MMY MEDIA

MMY MEDIA HY FRIENDS IT'S AN ENTERTAINMENT AND NEWS CHANNEL
MMY MEDIA .

11/07/2026

ଜଗା ଶାଗ ୱଲା ଓଡ଼ିଆ କମେଡି ଭିଡିଓ....

13/02/2025

BJP ସରକାରଙ୍କ କାର୍ଯ୍ୟକଳାପ ଓ ଦର୍ ଦାମ ବିରୋଧର ରେ ବର୍ଷୀ ଲେ ସୁର ରାଉତ୍...

Mission Shakti Odisha CMO Odisha

01/02/2025

ରାଜଧାନୀ ଭୁନେଶ୍ବର ରେ ଥିବା ବସ୍ତି ଅଞଚଳବାସୀଙ୍କ କୁ ଟାର୍ଗେଟ କରିଛନ୍ତି ଟାଟା ପାୱାର...ସ୍ମାର୍ଟ ମିଟର ନ ଲଗେଇଲେ ବିଦୁତ୍ ସଂଯୋଗ୍ କାଟି ଦେବାର ଧମକ ଦେଉଛନ୍ତି.. ଟାଟା ପାୱାର
କଳ୍ପନା ୨ ର କର୍ମକର୍ତ୍ତା ...... TATA Power Odisha Employees CMO Odisha Energy Department, Government of Odisha Government of Odisha BJP Odisha Budheswari Colony, bhubaneswar Naveen Patnaik OPTCL /OHPC/OPGC/GRIDCO/TPWODL/TPSODL/TPCODL/TPNODL EMPLOYEES GROUP

24/10/2024

ବାତ୍ୟା ସମୟରେ ଜନସାଧାରଣଙ୍କୁ ଏକାଠି ହୋଇ ସତର୍କତା ସହ ମୁକାବିଲା କରିବାକୁ ବାର୍ତ୍ତା ଦେଲେ ନବୀନ ପଟ୍ଟନାୟକ....

28/09/2024

ତା-୨୮.୦୯ .୨୦୨୪
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବା ପରେ ଆଜିର ପ୍ରଥମ ଅଧିବେଶନରେ ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତି ଏବଂ ଆଗାମୀ ଦିନର ଆହ୍ୱାନକୁ ମୁକାବିଲା କରିବା ସହିତ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ସାଧନ ସଙ୍ଗେ ସଙ୍ଗେ ପୁଲିସ୍ ବ୍ୟବସ୍ଥାର ଆଧୁନିକୀକରଣ ଓ ସୁଦୃଢୀକରଣ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ଏଥିରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ ଜିଲ୍ଲାପ୍ରଶାସନ ଓ ପୋଲିସ୍ ପ୍ରଶାସନ ମଧ୍ୟରେ ସୁସମନ୍ୱୟ ରକ୍ଷା କରି ଗୁରୁତ୍ୱପୂର୍ଣ୍ଣ ଆଇନ୍ ଶୃଙ୍ଖଳା ରକ୍ଷା ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ପୂର୍ବକ ପରାମର୍ଶ ଦେଇଥିଲେ ।
ଆଲୋଚନା ପ୍ରସଙ୍ଗରେ ଅନୁଗୋଳ ଜିଲ୍ଲାପାଳ ଏମ୍. ଅକତାର ଏବଂ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଯୋଗଦେଇ ଏ କ୍ଷେତ୍ରରେ ନିଜ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ ।
Mohan Charan Majhi Odisha Police Commissionerate Police Bhubaneswar-Cuttack

14/09/2024

ଲୋକଙ୍କ ଅଭଯୋଗ ଶୁଣିଲେ ବିଜେପି ବିଧାୟକ ପ୍ରଦୀପ ପାଣଗ୍ରାହୀ.....

09/09/2024

ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଠାରେ ପ୍ରଥମ ଥର ପ୍ରେଷ୍ଟିଜ୍ ଅଲଟ୍ରାଫ୍ରେସ୍ ମୋଡୁଲାର କିଚେନ୍ ର ନୂତନ ସୋରୁମ୍ ଉଦ୍ଘାଟନ ହୋଇଯାଇଛି ,ଯାହାକୁ କମ୍ପାନୀ ର C E O ଉଦ୍ଘାଟନ କରିଥିଲେ......

Address

Bhubaneswar
751000

Alerts

Be the first to know and let us send you an email when MMY MEDIA posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share