Sahana Mela

Sahana Mela Sahana mela is one of the leading Odia newspapers.source for breaking news, Odisha headlines,and the latest updates from India and around the world.

Catch top stories on sports, business, entertainment, and more...

24/08/2026

ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ପୁରୀ ଜିଲ୍ଲା ମଧ୍ୟାହ୍ନ ଭୋଜନ ପାଚିକା ସଂଘ ।

24/08/2026

ପୁରୀଜିଲ୍ଲା କଣାସରେ ନୃଶଂସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ତାନ୍ତ୍ରିକ ସାଜି ୨ ଲକ୍ଷ ଠକେଇ ପରେ କଣାସ ମନ୍ଦାରବସ୍ତା ଗାଁର ପର୍ଶୁରାମ ପ୍ରଧାନଙ୍କୁ ଛୁରୀ ଭୁସି ଜିଅନ୍ତା ପୋଡି ହତ୍ୟା କରାଯାଇଛି ।

24/08/2026

ଖାକି ପୋଷାକରେ ପୁଣି ଲାଗିଛି କଳଙ୍କ ।
ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ବାରିପଦା ଟାଉନ ଥାନା ଏସଆଇଙ୍କ ସମେତ ପରିବାରର ୭ ଜଣଙ୍କ ନାମରେ ମାମଲା ରୁଜୁ।

24/08/2026

ପୋଲିସକୁ ଆକ୍ରମଣ କରି ବିଜେପି ଯୁବମୋର୍ଚ୍ଚା ସଭାପତି ଗିରଫ ପ୍ରସଙ୍ଗ ;
ମନ୍ତ୍ରୀ ବିଭୂତି ଜେନାଙ୍କ ଛତ୍ରଛାୟାରେ ଗଂଜାମରେ ବୃଦ୍ଧି ପାଉଛି ଗୁଣ୍ଡାରାଜ: ବିଜେଡି

23/08/2026

ଏମ୍ଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ ; ଓଡ଼ିଶା ସ୍ୱାର୍ଥକୁ ଜଳାଞ୍ଜଳି ଦେଲେ ବିଜେପି ସାଂସଦ: ବିଜେଡି

23/08/2026

ପୁଣି_ଆସୁଛି_ଲଘୁଚାପ ..
ଆସୁଛି ଆଉ ଏକ ଲଘୁଚାପ । ଆଗାମୀ ଅଗଷ୍ଟ ୨୪ ଓ ୨୫ ବେଳକୁ ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି

23/08/2026

ରାଖୀପୁର୍ଣିମା ନେଇ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା

23/08/2026

ପରମହଂସପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା, ଡ୍ରାଇଭର ମୃତl
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର ପରମହଂସପୁର ଗାଁ ଛକ ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକକୁ ସାମ୍ନାପଟୁ ଏକ ଟ୍ରଲର ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି।ମୃତ ଡ୍ରାଇଭର ଜଣଙ୍କ ହେଲେ ତେଲକୋଇ ଥାନା ଗୋଳାଗାଡ଼ିଆ ଗାଁର ଅକ୍ଷୟ କୁମାର ମହାକୁଡ଼।

23/08/2026

କ୍ରୀଡ଼ା ମହାକୁମ୍ଭ ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର୍ ଲେବୁଲ୍ ପ୍ରତିଯୋଗିତା ଉଦଯାପିତ ହୋଇଛି। ଉଦଯାପନୀ ଅବସରରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ୨୭ଟି ଦେଶରୁ ମୋଟ ୧୮୭ ଜଣ ପ୍ରତିଷ୍ଠିତ ଆଥଲେଟ ଏଥିରେ ଭାଗ ନେଇଥିଲେ।

23/08/2026

ପୁଣି ହେବ ଶ୍ରୀଜଗନ୍ନାଥଙ୍କ ଅଳଙ୍କାରର ଗଣତି ମଣତି ।

Address

Plot No. 1580/3204/5586, Panchasakha Nagar, Jagamara
Bhubaneswar
751030

Alerts

Be the first to know and let us send you an email when Sahana Mela posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category