରେ ଗାଡ଼ି ଚଲାଇବା ସମୟରେ ସତର୍କ ରୁହନ୍ତୁ, ଆପଣଙ୍କ ସୁରକ୍ଷା ଆପଣଙ୍କ ହାତରେ।
​ଏମିତି ଅପଡେଟ୍ ଖବର ଜାଣିବା ପାଇଁ TatkalKhabar ଙ୍କ Page କୁ Follow କରନ୍ତୁ।

25/03/2026

ଓଡ଼ିଶା ବିଧାନସଭା ପାଇଁ ଆଜି ନିହାତି ଭାବେ ଏକ କଳାଦିନ ! ନିଜ ଅଞ୍ଚଳର ଭୋଟରଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ବିଧାନସଭାରେ ଶାଣିତ ଭାବେ ଉପସ୍ଥାପନ କରିବା ପାଇଁ ବିରୋଧୀ ବିଧାୟକମାନେ ନିର୍ବାଚିତ ହୋଇ ଯାଇଛନ୍ତି ! ବର୍ତ୍ତମାନ ବିଧାନସଭାର ବଜେଟ ଅଧିବେଶନ ଚାଲିଥିଲା ବେଳେ ସେମାନେ କୌଣସି ବି ଆଲୋଚନାରେ ଅଂଶ ଗ୍ରହଣ ନ କରି ଏଭଳି ଯେଉଁ ପାଲା ଚଳେଇଛନ୍ତି, ସେଥିରେ ସେମାନେ ସତରେ କାହା ସ୍ୱାର୍ଥ ସାଧନ କରୁଛନ୍ତି 😯

28/02/2026

ଫୁଲବାଣୀ: ପୁଲିସ ବି ଅସୁରକ୍ଷିତ। ଫୁଲବାଣୀ ଟାଉନ୍ ଥାନା କନେଷ୍ଟବଳ ମନୋରଞ୍ଜନ ସାବତଙ୍କୁ ଆଜି ଦୁଇଜଣ ଯୁବକ ବିଚ୍ ରାସ୍ତାରେ ଉଦୁଉଦିଆ ଖରାବେଳେ ସର୍ବସାଧାରଣଙ୍କ ସାମ୍ନାରେ ମୁଥ, ଗୋଇଠା ମାରି ଲହୁଲୁହାଣ କରିବା ସହ ଛୁରିମାଡ଼ ବି କରିଛନ୍ତି। ସହରର ଜନଗହଳିପୂର୍ଣ୍ଣ ସାଇମନ୍ଦିର ରାସ୍ତାରେ ଘୋଷାଡ଼ି ତଳେ ପକାଇ କୁଦଦେବା ଓ ଜନସାଧାରଣ ଦେଖଣାହାରୀ ସାଜିବା ଘଟଣା ଆଲୋଡ଼ନ ଖେଲାଇଦେଇଛି।ସେମାନେ ତାଙ୍କୁ ରାସ୍ତା ଉପରେ ପକାଇ ବେକ, ଛାତି ଓ ମୁହଁକୁ ଗୋଇଠା, ମୁଥ ମାରିବା ସହ ତଳେପକାଇ କୁଦିଥିଲେ, ଯାହାର ଭିଡ଼ିଓ ମଧ୍ଯ ଗଣମାଧମରେ ପ୍ରସାରିତ ହେଉଛି।

Address

Kokila Enclave P-l, Ananta Bihar, Pokhariput, Bhubaneswar/20
Bhubaneswar
754020

Telephone

+919438454232

Website

Alerts

Be the first to know and let us send you an email when Tatkal Khabar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Tatkal Khabar:

Share