Khulasa news

Khulasa news KHULASA News is a trusted digital news platform established in 2023, committed to delivering accurate, and unbiased news from Odisha and across India.
(1)

We believe in responsible journalism, factual reporting, and keeping the public informed with integrity.

 #ନେପାଳ_ବନ୍ୟାରେ_ନିଖୋଜ_ଓଡ଼ିଆ_ଦମ୍ପତ୍ତି - ନେପାଳ ପ୍ରଳୟଙ୍କାରୀ ବନ୍ୟାରେ ଖୋର୍ଦ୍ଧା ଦମ୍ପତ୍ତି ନିଖୋଜ - 300 ଅଧିକ ଜଣ ଭାରତୀୟ ଅଛନ୍ତି ନିଖ...
27/08/2026

#ନେପାଳ_ବନ୍ୟାରେ_ନିଖୋଜ_ଓଡ଼ିଆ_ଦମ୍ପତ୍ତି
- ନେପାଳ ପ୍ରଳୟଙ୍କାରୀ ବନ୍ୟାରେ ଖୋର୍ଦ୍ଧା ଦମ୍ପତ୍ତି ନିଖୋଜ
- 300 ଅଧିକ ଜଣ ଭାରତୀୟ ଅଛନ୍ତି ନିଖୋଜ
- ଖୋର୍ଦ୍ଧା ଦମ୍ପତ୍ତିଙ୍କ ପତା ମିଳୁ ନାହିଁ
- ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ନିଖୋଜ
- ଅଗଷ୍ଟ 22ରେ ନେପାଳ ଯାଇଥିଲେ ଦମ୍ପତ୍ତି
- 300 ରୁ ଊର୍ଧ୍ୱ ମୃତ୍ୟୁବରଣ କରିଥିବା ସୂଚନା

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ଦୁଇ କାର ମଧ୍ୟରେ ମୁହଁମୁହିଁ ଧକ୍କା ହେବା ପରର ଦୃଶ୍ୟ l
27/08/2026

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ଦୁଇ କାର ମଧ୍ୟରେ ମୁହଁମୁହିଁ ଧକ୍କା ହେବା ପରର ଦୃଶ୍ୟ l

 #ପବିତ୍ର_ରାକ୍ଷୀ_ପୁର୍ଣିମାରେ_ଚକ_ତଳେ_ଚାଲିଗଲା_ଯୁବକଙ୍କ_ଜୀବନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର ରାସ୍ତାରେ ଜଣେ ସ୍କୁଟି ଚାଳକ ଭାରସାମ୍ୟ ...
27/08/2026

#ପବିତ୍ର_ରାକ୍ଷୀ_ପୁର୍ଣିମାରେ_ଚକ_ତଳେ_ଚାଲିଗଲା_ଯୁବକଙ୍କ_ଜୀବନ
ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର ରାସ୍ତାରେ ଜଣେ ସ୍କୁଟି ଚାଳକ ଭାରସାମ୍ୟ ହରାଇ ପଡି ଯିବା ପରେ ପଛରୁ ଆସୁଥିବା ଗାଡିର ଚକ ସ୍କୁଟି ଚାଳକଙ୍କ ମୁଣ୍ଡରେ ଚଢି ଯାଇଥିଲା ଫଳରେ ଘଟଣାସ୍ଥଳରେ ତାଙ୍କର ଜୀବନ ଚାଲି ଯାଇଥିଲା l ମୃତ ଯୁବକଙ୍କ ଘର ବାଣପୁର ଥାନା ସାନହନ୍ତୁଆଡ଼ ଗ୍ରାମ ବୋଲି ପୋଲିସ ସୂଚନା ଦେଇଛି l

ତାଲା ଭାଙ୍ଗି ଘରେ ପଶି ସୁନା ଓ ଟଙ୍କା ଚୋରି କରିଥିବା ଅଭିଯୋଗରେ ଅଭିଯୁକ୍ତ ପ୍ରତାପ ଦାସକୁ ବାନ୍ଧି କୋର୍ଟ ଚାଲାଣ କରିଛି ଭରତପୁର ଥାନା ପୋଲିସ ...
27/08/2026

ତାଲା ଭାଙ୍ଗି ଘରେ ପଶି ସୁନା ଓ ଟଙ୍କା ଚୋରି କରିଥିବା ଅଭିଯୋଗରେ ଅଭିଯୁକ୍ତ ପ୍ରତାପ ଦାସକୁ ବାନ୍ଧି କୋର୍ଟ ଚାଲାଣ କରିଛି ଭରତପୁର ଥାନା ପୋଲିସ l

ପୁରୀରେ ଠାକୁରାଣୀ ମନ୍ଦିରରୁ ଚୋରି କରିଥିବା ଅଭିଯୋଗରେ ତିନି ଅଭଯୁକ୍ତଙ୍କୁ ବାନ୍ଧିଲା ପୋଲିସ l
27/08/2026

ପୁରୀରେ ଠାକୁରାଣୀ ମନ୍ଦିରରୁ ଚୋରି କରିଥିବା ଅଭିଯୋଗରେ ତିନି ଅଭଯୁକ୍ତଙ୍କୁ ବାନ୍ଧିଲା ପୋଲିସ l

ସାରଙ୍କ ହାତରେ ମୁଁ ରାକ୍ଷୀ ବାନ୍ଧିଲି
27/08/2026

ସାରଙ୍କ ହାତରେ ମୁଁ ରାକ୍ଷୀ ବାନ୍ଧିଲି

27/08/2026

#ଦମ୍‌ଦାର_ଡାଇଲଗ_ପରେ_ମଞ୍ଚରେ_ଅସୁସ୍ଥ_ପୀୟୂଷ

27/08/2026

#ବ୍ୟାଡ_ରିଭ୍ୟୁ_ସତ୍ତ୍ୱେ_ଟକ୍ସିକର_ଦମଦାର_ଆଡଭାନ୍ସ_ବୁକିଂ

27/08/2026

ଚିନି ଦର ବଢ଼ିଲା,ଶିବରାଜ କହିଲେ ଚିନ୍ତା କରନ୍ତୁ ନାହିଁ

27/08/2026

ରାହୁଲଙ୍କ ବୟାନରେ ତାତିଲେ ଶଙ୍କରାଚାର୍ଯ୍ୟ

Address

Baramunda
Bhubaneswar

Alerts

Be the first to know and let us send you an email when Khulasa news posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share