Puchku

Puchku ଆପଣଙ୍କ ମୁହଁରେ ଟିକେ ହସ ଦେଖିବା ପାଇଁ ଆମର ପ୍ରୟାସ 🙏 , କାହାକୁ ଥଟା , ପରିହାସ କରିବା ଆମର ଉଦେଶ୍ୟ ନୁହଁ , କେବଳ ମନୋରଞ୍ଜନ ପାଇଁ - please follow 🙏 this ID

29/05/2025

29/05/2025
24/05/2025

ଯିଏ ତୁମ ପାଖରେ ଅନ୍ୟ ଲୋକ ବିଷୟରେ ଖରାପ କଥା ଗପୁଅଛି,
ସିଏ ଅନ୍ୟ କାହା ପାଖରେ ତୁମ ବିଷୟରେ ଖରାପ କଥା ଗପିପାରେ ।
ଏଭଳି ଲୋକଠୁ ଦୂରେଇ ରହିବା ଭଲ ।*

24/05/2025

ମଣିଷ ଘର ବଦଳାଇ ଥାଏ,ବସ୍ତ୍ର ବଦଳେଇଥାଏ,ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ ବଦଳେଇ ପାରେ ନାହିଁ

24/05/2025

ଚାଲୁଥିବା ପାଦରେ କେତେ ଫରକ ସତେ !
ଗୋଟିଏ ପାଦ ଆଗକୁ ପଡ଼ୁଥିବା ବେଳେ
ଆଉ ଗୋଟେ ପାଦ ପଛରେ ଥାଏ।
ନା ଆଗରେ ଥିବା ପାଦକୁ ଅଭିମାନ ଥାଏ,
ନା ପଛରେ ଥିବା ପାଦକୁ ଅପମାନ ହୁଏ।
କାରଣ ଉଭୟଙ୍କୁ ଜଣାଥାଏ ଯେ
କିଛି ସମୟ ପରେ ତାହା ପୁଣି ବଦଳିବ...
ପଛ ପାଦ ଆଗକୁ ଯିବ,
ଏବଂ ଆଗ ପାଦ ପଛକୁ ଆସିବ ।
ଏବଂ ଏହାକୁ ହିଁ ଆମ ଜୀବନ କୁହାଯାଏ ।

24/05/2025

ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝି ପାରେନାହିଁ କି କେବେ ଶାନ୍ତିରେ ମଧ୍ୟ ରହି ପାରେନାହିଁ ।

Address

Bhubaneswar

Telephone

+919348207220

Website

Alerts

Be the first to know and let us send you an email when Puchku posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Puchku:

Share