Public News Odisha

Public News Odisha PUBLIC NEWS ODISHA
କଥାରେ ନୁହେଁ ଲୋକଙ୍କ କାମରେ...

BIG BREAKING: ଭକ୍ତ ଦାସ ହେଲେ ପିସିସି ସଭାପତି
11/02/2025

BIG BREAKING: ଭକ୍ତ ଦାସ ହେଲେ ପିସିସି ସଭାପତି

୧୮ ତମ 'ପ୍ରବାସୀ ଭାରତୀୟ ଦିବସ'ରେ ଯୋଗଦେବା ନିମନ୍ତେ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁବନେଶ୍ବର ବିମାନବନ୍ଦର ...
08/01/2025

୧୮ ତମ 'ପ୍ରବାସୀ ଭାରତୀୟ ଦିବସ'ରେ ଯୋଗଦେବା ନିମନ୍ତେ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁବନେଶ୍ବର ବିମାନବନ୍ଦର ଠାରେ ସ୍ଵାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ |

09/11/2024

#ବୁଡ଼_ଦେବାବେଳେ_ମାଡି_ଆସିଲା_ବିଷଧର_ସାପ
ବିହାରରେ ଛଟପୂଜା ପାଇଁ ମହିଳାମାନେ ନଦୀରେ ବୁଡ଼ ପକାଉଥିବା ବେଳେ ଆସିଲା ଭୟଙ୍କର ବିଷଧର ସାପ ଏହା ପରେ କଣ ହେଲା ଦେଖନ୍ତୁ..

ଆମ୍ବ ଟାକୁଆ ଖାଇ କନ୍ଧମାଳରେ ୨ ମୃତ୍ୟୁ, ୬ ଗୁରୁତର ଘଟଣାକୁ ନେଇ ବିଜେଡି କରିଛି ସାମ୍ବାଦିକ ସମ୍ମିଳନୀ | ବିଜେଡି ସରକାରଙ୍କୁ ଟାର୍ଗେଟ କରି କହ...
02/11/2024

ଆମ୍ବ ଟାକୁଆ ଖାଇ କନ୍ଧମାଳରେ ୨ ମୃତ୍ୟୁ, ୬ ଗୁରୁତର ଘଟଣାକୁ ନେଇ ବିଜେଡି କରିଛି ସାମ୍ବାଦିକ ସମ୍ମିଳନୀ | ବିଜେଡି ସରକାରଙ୍କୁ ଟାର୍ଗେଟ କରି କହିଛି ରାସନ ଚାଉଳ ନମିଳିବାରୁ ଆମ୍ବ ଟାକୁଆ ଜାଉ ଖାଇବାକୁ ବାଧ୍ୟ ହୋଇଥିଲେ।

ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି।
29/10/2024

ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି।

24/10/2024

ଭୁବନେଶ୍ୱର ବିମାନ ବନ୍ଦରରେ ବୋମା ଆତଙ୍କ......

Public News Odisha

 #ଦାନା_ର_ପ୍ରଭାବରେ_ଭାଙ୍ଗିଲା_ଗଛ ବାଲେଶ୍ବର ଜିଲ୍ଲା ବସ୍ତା ଠାରେ ବାତ୍ୟା ପୂର୍ବରୁ ପବନ ଯୋଗୁ ଗଛ ଭାଙ୍ଗିପାଡିବାରୁ ରାସ୍ତା ଅବରୋଧ ହୋଇଥିଲା।...
24/10/2024

#ଦାନା_ର_ପ୍ରଭାବରେ_ଭାଙ୍ଗିଲା_ଗଛ
ବାଲେଶ୍ବର ଜିଲ୍ଲା ବସ୍ତା ଠାରେ ବାତ୍ୟା ପୂର୍ବରୁ ପବନ ଯୋଗୁ ଗଛ ଭାଙ୍ଗିପାଡିବାରୁ ରାସ୍ତା ଅବରୋଧ ହୋଇଥିଲା। ଅଗ୍ନିଶମ ସେବା ଟିମ୍ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯିବ ସହ ଗଛଡାଳ କଟାଯାଇ ଯାତାୟତ ସ୍ବାଭାବିକ କରାଯାଇଛି।

  ସାମୁଦ୍ରିକ ଝଡ଼ ଦାନା ଧୀରେ ଧୀରେ ସ୍ଥଳଭାଗ ଆଡକୁ ମାଡିଆସୁଛି କ୍ରମଶଃ ଏହା କେନ୍ଦ୍ରାପଡାର ରାଜନଗର ଏବଂ ଭଦ୍ରକ ଧାମରା ମଧ୍ୟରେ ଗୁରୁବାର ମଧ୍ୟ...
23/10/2024


ସାମୁଦ୍ରିକ ଝଡ଼ ଦାନା ଧୀରେ ଧୀରେ ସ୍ଥଳଭାଗ ଆଡକୁ ମାଡିଆସୁଛି କ୍ରମଶଃ ଏହା କେନ୍ଦ୍ରାପଡାର ରାଜନଗର ଏବଂ ଭଦ୍ରକ ଧାମରା ମଧ୍ୟରେ ଗୁରୁବାର ମଧ୍ୟ ରାତ୍ର ଏବଂ ଶୁକ୍ରବାର ସକାଳ ସମୟରେ ଲ୍ୟାଣ୍ଡପାଲ କରିବାର ସମ୍ଭାବନା !

23/10/2024

୍ତୁ_ନାହିଁ_ସଜାଗ_ରୁହନ୍ତୁ
ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଛନ୍ତି । ଆମେ ସମସ୍ତେ ଏକାଠି ପୂର୍ବ ପରି ବାତ୍ୟା ଦାନାର ସଫଳ ମୁକାବିଲା କରିପାରିବା ବୋଲି ସଚେତନ କଲେ ନବୀନ ।

 ସ୍ୱତନ୍ତ୍ର ବାୟୁସେନା ବିମାନରେ ପଞ୍ଜାବରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି NDRF Team
23/10/2024


ସ୍ୱତନ୍ତ୍ର ବାୟୁସେନା ବିମାନରେ ପଞ୍ଜାବରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି NDRF Team

Address

Bhubaneswar Odisha
Bhubaneswar
751010

Telephone

+917077931250

Website

Alerts

Be the first to know and let us send you an email when Public News Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Public News Odisha:

Share