Odisha highlight samachar

Odisha highlight samachar odisha highlightsamachar

08/10/2025

ଏମିତି ଓଲୋଟି ପଡିଲା ବୋଲେରୋ, ଦେଖନ୍ତୁ ଲାଇଭ ଦୃଶ୍ୟ

ସୋନପୁର ସହରର ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସ ମୁଖ୍ୟ ରାସ୍ତାକଡ଼ରେ ଥିବା ଡ୍ରେନ ଭିତରୁ ପ୍ରାୟ ୧୭ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ।
08/10/2025

ସୋନପୁର ସହରର ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସ ମୁଖ୍ୟ ରାସ୍ତାକଡ଼ରେ ଥିବା ଡ୍ରେନ ଭିତରୁ ପ୍ରାୟ ୧୭ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ।

08/10/2025

ନୂଆପଡ଼ା ଜିଲ୍ଲା ରେ ଏକ ବିକାଶ ମହୋତ୍ସବ ଅନୁଷ୍ଠିତ, ବିକଶିତ




















07/10/2025

#ପୀତବାସଙ୍କୁ_କିଏ_ଓ_କାହିଁକି_ମାରିଦେଲେ?
ବ୍ରହ୍ମପୁରରେ ରାସ୍ତା ଉପରେ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା। ତେବେ କିଏ ଓ କାହିଁକି ପୀତବାସଙ୍କୁ ଗୁଳିକରି ହତ୍ୟା କଲା ?

ବିଜେଡ଼ି କଲା ରାବଣ ପୋଡ଼ି!ପୋଲିସ ଏସଆଇ ପରୀକ୍ଷାରେ ଘଟିଥିବା ବ୍ୟାପକ ଜାଲିଆତି ଘଟଣାରେ ସିବିଆଇ ତଦନ୍ତ ଦାବିରେ ଭୁବନେଶ୍ବର ଲୋୟର ପିଏମଜି ଠାରେ...
06/10/2025

ବିଜେଡ଼ି କଲା ରାବଣ ପୋଡ଼ି!

ପୋଲିସ ଏସଆଇ ପରୀକ୍ଷାରେ ଘଟିଥିବା ବ୍ୟାପକ ଜାଲିଆତି ଘଟଣାରେ ସିବିଆଇ ତଦନ୍ତ ଦାବିରେ ଭୁବନେଶ୍ବର ଲୋୟର ପିଏମଜି ଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳଙ୍କ ବିଶାଳ ଜନ ଆନ୍ଦୋଳନ

06/10/2025

ନୂଆପଡ଼ା ଜିଲ୍ଲା ରେ ଏକ ବିକାଶ ମହୋତ୍ସବ ଅନୁଷ୍ଠିତ, ବିକଶିତନୂଆପଡ଼ା ଜିଲ୍ଲା ରେ ଏକ ବିକାଶ ମହୋତ୍ସବ ଅନୁଷ୍ଠିତ
























03/10/2025

ଲଗାଣ ବର୍ଷା ରେ ପାହାଡ ଧସି ଦୁଇ ନିଖୋଜ





















30/09/2025

ଦବିଲା ତୁର୍କେଲ ବ୍ରିଜ, ବିପଦ ସଂକୁଳ ସ୍ଥିତିଖରିଆରରୁ ଭବାନୀପାଟଣା ଯାନବାହାନ ଚଳାଚଳ ଠପ । #ତୁର୍କୀଲ
#ବ୍ରିଡ଼ଗେ
#ଲାଭେ
#ଭବାନୀପାଟଣା
#କଳାହାଣ୍ଡି
#ଓଡିଶାହିଂହ୍ଲିଘଂଟସମାଚାର





















30/09/2025

ଦାଦପୂର୍ ଠାରେ ବାବା ଅଗ୍ନି ଭୈରବ ଙ୍କ ଝାମୁ ଯାତ୍ରା ଅନୁଷ୍ଠିତ




























Odisha Wire କୁ ଫୋଲୋ karantu
26/09/2025

Odisha Wire କୁ ଫୋଲୋ karantu

େଜଲ୍ଟ: #ପ୍ରିୟାଂଶୁ_ପାଲ୍_ଟପ୍ପର
-ପ୍ରକାଶ ପାଇଲା OPSC ପରୀକ୍ଷା ଫଳ
-ପ୍ରିୟାଂଶୁ ପାଲ୍ OPSC ଟପ୍ପର
-ଦ୍ବିତୀୟ ସ୍ଥାନରେ ଅନନ୍ୟା ମିଶ୍ର, ତୃତୀୟ ସ୍ଥାନରେ ଶୋଭନ ପଟ୍ଟନାୟକ
-ଟପ୍‌ ଟେନ୍‌ରେ ଅନନ୍ୟା ମିଶ୍ର ଏକମାତ୍ର ମହିଳା
-୩୯୮ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୪ ଜଣ ମହିଳା

25/09/2025

ବିପୁଳ ପରିମାଣ ରେ ବାଣ ଜବତ Odisha highlight samachar

Address

Bhubaneswar

Alerts

Be the first to know and let us send you an email when Odisha highlight samachar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha highlight samachar:

Share