Dhenkanal News

Dhenkanal News ଗାଁ ରୁ ସହର ଯାଏଁ ଢେଙ୍କାନାଳ ର ପ୍ରତିଟି ଖବର ଆପଣଙ୍କ ପାଖେ ପହଞ୍ଚାଇବା ଆମର ଏ ପ୍ରୟାସ |

21/08/2025

ସ୍ୱାମୀର ଦେହ ଛୁଇଁ ପାରିଲାନି ସ୍ତ୍ରୀ


ବାଦଲ ଫଟା ବର୍ଷା ପରେ ଉଦ୍ଧାର କାର୍ଯ୍ୟ ବେଳେ ଇହଲୀଳା ସମ୍ବରଣ କରିଛନ୍ତି ଆମ ଢେଙ୍କାନାଳ  ଜିଲ୍ଲା ର ଲଢ଼ୁଆ ପୁଅ Manoj Kumar Biswal || His...
17/08/2025

ବାଦଲ ଫଟା ବର୍ଷା ପରେ ଉଦ୍ଧାର କାର୍ଯ୍ୟ ବେଳେ ଇହଲୀଳା ସମ୍ବରଣ କରିଛନ୍ତି ଆମ ଢେଙ୍କାନାଳ ଜିଲ୍ଲା ର ଲଢ଼ୁଆ ପୁଅ Manoj Kumar Biswal || His dead body will arrive at Bhubaneswar airport at 6.30 PM in the evening for the last funeral at his village. jay hind 🙏🙏

09/08/2025

ଉତ୍ତର ଦିଅ ମା' ମାନେ |

08/08/2025
08/08/2025

ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତଥା ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓକାଟେଣୀ ଗ୍ରାମ ନିକଟବର୍ତ୍ତୀ ରେଙ୍ଗାଲି କେନାଲ ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ୍‍ । ଯାତ୍ରୀବାହୀ ବସ ଓଲଟି କୋଡିଏ ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି କ୍ଷ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଅଁଳାବେରେଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ପରଜଙ୍ଗ ଥାନା କୁମୁସୀ ଗ୍ରାମରୁ ଜଗନ୍ନାଥ ନାମକ ଏକ ଯାତ୍ରୀବାହୀ ବସ ଶୁକ୍ରବାର ଭୁବନେଶ୍ୱର ଅଭିମୁଖେ ଯାଉଥିଲା । କନ୍ତିଓକାଟେଣୀ ଗ୍ରାମ ଦେଇ ଯାଇଥିବା ରେଙ୍ଗାଲି କେନାଲ ରାସ୍ତାରେ ବସଟି ଯାଉଥିବା ସମୟରେ ଭରସାମ୍ୟ ହରାଇ କେନାଲ ମଧ୍ୟକୁ ଓଲଟି ପଡିଥିଲା। ଫଳରେ ବସରେ ଥିବା ୫୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ କୋଡିଏ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।

03/08/2025

-ପରକ୍ରିୟା ପ୍ରୀତି ପଡିଲା ମହାଙ୍ଗା....... -ଦୁଇ ଛୁଆର ମାଁକୁ ସିନ୍ଦୁର କୁ ପିନ୍ଧେଇଲେ ପ୍ରେମିକ 🤣🤣

12/03/2025

ଫିଲ୍ମର ନାୟକ ବୋଲି କଣ ତାଙ୍କ ପାଇଁ ଅଲଗା ନିୟମ ରହିଛି |

11/03/2025

ବର୍ଷା ତୁମ ପାଖରେ ଅନେକ ସମୟ ଥିଲା | ସେ ଦିନ ମୁଁ କାନ୍ଧି କାନ୍ଦି ଝୁରି ହେଉଥିଲି ଆଉ କହିଥିଲି କି ମୁଁ କଣ ଚାହୁଛି ମତେ ଟିକେ ବୁଝ ,, ଏବେ ଯଦି ନ ବୁଝିବ ,,, ସମୟ ଆସିବ ସେତେବେଳ କୁ ସବୁ ସରି ଯାଇଥିବ | ହଁ ଆଜି ସବୁ ସରି ଯାଇଛି | ମୁଁ ଜାଗୃତି ଙ୍କୁ ବିବାହ ହେଉଛି|

10/03/2025

ରଚିନ ରବୀନ୍ଦ୍ର ପ୍ରଥମରୁ ଯେଉଁଭଳି ଧୂଆଁ ଧାର ଛକା ସହ ସ୍କୋର କୁ ଆଗକୁ ନେଉଥିଲେ 25 ଓଭରବେଳକୁ 200ନ୍ୟୁଜିଲାଣ୍ଡ ର ସ୍କୋର 200 ପାର ହୋଇଯାଇଥାନ୍ତା।

Address

Palasapalli
Bhubaneswar
751020

Telephone

+917327059278

Website

Alerts

Be the first to know and let us send you an email when Dhenkanal News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Dhenkanal News:

Share