DNA Odisha

DNA Odisha DNA Odisha aims to disseminate quality news about the state, nation, and international viral videos to people in Odisha.

23/01/2022

ରାଜଧାନୀ ଭୁବନେଶ୍ଵର ରେ ଚୋର, ରୁହନ୍ତୁ ସାବଧାନ! ଔଷଧ ଦୋକାନରେ ୧୯୦ ଟଙ୍କା ଦେଇ ଲୁଟିନେଲେ ୫୦ ହଜାର ଟଙ୍କା

19/01/2022

କଟକ ଲିଙ୍କ ରୋଡ଼ ଓଭର ବ୍ରିଜ ଉପରେ ଘଟିଛି ଏହି ଦୁର୍ଘଟଣା

18/01/2022

ସ୍ତ୍ରୀ ତାର ଦାବି ପୂରଣ ପାଇଁ ସ୍ୱାମୀ ଘର ଆଗରେ ୧୨ ଦିନ ହେଲା ବସିଛି ।

16/01/2022

ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ ଛୁରୀ ମାଡ଼, ଘଟଣାସ୍ଥଳରେ ହେଲା ମୃତ୍ୟୁ 😳

15/01/2022

ନିଜେ ମାସ୍କ ନପିନ୍ଧି ବିନା ମାସ୍କ ଧାରୀଙ୍କୁ ଜୋରିମାନା କାଟୁଥିଲେ ପୋଲିସ ବାବୁ...

13/01/2022

ଏମିତି ଭାବରେ ଅତି ସହଜରେ ଚିହ୍ନଟ ହେବ ଓମିକ୍ରନ୍, ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

11/01/2022

ଦେଖନ୍ତୁ ଭିଡିଓ: ରାଜଧାନୀ ରେ ଗୁଡ଼ି ସୂତା ଲାଗି ପୁଣି ୩ ଜଣଙ୍କ ବେକ କଟିଗଲା

ମିହିର ଦାସ ଙ୍କ ପରଲୋକ 🙏
11/01/2022

ମିହିର ଦାସ ଙ୍କ ପରଲୋକ 🙏

08/01/2022

ଆଜିଠୁ ୩ ଅଭିଯୁକ୍ତଙ୍କୁ ୫ ଦିନ ରିମାଣ୍ଡରେ ନେଲା ଏୟାରଫିଲ୍ଡ ଥାନା ପୋଲିସ

08/01/2022

ଜାଭିଅର ଇନଷ୍ଟିଚ୍ୟୁଟ ହେଲା କଣ୍ଟେନମେଣ୍ଟ ଜୋନ
୩୦ ରୁ ଅଧିକ ପଜିଟିଭ ଚିହ୍ନଟ

08/01/2022

ଦେଖନ୍ତୁ ଭିଡିଓ: ଏବେ ଭୁବନେଶ୍ୱର ବିମାନବନ୍ଦରରେ RTPCR ଟେଷ୍ଟ କରାଯାଉଛି ।

07/01/2022

ଆଜି ରାତି 9ଟା ଠାରୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଏବଂ ଭୁବନେଶ୍ୱରରେ କମିଶନରେଟ ପୋଲିସ ପକ୍ଷରୁ ଜୋରଦାର ପିକେଟିଂ ଆରମ୍ବ

Address

Airport Colony
Bhubaneswar
751013

Website

Alerts

Be the first to know and let us send you an email when DNA Odisha posts news and promotions. Your email address will not be used for any other purpose, and you can unsubscribe at any time.

Share