news8 odia

news8 odia News 8 Odia is a leading news channel and digital news publisher in Odia language. Please follow our
(1)

15/08/2026

ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ...

ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ।
15/08/2026

ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ।

10/08/2026

ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଚଳଚଞ୍ଚଳ ହୋଇ ଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ ।

04/08/2026

ଶ୍ରାବଣ ମାସର ପ୍ରଥମ ସୋମବାରରେ କାଉଡିଆ ଭକ୍ତ ନିଜର ମାନସିକ ଜଳ ଭାର ଆଣି ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରିଛନ୍ତି ।

04/08/2026

ଶ୍ରାବଣ ମାସର ପ୍ରଥମ ସୋମବାର , ଚଳଚଞ୍ଚଳ ସୁବର୍ଣ୍ଣପୁର ଜିଲ୍ଲାର ଗାଁ ଠୁ ସହର ।

02/08/2026

ପ୍ରଶ୍ନବାଣରେ ଘେରିଲେ ସାଂସଦଙ୍କୁ ବିଜେଡି ବିଧାୟିକା।

01/08/2026

ମଜାକ ଚାଲିଛି ଏଠି .. ତୋର ଟ୍ରାନ୍ସଫର କୋଉଠିକୁ କରିବି କହ ..

ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ।
27/07/2026

ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ।

26/07/2026

ମହାପ୍ରଭୁଙ୍କ ଗୁପ୍ତ ଲୀଳାକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁ ଜିଲ୍ଲା କୋଟସମଲାଇର ପାତାଳୀ କ୍ଷେତ୍ର।

ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ ।
25/07/2026

ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ ।

Address

Forest Park
Bhubaneswar
751020

Alerts

Be the first to know and let us send you an email when news8 odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to news8 odia:

Shortcuts

Share

Category