Maruti Tv

Maruti Tv Maruti television

08/05/2026

8-5-26 ଜଣେ ଗର୍ଭବତୀ ମହିଳାଙ୍କୁ ପୁରୀ ମେଡିକାଲରେ ମାରୁତି ସେନା ପକ୍ଷରୁ ରକ୍ତ ଯୋଗେଇ ଦିଆଗଲା #

30/04/2026

31-4-26ବାଲେଶ୍ୱରର ଜଣେ ହିନ୍ଦୁତ୍ବର ପ୍ରଚାରକଙ୍କ ପାଇଁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଲା ମାରୁତିସେନା #

21/04/2026

20-4-26ପୁରୀରେ ଅକ୍ଷୟ ତୃତୀୟାରେ ମାରୁତି ସେନା ବୃଦ୍ଧାଶ୍ରମର ଶୁଭ ଉଦଘାଟନ ହୋଇ ଯାଇଛି #

15/04/2026

ସୋମନାଥ ପୃଷ୍ଟି,ମାରୁତି ସେନା ନଗର ଉପଦେଷ୍ଟା,ତାଙ୍କ ପାଇଁ,ନିଆରା ଜନ୍ମଦିନ ପାଳନ କଲା ମାରୁତି ସେନା. #

01/04/2026

29-3-26 ସର୍ବଦା ସେବା ଜାରି ରଖିଥିବାରୁ ମାରୁତିସେନାକୁ
ପୁରୀ ମକର ମହୋତ୍ସବରେ ସମ୍ମାନିତ କରାଗଲା, #

23/03/2026

22-3-26 ଭଦ୍ରକ ରେ ଗୋଟିଏ ଅସହାୟ
ପରିବାର ପାଖରେ କିଛି ସହାୟତା
ନେଇ ପହଞ୍ଚିଲା, ମାରୁତି ସେନା #

05/03/2026

5-3-26 ପୁରୀ, ସତ୍ୟବାଦୀ ରେ ଏକ ଅସହାୟ ପରିବାର ପାଖେ କିଛି ସହାୟତା ନେଇ ପହଞ୍ଚିଲା ମାରୁତି ସେନା #

02/03/2026

3-3-26 କିଛି ଅସହାୟ ଲୋକଙ୍କର ଅସୁବିଧା
ଜଣାଇବା ପାଇଁ, ମାରୁତି ସେନା ପକ୍ଷରୁ ଆଜି ପୁରୀ
ସଦର ବ୍ଲକ BDO ଓ ଜିଲ୍ଲାପାଳ ଙ୍କୁ ଭେଟିଲେ.. #

22/02/2026

22-2-26 ପୁରୀ ସଂସ୍କୁତି ଭବନ ଠାରେ ମାରୁତି
ସେନାକୁ ସମ୍ମାନିତ କରାଗଲା. #

15/02/2026

15-2-26 କାକଟପୁର ରେ ଏକ ଅସହାୟ ପରିବାର ପାଖରେ କିଛି ସହାୟତା ନେଇ ପହଞ୍ଚିଲା ମାରୁତି ସେନା #

07/02/2026

6-2-26ମୟୁରଭଞ୍ଜର ଜଙ୍ଗଲ ଭିତରେ ଏକ ଅସହାୟ ପରିବାର ପାଖରରେ ସହାୟତା ନେଇ ପହଞ୍ଚିଲା ମାରୁତି ସେନା, #

Address

Odisha
Bhubaneswar
752002

Telephone

+919040179197

Website

Alerts

Be the first to know and let us send you an email when Maruti Tv posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Maruti Tv:

Share

Category