07/09/2026
#କରଡି_ସିଜ୍
ଏବେ ଇ କରଡ଼ି ବେପାର୍ ଉପରେ କଡ଼ା ନଜର୍ ରଖିଛେ ବନ ବିଭାଗ। ଭିନ୍ ଭିନ୍ ରେଞ୍ଜର୍ ଅଧିକାରୀମାନେ ଚଢ଼ାଉ କରି ବିପୁଳ ପରିମାଣର୍ କରଡ଼ି ଜବତ୍ କରିଛନ୍। ଜଙ୍ଗଲେ ହାତୀମାନକଁର୍ ଖାଏବାର୍ ବାଉଁଶକେ ସୁରକ୍ଷିତ୍ ରଖବାର୍ ଲାଗି ଆଗକୁ ବି ଇନ୍ତା ଚଢ଼ାଉ ଜାରି ରହେବା ବଲି ସୂଚନା ମିଲିଛେ।