Odisha Newsroom

Odisha Newsroom Only News, Nothing Else

21/09/2024

ମେଜର୍ ଓ ତାଙ୍କ ବାନ୍ଧବୀଙ୍କ ଉପରେ ଏଭଳି ଆକ୍ରମଣ ହୋଇଥିଲା ।

17/09/2024

ଗାଢ଼କଣାରେ ଆବାସ ଯୋଜନା ହିତାଧିକାରୀଙ୍କ ଘରେ କ୍ଷୀରି ଖାଇଲେ ମୋଦି ।

17/09/2024

ଆତିଶି ମର୍ଲେନା ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ବର୍ଷିଲେ ଶ୍ୱାତୀ ମଲିୱାଲ ।

17/09/2024

'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି ।

16/09/2024

Avdhesh Dubey Is Back ।

14/09/2024

ସାର ଚୋରି କରି ହଟହଟ୍ଟା ଲାଲମେଣ୍ଟାର ପୂର୍ବତନ ସରପଞ୍ଚ ବାରିକ ପ୍ରଧାନ

22/08/2024

ରାସ୍ତାରେ ମାଡ଼ି ଆସିଲା ପାଣି, ବାଇକ୍‌ ସହ ଭାସିଗଲେ ଯୁବକ ।

21/08/2024

କୋଲକାତା ହସ୍ପିଟାଲ ଘଟଣା, ଅଭିଯୁକ୍ତ ସହ ଘନିଷ୍ଠ ସମ୍ପର୍କ ନେଇ ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ଦୌଡ଼ିଲେ ପୋଲିସ ଅଧିକାରୀ

 #ବରିଷ୍ଠ_IPS_ରାଜେଶ_ପଣ୍ଡିତ_ସସ୍‌ପେଣ୍ଡଶୃଙ୍ଖଳତାଗତ କାର୍ଯ୍ୟାନୁଷ୍ଠାନ ନେଲା ଗୃହ ବିଭାଗ । ରାଜେଶ ପଣ୍ଡିତ ଅଗ୍ନିଶମ ବିଭାଗର DIG ଥିଲେ । ୨୭...
30/07/2024

#ବରିଷ୍ଠ_IPS_ରାଜେଶ_ପଣ୍ଡିତ_ସସ୍‌ପେଣ୍ଡ

ଶୃଙ୍ଖଳତାଗତ କାର୍ଯ୍ୟାନୁଷ୍ଠାନ ନେଲା ଗୃହ ବିଭାଗ । ରାଜେଶ ପଣ୍ଡିତ ଅଗ୍ନିଶମ ବିଭାଗର DIG ଥିଲେ । ୨୭ ତାରିଖ ରାତିର ଏକ ଘଟଣାକୁ ନେଇ ସସ୍‌ପେଣ୍ଡ । ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବବ୍ୟହାର କରିଥିବା ଅଭିଯୋଗ । ମହିଳା ଅଧିକାରୀଙ୍କୁ ଘରୁ ଟାଣି ଆଣିଥିବା ଅଭିଯୋଗ ହୋଇଥିଲା ।

30/07/2024

#ହାୱଡ଼ା_ମୁମ୍ବାଇ_ଏକ୍ସପ୍ରେସ_ଲାଇନଚ୍ୟୁତ_ଘଟଣା

ଦକ୍ଷିଣ-ପୂର୍ବ ରେଳତଟ CPRO ଓମ୍‌ ପ୍ରକାଶଙ୍କ ସୂଚନା
ଭୋର ୩ଟା ୪୩ରେ ଟ୍ରେନ ଲାଇନଚ୍ୟୁତ ହୋଇଥିଲା
୮୦ ପ୍ରତିଶତ ଲୋକଙ୍କୁ ଚକ୍ରଧରପୁର ଷ୍ଟେସନଙ୍କୁ ନିଆଯାଇଛି
ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର ଓ ୪ ଜଣ ସାମାନ୍ୟ ଆହତ

30/07/2024

ଅଗ୍ନିବୀର ଭାବେ ମୁଁ ଗର୍ବୀତ ଏବଂ ମୋ ଭବିଷ୍ୟତ ସୁରକ୍ଷିତ: ଅଗ୍ନିବୀର ଯବାନ

Address

Sector-2, Niladri Vihar, CSPur
Bhubaneswar
751021

Alerts

Be the first to know and let us send you an email when Odisha Newsroom posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha Newsroom:

Share