Subhadeep Swara

Subhadeep Swara 24×7 hour news channel

04/09/2026

ବାଲେଶ୍ୱର:: #ଦୁର୍ଦ୍ଦାନ୍ତ_ଅପରାଧୀ_ଲୋକେଶସିଂ_କୁ_ଏନକାଉଣ୍ଟର_କଲା #ସିମୁଳିଆ_ପୋଲିସ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ଛକ ନିକଟରେ ପୋଲିସର ଏନକାଉଣ୍ଟର ।

01/09/2026

ଭଦ୍ରକ:: #ଭଦ୍ରକ_ସହରରେ_ସ୍ୱାସ୍ଥ୍ୟ_ବିଭାଗର_ରେଡ୍‌

31/08/2026

ଭଦ୍ରକ:: ଭଦ୍ରକ ପୌରପାଳିକା ପକ୍ଷରୁ ସହିଦ ସ୍ମୃତି ଭବନ ଠାରେ ପାଳିତ ହୋଇଯାଇଛି ସ୍ୱାୟତ୍ତ ଶାସନ ଦିବସ।

29/08/2026

ଭଦ୍ରକ :: #ନିର୍ମାଲ୍ୟ_ସେବା_ପରିବାର_ପକ୍ଷରୁ_ଚାରିଗାଁ_ପଞ୍ଚାୟତ ଇଟୁଆ ଗ୍ରାମର ଦୁର୍ଘଟଣାଗ୍ରସ୍ତ ନାବାଳିକା ଜ୍ୟୋସ୍ନାରଣୀକୁ ସହୟତା ପ୍ରଦାନ କରାଯାଇଛି।

28/08/2026

ଭଦ୍ରକ:: #କାମୁଡିଲା_ବିଷାକ୍ତ_ସାପ ସାପକୁ ଧରି ମେଡିକାଲ ରେ ପହଂଚିଲେ ପରିବାର ଲୋକେ

28/08/2026

ଭଦ୍ରକ:: #ସୁନା_କିଣି_କାର_ଜିତିଲେ_ଭଦ୍ରକ ଏସପି ଗୋଲ୍ଡ ର ମେଗା ଲକି ଡ୍ର ଭାଗ୍ୟଶାଳୀ ବିଜେତା ହେଲେ ଉଜ୍ଜ୍ୱଳ କୁମାର ପଣ୍ଡା
ପ୍ରଦୀପ ବାବୁ ପଣ୍ଡା ଗୁଆମାଳ

27/08/2026

ଭଦ୍ରକ:: ଆର୍ଯ୍ୟ ସମାଜ ପକ୍ଷରୁ ଶ୍ରାବଣୀ ଉପାକର୍ମ ଓ ବେଦସ୍ବାଧ୍ୟାୟ ଉତ୍ସବ ପାଳନ ।

27/08/2026

#ହସ୍ପିଟାଲରେ_ପୀୟୁଷ_ତ୍ରିପାଠୀ_ଯାତ୍ରା_କରୁଥିବା_ବେଳେ_ଅସୁସ୍ଥ ହୋଇପଡ଼ିଲେ କଳାକାର ପୀୟୂଷ ତ୍ରିପାଠୀ। ହସ୍ପିଟାଲ୍ ରେ ଭର୍ତ୍ତି, ଯାତ୍ରା ଅଧାରୁ ବନ୍ଦ
#ଯାତ୍ରା

26/08/2026

ଭଦ୍ରକ:: #ସୋସିଆଲ_ମିଡିଆରେ_ଭାଇରାଲ_ହେଉଥିବା_ଖବର_ସତ୍ୟତା କଣ? #ପ୍ରତିକ୍ରିୟା_ରଖିଲେ_ଯାତ୍ରା_ପରିଚାଳକ ବାବୁଲି ମହାନ୍ତି
#ଯାତ୍ରା ODIA JATRA LOVER Jatra Sathi Ama Jatra

24/08/2026

ଭଦ୍ରକ:: ସରକାର କୁ କାହିଁକି ଏମିତି କହିଲେ ଛାତ୍ରୀ

Address

Odisha
Bhubaneswar
756100

Telephone

+919337185912

Alerts

Be the first to know and let us send you an email when Subhadeep Swara posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share