News Point Odisha

News Point Odisha News Point Odisha is a digital news channel committed to delivering fast, accurate, and unbiased news

ବ୍ୟାଟିଂ ବିଫଳତା ହିଁ ହାରର କାରଣ: ଶୁଭମନ ଗିଲ୍କାର୍ଡିଫରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଠାରୁ ୪ ୱିକେଟରେ ପରାସ୍ତ ହୋଇଛି ଭାରତ।...
17/07/2026

ବ୍ୟାଟିଂ ବିଫଳତା ହିଁ ହାରର କାରଣ: ଶୁଭମନ ଗିଲ୍
କାର୍ଡିଫରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଠାରୁ ୪ ୱିକେଟରେ ପରାସ୍ତ ହୋଇଛି ଭାରତ। ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍‌କୁ ୧-୧ରେ ବରାବର କରିଛି ଘରୋଇ ଦଳ।
ମ୍ୟାଚ୍ ପରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ପରାଜୟର କାରଣ ସ୍ୱୀକାର କରି କହିଛନ୍ତି, ବ୍ୟାଟିଂ ବିଭାଗର ବିଫଳତା ହିଁ ଦଳର ହାରର ମୁଖ୍ୟ କାରଣ। ମଧ୍ୟକ୍ରମର ବ୍ୟାଟରମାନେ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରିନଥିବାରୁ ଭାରତ ଚ୍ୟାଲେଞ୍ଜିଂ ସ୍କୋର ଗଢ଼ିବାରେ ବିଫଳ ହୋଇଥିଲା।ଏବେ ସିରିଜ୍‌ର ନିର୍ଣ୍ଣାୟକ ତୃତୀୟ ଦିନିକିଆ ଉପରେ ସମସ୍ତଙ୍କ ନଜର ରହିଛି।

ଦଳାଚକଟାରେ ଆହତ ଶ୍ରଦ୍ଧାଳୁଙ୍କୁ ଭେଟିଲା ବିଜେଡି ପ୍ରତିନିଧିମଣ୍ଡଳୀ!
17/07/2026

ଦଳାଚକଟାରେ ଆହତ ଶ୍ରଦ୍ଧାଳୁଙ୍କୁ ଭେଟିଲା ବିଜେଡି ପ୍ରତିନିଧିମଣ୍ଡଳୀ!

16/07/2026

#କାଳିଆକୁ_ଦେଖି_ମୁଣ୍ଡିଆ_ମାରିଲେ_ସୋଫିଆ
ାରବାଟୀ ବିଧାୟିକା #ସୋଫିଆ_ଫିରଦୌସ ଶ୍ରୀଜୀଉଙ୍କ ଦର୍ଶନ କରି ଭକ୍ତିଭାବରେ ମୁଣ୍ଡିଆ ମାରିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଦୃଶ୍ୟକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।
୍ନାଥ 🙏

16/07/2026

ହୋ ଭକତେ ହୋ....

16/07/2026

ପୁରୀ ଗଜପତି ମହାରାଜା!

ଧୋତିରେ ନଜର ଆସିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ପବିତ୍ର ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀର ବଡ଼ଦାଣ୍ଡରେ ପାରମ୍ପରିକ ଧୋତି-ପଞ୍...
16/07/2026

ଧୋତିରେ ନଜର ଆସିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ପବିତ୍ର ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀର ବଡ଼ଦାଣ୍ଡରେ ପାରମ୍ପରିକ ଧୋତି-ପଞ୍ଜାବୀ ପରିଧାନରେ ଦେଖିବାକୁ ମିଳିଲେ!

16/07/2026

ହୋ ଭକତେ ହୋ ....

12/06/2026

ମହାକାଳପଡ଼ା ବ୍ଲକ ପରିସରରେ ହାଇଡ୍ରାମା!
କେନ୍ଦ୍ରାପଡ଼ା ଜିଲ୍ଲାର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ମହାକାଳପଡ଼ା ବ୍ଲକ ପରିସରରୁ ପୋଲିସ ନେଇଯାଇଥିବା ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସୁକତା ବଢ଼ିଥିବା ବେଳେ, ଏହା ପଛର କାରଣ କ’ଣ ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଛି।ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଓ ପୋଲିସର ପକ୍ଷ ସାମ୍ନାକୁ ଆସିବା ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ।
ଏହି ଘଟଣା ଉପରେ ଆପଣଙ୍କ ମତ କ’ଣ? କମେଣ୍ଟରେ ଜଣାନ୍ତୁ।

Address

Bhubaneswar

Website

Alerts

Be the first to know and let us send you an email when News Point Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share